ମୁହଁକୁ କେବେ ବୁଢା ହେବାକୁ ଦେଇନଥାଏ ଏହି ଗଛର ପତ୍ର, 50 ବର୍ଷ ବୟସରେ ବି ଦେଖାଯିବେ ୨୦ ବର୍ଷ ଭଳି ଯବାନ

ଆପଣ ମାନେ ସମସ୍ତ ଏହି ଗଛ ବିଷୟରେ ସମସ୍ତେ ଜାଣିଥିବେ, ଏହି ଗଛର ନାମ ସଦା ବାହାର । ବିଜ୍ଞାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି ଏହି ଗଛର ଚମତ୍କାରୀ ଫାଇଦା ବିଷୟରେ । ଏହାର ପତ୍ର, ଫୁଲ, ଚେର, ପତ୍ର ସବୁ କିଛି ବହୁତ ଉପଯୋଗୀ ଅଟେ । ଆମେରିକା ଭଳି ଦେଶରେ ଆଠଟି ପ୍ରଜାତି ଦେଖିବାକୁ ମିଳୁଛି କିନ୍ତୁ ଭାରତରେ ଖାଲି ଜାମୁନ ଓ ଧଳାର ଦେଖିବାକୁ ମିଳେ । ଏଥିରେ ସବୁଠୁ ବଡ ଗୁଣ ରହିଛି ଆଣ୍ଟି ଡାଇବେଟିସର, ଯଦି ସୁଗାର ରୋଗୀଙ୍କୁ ସକାଳେ ଏହାର ଦୁଇଟି ପତ୍ରକୁ ଚୋବାଇ ଚୋବାଇ ଖାଇ ତାପରେ ପାଣି ପିଅନ୍ତୁ ।


ଯେଉଁ ସୁଗାର ଲେବେଲ ଅଛି ତାହା ବିଲକୁଲ କଣ୍ଟ୍ରୋଲ ହୋଇଯିବ । ଏହାର ଯେଉଁ ନରମ ଓ କୋମଳ ପତ୍ର ଅଛି ତାକୁ ଚୋବାଇ ଚୋବାଇ ଖାଆନ୍ତୁ । ଟିକେ କଡା ଲାଗିବ ଓ ବ୍ଲଡ ପ୍ରେସର ଲେବଲକୁ କଣ୍ଟ୍ରୋଲ କରିବ । ଆପଣ ଚାହିଁଲେ ଏହି ପତ୍ରକୁ ଗ୍ରାଇଣ୍ଡ କରି ମଧ୍ୟ ତାର ଜୁଷ କରି ପିଇ ପାରିବେ । ସବୁବେଳେ ସକାଳେ ଅଧା ଛୋଟ ଚାମଚ ପିଇବେ । ସବୁ ଅଧିକ ଗୁଣ ଯାହା ଏଥିରେ ଥାଏ ଯାହା ଔଷଧୀୟ ଗୁଣ ରହିଛି ତାହା ହେଉଛି କ୍ୟା-ନ-ସର କୋସିକା ବନାଇବାକୁ ଦେଇନଥାଏ ।


ଯଦି ଆରମ୍ଭରୁ କ୍ୟା-ନ୍ସ-ର ହୋଇଥାଏ ତେବେ ଏହି ପତ୍ରର ରସ ବାହାର କରି ପିଇଲେ କ୍ୟା-ନ-ସ-ର ରୋଗ ଭଲ ହୋଇଥାଏ । ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ଏହାର ରସ ପିଇବା ଦ୍ଵାରା । ଯଦି ଏହି ପତ୍ରକୁ ଗ୍ରାଇଣ୍ଡ କରି ତାର ରସକୁ ସେଇ ରସକୁ ମୁଣ୍ଡରେ ଲଗାଇଲେ କେସ ଉପୁଡିବା କମ ହୋଇଥାଏ । ଯଦି କୌଣସି ଘା ବା ମୁହଁରେ କଣା କଣା ଓ ବ୍ରଣ ହୋଇଥାଏ । ଏହି ରସ ବହୁତ ଗୁଣ କରି ହୋଇଥାଏ ।


ଏହାର ରସ ଲଗାଇଲେ ବହୁତ ଜଲ୍ଦି ଭଲ ହୋଇଥାଏ । ଏହି ଗଛଟି ପୁରା ଔଷଧୀୟ ଗୁଣରେ ଭରପୁର ରହିଛି । ଯେଉଁମାନେ ଡାଇବେଟିସ, କ୍ୟା-ନ୍ସ-ର, ବ୍ଲଡ ପ୍ରେସର ରୋଗରେ ପୀଡିତ ଅଛନ୍ତି ଏହାର ପତ୍ରକୁ ଶୁଖାଇ ଗୁଣ୍ଡା କରି ଖାଇଲେ ଏହି ସବୁ ରୋଗ ମୂଳରୁ ଖତମ ହୋଇଥାଏ । ଏଥିରେ କୌଣସି ସାଇଡ ଇଫ୍ଫେକ୍ଟ ନହିଁ ଏଥିରେ ଏହା ବହୁତ ପୁରୁନା ଔଷଧୀୟ ଗଛ ଅଟେ । ଆୟୁର୍ବେଦୀରେ ମଧ୍ୟ ଏହି ଫୁଲ ଫଳ ଆଉ ଚେରର ବ୍ଯବହର କରାଯାଇଥାଏ ।

Leave a Reply

Your email address will not be published. Required fields are marked *