ମୁହଁର ଦୁର୍ଗନ୍ଧ ଦୂର କରିବାର ସବୁଠାରୁ ସହଜ ଉପାୟ

ଭଗବାନ ଦୁନିଆ ବା ସଂସାରକୁ ବହୁତ ସୁନ୍ଦର ବନେଇଛନ୍ତି ଏହା ସହ ମଣିଷକୁ ମଧ୍ୟ ବହୁତ ଭାବି ଚିନ୍ତି ଗଢିଛନ୍ତି, ତେବେ ମଣିଷ ଏମିତି ଓ ନିର୍ମାଣ ଯାହା ପାଖରେ ଭାବନା, ଚିନ୍ତା ସୁଖ, ଦୁଃଖ ଭଳି ଅନେକ ଭାନାତ୍ମକ ଇଛା ଅଛି ଯାହା ଜୀବ ଜନ୍ତୁ ମାନଙ୍କ ମଧ୍ୟରେ ବହୁତ କମ ହୋଇଥାଏ ଏହା ଛଡା ମଣିଷକୁ ଭଗବାନ ଗୋଟେ ଏମିତିକା କ୍ଷମତା ପ୍ରଦାନ କରିଛନ୍ତି ଯାହା ଦ୍ଵାରା ମଣିଷ କୌଣସି କାମ କରିବା ବା କଥା କହିବା ଆଗରୁ ଭାବି ଚିନ୍ତି କହିବ ତା ପାଖରେ ଭୁଲ ଠିକ ନିଶ୍ଚୟ କରିବା ପାଇଁ ମାନସିକ ବୁଦ୍ଧି ଥାଏ ।

Image Courtesy: Google

ଯଦି ଆପଣଙ୍କ ମୁହଁରୁ ଦାନ୍ତ ସଫା କଲା ପରେ ମଧ୍ୟ ଦୁର୍ଗନ୍ଧ ବାହାରୁଛି ତେବେ ଆପଣଙ୍କୁ, ଆଜି ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ବହୁତ ସହଜରେ ପ୍ରାପ୍ତ ହବ ଏବଂ ଆପଣଙ୍କ ସମସ୍ଯା ସମାଧାନ ହୋଇଯିବ । ଯେବେ ବି କୌଣସି ମଣିଷ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ତେବେ ସାମ୍ନା ଲୋକ ଉପରେ ତାଙ୍କ ଇଂପ୍ରେସନ ଖରାପ ହୋଇଥାଏ ତେବେ ବହୁତ ଲୋକଙ୍କ ପାଟି ସଫା ଏବଂ ଭଲ ହୋଇଥାଏ କୌଣସି ଦୁର୍ଗନ୍ଧ ଆସିନଥାଏ ବୋଲି ସେ ସମସ୍ତଙ୍କୁ ଇଂପ୍ରେସ କରି ପାରନ୍ତି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

Image Courtesy: Google

୧. ଆପଲ ସାଇଡର ଭିନେଗାର :

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆପଲ ସାଇଡର ଭିନେଗାର ବହୁତ ପ୍ରଚଳିତ ଭିନେଗାର ଅଟେ ଯାହା ସୁଗାର, କୋଲେଷ୍ଟ୍ରୋଲ ଏବଂ ଅନ୍ୟ ସମସ୍ଯାରେ କାମ ଦେଇଥାଏ । ପ୍ରଥମେ ଆପଣ ଗୋଟେ ଗ୍ଳାସ ପାଣିରେ ଦୁଇ ଚାମଚ ଆପଲ ସାଇଡର ଭିନେଗାର ପକାନ୍ତୁ । ଏହା ପରେ ଏହି ପାଣି ଦ୍ଵାରା କୁଳି କରନ୍ତୁ ଓ କିଛି ସମୟ ଏହି ପାଣିକୁ ପାଟିରେ ରଖି ଏହାକୁ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ପାଟିରୁ ଦୁର୍ଗନ୍ଧ କମିଯିବ ଏବଂ ଆପଣଙ୍କ ଦାନ୍ତ ସଫା ହବା ସହ ଆପଣଙ୍କ ମସୁଡା ମଧ୍ୟ ସ୍ଵସ୍ଥ ହୋଇଥାଏ ।

Image Courtesy: Google

୨. ପାନ ମଧୁରୀ :

ଭାରତରେ ବହୁତ ବର୍ଷ ଧରି ପାନ ମଧୁରୀ ବ୍ୟବହାର କରା ଯାଇଛି ପାନ ମଧୁରୀ କେବଳ ପାନ ପାଇଁ ନୁହ ଅଲଗା ରୋଷେଇ ବା ପିଠା ପଣା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ ତେବେ କଣ ଆପଣ ଜାଣିଛନ୍ତି ଆମ ପୂର୍ବଜ ମାନେ ମୁଖ ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ପାନ ମଧୁରୀ ବ୍ୟବହାର କରୁଥିଲେ । ତେବେ ଖାଇବା ପରେ ବା ଖାଲି ପେଟରେ ଅଧ ଚାମଚ ପାନ ମଧୁରୀ ସେବନ କରିବା ଆମ ସ୍ଵାଷ୍ଟ ପାଇଁ ବହୁତ ଭଲ ହୋଇଥାଏ ଓ ଏଥିରେ ଥିବା ଏସିଡ ମୁଖ ଦୁର୍ଗନ୍ଧକୁ ମଧ୍ୟ ଦୂର କରିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *