ଗୋଲାପୀ ପ୍ୟାଡ୍ ଭିତରେ Munmun ଲୁଚେଇ ଥିଲେ ସବୁଜ MDMA ଡ୍ରଗ ବଟିକା…. ଦେଖନ୍ତୁ Video

ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ବର୍ତ୍ତମାନ ଡ୍ର-ଗ୍ସ ମା-ମ-ଲାରେ ଆର୍ଥନ ଜ-ଲ-ରେ ଅଛନ୍ତି । ସୂଚନା ଅନୁସାରେ ଆର୍ୟାନଙ୍କ ସାଥି ମୁନମୁନ ଧନେଚା ଯାହାଙ୍କର ବୟସ ୩୯ ବର୍ଷ ସିଏ ମଧ୍ୟ ଜଲରେ ଅଛନ୍ତି । ମୁନମୁନ ଏମିତି କା-ର-ନା-ମା କରିଛନ୍ତି ଯେ ବିଶ୍ଵାସ କରି ହେବ ନାହି । ମୁନମୁନ ସାନିଟାରି ପ୍ୟାଡରେ ଲୁଚାଇ ରଖିଥିଲେ ୫ଗ୍ରାମର M-D-N ଡ୍ର-ଗ୍ସ । M-D-N ଏମିତି ଏକ ନି-ଶା ଡ୍ର-ଗ୍ସ ଯାହାକୁ ଭାରତ ସମେତ ଅନେକ ଦେଶରେ ଅ-ବୈ-ଧ ଓ ବ୍ୟା-ନ କରା ଯାଇଛି । ଏହା ଏମିତି ଡ୍ର-ଗ୍ସ ଯାହା ମଣିଷ ନେଲା ପରେ ନିଜର ହିତାହିତ ଜ୍ଞାନ ଭୁଲିଯାଏ । ଏହି M-D-N ବ-ଟି-କା ଯାହା ଦେଖିବାକୁ ସବୁଜ ରଙ୍ଗର ଏହାର ଓଜନ ହେଉଛି ୫ଗ୍ରାମ ।

ଏନସିବୀ ରିପୋର୍ଟ ଦେଇଛନ୍ତି ଯେ ମୁନମୁନଙ୍କ ଠାରୁ ୫ଗ୍ରାମର M-D-N ଓ ଅରବାଜଙ୍କ ଠାରୁ ୬ଗ୍ରାମର ଚା-ର-ଶ ଡ୍ର-ଗ୍ସ ମିଳିଛି । ମୁନମୁନ ନିଜ ସଫେଇରେ କହିଛନ୍ତି ଯେ ଏହି ଡ୍ର-ଗ୍ସକୁ ସେ ଏୟାରପୋର୍ଟରୁ ଉଠାଇ ଥିଲେ । ଅନ୍ୟ ପରେ ଏନସିବୀ ଆଜି ଶାହରୁଖ ଖାନଙ୍କ ଡ୍ରାଇଭରକୁ ପଚରାଉଚରା କରିବାରେ ଲାଗିଛି । ତେବେ ମନତରୁ ୩ଜଣ ମାନେ ଆର୍ୟନ, ଅରବାଜ ଓ ମୁନମୁନ ରାସ୍ତାରେ କେଉଁ ଜାଗାରେ ଅଟକି ଏହି ଡ୍ର-ଗ୍ସ ପାଇଥିଲେ ଏ ସବୁ ବିଷୟରେ ତ-ଦ-ନ୍ତ କରୁଛି ଏନସିବୀ ଶାହରୁଖଙ୍କ ଡ୍ରାଇଭର ଠାରୁ । ଧରା ପଡିଯିବା ଭୟରେ ଏଭଳି ଜାଗାରେ ଡ୍ର-ଗ୍ସ ଲୁଚାଇ ରଖିଥିଲେ ମୁନମୁନ ।

ଏହାର କାରଣ ହେଉଛି କେହି ବି ତାଙ୍କ ଉପରେ ସନ୍ଦେହ କରିବେ ନାହି । ଗୋଟେ ଝିଅର ପ୍ରାଇଭେଟ ସ୍ଥାନ ହେଉଛି ଏହି ସାନିଟାରି ପ୍ୟା-ଡ ଯାହା ଦ୍ଵାରା ସେମାନେ କୌଣସି ଜିନିଷ ରଖି ଅନ୍ୟକୁ ଦେଇ ପାରିବେ । ଏଥିରେ କୌଣସି ବି ସନ୍ଦେହ କରିହେବ ନାହି । ଏହି ଡ୍ର-ଗ୍ସର ବ୍ୟବହାର ମୁମ୍ବାଇରେ ଯୁବକ ଯୁବତୀଙ୍କ ଠାରୁ ଆରମ୍ଭ କରି ମହିଳା ଓ ପୁରୁଷ ମାନେ ଅଧିକ ମାତ୍ରା ରେ କରୁଛନ୍ତି ବୋଲି ସୂଚନା ମିଳିଛି । ଗଣ ମାଧ୍ୟମର ଏହ ସାକ୍ଷାତ୍କାର ରେ ମୁନମୁନ ଧନେଚାଙ୍କ ଭାଇ କହିଛନ୍ତି ଯେ ତାଙ୍କ ଭଉଣୀଙ୍କ ଉପରେ ଯେଉଁ ସ-ଙ୍ଗି-ନ ଆ-ରୋ-ପ ଲାଗିଛି ତାହା ସଂପୂର୍ଣ୍ଣ ଭାବେ ମିଛ ଅଟେ ।

ତାଙ୍କ ଭଉଣୀଙ୍କୁ ଫସେଇ ଦିଆ ଯାଇଛି ବୋଲି ମୁନମୁନଙ୍କ ଭାଇ ପ୍ରତିକ୍ରିୟା ଦେଇଛନ୍ତି । ମଧ୍ୟ ପ୍ରଦେଶର ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଛନ୍ତି ମୁନମୁନ ଧନେଚା । ଅନେକ ଥର ଆର୍ୟନଙ୍କ ସହ ମୁନମୁନଙ୍କୁ ସ୍ପଷ୍ଟ କରା ଯାଇଛି । ତେବେ ଆର୍ୟନଙ୍କ ସହ ମୁନମୁନଙ୍କର କିଭଳି ସମ୍ପର୍କ ଅଛି, ଏହି ଡ୍ର-ଗ୍ସ ବଟିକାଟି ମୁନମୁନ ନିଜର ବ୍ୟକ୍ତିଗତ ସେବନ ପାଇଁ ରଖିଥିଲେ ନା ଆଉ କାହା ପାଇଁ ଏହି ଭଳି ପ୍ରଶ୍ନ ଏବେ ସାମନାକୁ ଆସୁଛି । ଏହା ସହ ଆହୁରି ଅନେକ ତଥ୍ୟ ମିଳିଛି ଏହି ୩ ଜଣ ଅ-ଭି-ଯୁ-କ୍ତଙ୍କ ଠାରୁ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *