ନା ସ୍ଵାମୀ, ନା ଫିଲ୍ମ, ନା ସିରିଏଲ, କେମିତି ଉଠାଉଛନ୍ତି ଦୁଇଟି ଛୁଆଙ୍କ ଖର୍ଚ୍ଚ କରିସ୍ମା, ଏଇଠୁ ଆସେ କୋଟି କୋଟି ଟଙ୍କା

ହିନ୍ଦୀ ସିନେମା ଜଗତ ପ୍ରଚଳିତ ଅଭିନେତ୍ରୀ କରିଶମା କପୁର ନିଜ ଅଭିନୟ ଦ୍ଵାରା ଲୋକଙ୍କ ମନ ବେସ ଭଲ ଭାବରେ କିଣି ପାରିଥିଲେ ।

ତେବେ ସେ ନିଜ ସୁନ୍ଦରତା ଆଉ ଅଭିନୟ ପାଇଁ ଲୋକଙ୍କ ମନ ଯେତେ କିଣି ପାରିଥିଲେ ତାଙ୍କ ନିଜି ଜୀବନ ପାଇଁ ମଧ୍ୟ ସେ ବହୁତ ଚର୍ଚାର ବିଷୟ ହୋଇଥିଲେ । କରିସ୍ମା କପୁର ୯୦ ଦଶକ ସମୟରେ ହିନ୍ଦୀ ସିନେମା ଉପରେ ରାଜ କରୁଥିଲେ, ସେହି ସମୟରେ ତାଙ୍କ ସବୁ ଫିଲ୍ମ ବହୁତ ଭଲ ଚାଲୁଥିଲା କିନ୍ତୁ ବୟସ ବଢିବା ସହ ଆଉ ପରିବାରରେ ପଡିବା ସହ ଫିଲ୍ମ କମ ହେଇ ଗଲା ଆଉ ଦର୍ଶକ ତାଙ୍କୁ ଦେଖିବାକୁ ବହୁତ କମ ପାଇଲେ । ଆଜି ଆମେ ଆପଣଙ୍କୁ କରିସମାଙ୍କ କିଛି ଆର୍ଥିକ କଥା ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି ।

କରିସ୍ମାଙ୍କ ବିବାହ ୨୦୦୩ରେ ବିଜନେସମେନ ସଞ୍ଜୟ କପୁର ସହ ବିବାହ ହୋଇଥିଲା ଯାହା ପରେ ସବୁ କିଛି ଭଲ ଥିଲା କିନ୍ତୁ ବିବାହ କିଛି ବର୍ଷ ପରେ ଦୁହିଙ୍କ ମଧ୍ୟରେ ବାଦ ବିବାଦ ଆରମ୍ଭ ହୋଇଗଲା ଆଉ ଅନ୍ତରେ ୨୦୧୬ରେ ଦୁଇ ସ୍ଵାମୀ ସ୍ତ୍ରୀ ମଦୟରେ ଛାଡପତ୍ର ହୋଇଥିଲା ଯାହା ପରେ ଛୁଆଙ୍କ କଷ୍ଟଡି କରିସ୍ମାଙ୍କୁ ଦିଆ ହୋଇଥିଲା । ତେବେ ଛାଡପତ୍ର ପରେ ବି କରିସ୍ମା କେବେ ଭାଙ୍ଗିଲେ ନାହିନ ଆଉ ଆଜିବି ସେ ନିଜ ଛୁଆଙ୍କ ଦେଖା ଶୁଣା ବହୁତ ଭଲ ଭାବରେ କରୁଛନ୍ତି, ତାଙ୍କ ପୁଅ ନାମ କିୟାନ ଆଉ ଝିଅ ନାମ ସମାୟରା ଅଟେ ଦୁଇ ଛୁଆ ବହୁତ ସୁନ୍ଦର ଅଟନ୍ତି ।

ତେବେ ଆପଣ ଭାବୁଥିବେ କରିସ୍ମା କିଛି କାମ ନକରି ନିଜ ଛୁଆଙ୍କ ସହ ଏତେ ଟଙ୍କା କେମିତି ଖର୍ଚ କରି ପାରୁଛନ୍ତି ତେବେ ଆପଣଙ୍କୁ ଆମେ ଏହା କହିବାକୁ ଚାହୁଞ୍ଚୁ ଯେ କରିସ୍ମାଙ୍କ ଛାଡପତ୍ର ସଞ୍ଜୟ ସହ ହେଲା ବେଳେ କୋର୍ଟ ତରଫରୁ ଏହା ନିଷ୍ପତ୍ତି ହୋଇଥିଲା ଯେ ଛୁଆଙ୍କ ସବୁ ଦାଇତ୍ଵ ସଞ୍ଜୟ ପୂର୍ଣ କରିବେ ଏହା ଛଡା ଏଲିମନି ଅନୁଯାଇ ସଞ୍ଜୟ ସେହି ସମୟରେ କରିସ୍ମାଙ୍କୁ ବହୁତ ବଡ ଏମାଉଣ୍ଟ ଟଙ୍କା ଦେଇଥିଲେ ଏହା ସହ ଆଜି କରିସ୍ମା ନିଜ ଛୁଆଙ୍କ ସହ ଯେଉଁ ଘରେ ରହୁଛନ୍ତି ତାହା ମଧ୍ୟ ସଞ୍ଜୟଙ୍କ ବାପାଙ୍କର ଥିଲା ଯାହା ଆଜି କରିସ୍ମାଙ୍କ ନାରେ ଅଛି ।

ଛାଡପତ୍ର ହେଲା ପରେ ବି କରିସ୍ମାଙ୍କ ଏକାଉଣ୍ଟରେ ପାର୍ଟି ମାସ ଲକ୍ଷ ଲକ୍ଷ ଟଙ୍କା ଆସିଥାଏ, ତେବେ ଏହାର କାରଣ କଣ ଆପଣ ଜାଣିଛନ୍ତି କି ? ଖବର ଅନୁଯାଇ ସଞ୍ଜୟ ନିଜ ଦୁଇ ଛୁଆଙ୍କ ନାରେ ୧୪ କୋଟି ଟଙ୍କାର ବ୍ରାଣ୍ଡ କ୍ନିଥିଲେ ଯାହାର ସୁଧ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା କରିସ୍ମାଙ୍କ ଖାତାକୁ ଆସିଥାଏ ଏହା ଛଡା ପ୍ରତି ମାସ ଛୁଆଙ୍କ ଖର୍ଚ ପାଇଁ ସଞ୍ଜୟ ଅଲଗା ଟଙ୍କା ଦିଅନ୍ତି ତେବେ ସମାୟରା ଆଉ କିୟାନ ପାଇଁ କରିସ୍ମାଙ୍କୁ ଖର୍ଚ କରିବାକୁ ପଡିନଥାଏ ଆଉ କିଛି ନକରି ମଧ୍ୟ ସେ ଲକ୍ଷ ଲକ୍ଷ ଟଙ୍କା ପ୍ରତି ମାସକୁ ପାଇଥାନ୍ତି ।

ତେବେ ଖବର ଅନୁଯାଇ ଛୁଆ ନିଜ ବାପାଙ୍କ ସହ ମଧ୍ୟ ସମୟ ବିତେଇଥାନ୍ତି ଛୁଟି ହେଲେ ଛୁଆ ସଞ୍ଜୟ ପାଖକୁ ଦିଲ୍ଲୀ ଯାଇଥାନ୍ତି ଓ ଅନ୍ୟ ଅନ୍ୟ ଦେଶରେ ମଧ୍ୟ ବୁଲିବାକୁ ଯାଇଥାନ୍ତି । ଆଉ ସଞ୍ଜୟ ମଧ୍ୟ ଛୁଆଙ୍କୁ ଦେଖା କରିବା ପାଇଁ ପ୍ରାୟତଃ ମୁମ୍ବାଇ ଆସିଥାନ୍ତି, ତେବେ ଛୁଆଙ୍କ ପାଇଁ ପ୍ରାୟତଃ ସମୟ କରିସ୍ମା ଆଉ ସଞ୍ଜୟ ଏକାଠି ରୁହନ୍ତି, ଦୁହିଙ୍କୁ ଦୁହିଙ୍କ ପାଇଁ ଯେତେ ସମସ୍ୟା ହେଲେ ମଧ୍ୟ ସେ ନିଜ ଛୁଆଙ୍କ ପାଇଁ ଏକାଠି ରହିଥାନ୍ତି ।

Leave a Reply

Your email address will not be published. Required fields are marked *