Nabaଙ୍କୁ ମୁଣ୍ଡିଆ ମାରିଲେ ବୋଲି ବଞ୍ଚିଗଲେ, ନହେଲେ ଆଉ ଗୋଟେ ଜୀବନ ବି ଚାଲି ଯାଇଥାନ୍ତା

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ ରବିବାର ଦିନ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଉପରେ ଗୁ-ଳି ମା-ଡ ହୋଇଥିଲା ଆଉ ଗୁ-ରୁ-ତ-ର ଅବସ୍ଥାରେ ତାଙ୍କୁ ଆପୋଲୋ ମେଡିକାଲ କୁ ସ୍ଥାନାନ୍ତର କରା ଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃ-ତ୍ୟୁ ଘଟିଛି । ଏହାକୁ ନେଇ ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି ।

କାରଣ ଜଣେ ମନ୍ତ୍ରୀ ଙ୍କୁ ଗୁ-ଳି କରିଛନ୍ତି ପୋଲିସ ଏଏସଆଇ ଯାହାଙ୍କର ନାଁ ଗୋପାଳ ଚନ୍ଦ୍ର ଦାସ । ତେବେ ନବ ଦାସ ଙ୍କ ମୃ-ତ୍ୟୁ ସମୟରେ ଅନେକ ସାଧାରଣ ଜନତା ମାନେ ଉପସ୍ଥିତ ଥିଲେ ଯେଉଁ ମାନେ ଗୁ-ରୁ-ତ-ର ହୋଇଛନ୍ତି ଆଉ ଏବେ ବି ତାଙ୍କର ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସମୟରେ ଏମିତି ଜଣେ ବ୍ୟକ୍ତି ଙ୍କ କଥା ସାମ୍ନା କୁ ଆସିଛି ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଯଦି ସେ ମନ୍ତ୍ରୀ ନବ ଦାସ ଙ୍କୁ ମୁଣ୍ଡିଆ ମାରି ନ ଥାନ୍ତେ ତା ହେଲେ ଆଜି କଥା କିଛି ଅଲଗା ହୋଇଥାନ୍ତା । ଯଦି ଗୋପାଳ ଦାସ ଙ୍କ ଦ୍ଵିତୀୟ guli ଜଣଙ୍କ ର ଜୀବନ ନେଇ ଯାଇ ଥାନ୍ତା । ଜୀବନ କୁମାର ନାୟକ ରବିବାର ଝାରସୁଗୁଡା ରେ ଘଟିଥିବା ହାଇ ପ୍ରୋଫାଇଲ ହ-ତ୍ୟା-କା-ଣ୍ଡ ସମୟରେ ସେ ମନ୍ତ୍ରୀ ନବ ଦାସ କ ପାଖରେ ଥିଲେ ।

ଆଉ ସେହି ସମୟରେ ସେ ଗୁରୁତର ହୋଇ ପଡି ଥିବାରୁ ଆଜି ବୁର୍ଲା ମେଡିକାଲ ରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଝାରସୁଗୁଡା ରେ ଏକ ଘରୋଇ ସଂସ୍ଥା ରେ ସୁରକ୍ଷା କର୍ମୀ ବାହାବେ କାର୍ଯ୍ୟ ରତ ଥିବା ଜୀବନ ନାୟକ ସେଦିନ ମନ୍ତ୍ରୀ ନବ ଦାସ ଙ୍କୁ ଦେଖା କରିବାକୁ ବ୍ରଜରାଜନଗର ରେ ପହଞ୍ଚି ଥିଲେ । ଯେବେ ମନ୍ତ୍ରୀ ନବ ଦାସ କାର ରୁ ଓଲହାଇ ଥିଲେ ଜୀବନ ନାୟକ ତାଙ୍କୁ ମୁଣ୍ଡିଆ ମାରିବାକୁ ନଇଁ ପଡିଥିଲେ ।

ଠିକ ସେହି ସମୟରେ ମନ୍ତ୍ରୀ ନବ ଦାସ ଙ୍କୁ ଲକ୍ଷ୍ୟ କରି guli ଚଳାଇ ଥିଲେ ଅ-ଭି-ଯୁ-କ୍ତ ପୋଲିସ ଏଏସଆଇ ଗୋପାଳ ଚନ୍ଦ୍ର ଦାସ । ଗୋପାଳ ଚଳାଇ ଥିବା guli ର ଖୋ-କା ଜୀବନ ନାୟକ ଙ୍କ ବେକ ଦେଇ ଘଷି ହୋଇ ଯାଇଥିଲା । ଯେଉଁଥି ରେ ସେ ଗୁ-ରୁ-ତ-ର ଆ-ହ-ତ ହୋଇ ପଡିଥିଲେ । ପ୍ରଥମେ ଜୀବନ ଙ୍କୁ ଝାରସୁଗୁଡା ମେଡିକାଲ ନିଆ ଯାଇଥିଲା ଆଉ ପରେ ବୁର୍ଲା ମେଡିକାଲ ରେ ତାଙ୍କର ଚିକିତ୍ସା ଜାରି ରହିଛି ।

ମନ୍ତ୍ରୀ ଙ୍କୁ ମୁଣ୍ଡିଆ ମାରିବାକୁ ନଇଁ ପଡିଥିଲେ ଜୀବନ ନାୟକ । ଯଦି ଟିକେ ବି ଏପଟ ସେପଟ ହୋଇଥାନ୍ତା ତେବେ ଗୋପାଳ ଚନ୍ଦ୍ର ମା-ରି-ଥି-ବା ଗୁ-ଳି ଆଜି ଜୀବନ ନାୟକ ଙ୍କ ଜୀବନ ନେଇ ଥାନ୍ତା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *