ନିଖୋଜ ODRAF କର୍ମଚାରୀ Sitaramଙ୍କର ମୃତ ଶରୀର ହେଲା ଉଦ୍ଧାର, ଦେଖନ୍ତୁ କେମିତି ଭାସି ଯାଇଥିଲେ

ସୂଚନା ଅନୁସାରେ ଗତ କାଲି ମୁଣ୍ଡଳୀ ଡଙ୍ଗା ବୁଡି ଘଟଣାରେ ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କର ମୃ-ତ ଦେହ ଉଧାର କରା ଯାଇଛି । ଗତ କାଲି ମହାନଦୀରେ ଫସିଥିବା ଦାନତା ହାତୀକୁ ଉଦ୍ଧାର କରିବା ପାଇଁ ଏକ ରବର୍ଟ ବୋଟରେ ଯାଇଥିଲେ ଉଧାର କର୍ମଚାରୀ ମାନେ । ପାଣିର ସ୍ରୋତରେ ବୋଟ ଓଲଟି ପଡିବାରୁ ପାଣିରେ ୭ ଜଣ ବୁଡି ଯାଇଥିଲେ । ଏହା ପରେ ୫ଜଣଙ୍କୁ ଉଦ୍ଧାର କରା ଯାଇଥିଲେ ମଧ୍ୟ ଓଡ୍ରାଫ ସୀତାରାମ ଓ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା । ପରେ ଏକ ମାଛଧରା ଡଙ୍ଗାରେ ଅରିନ୍ଦମଙ୍କୁ ଉଦ୍ଧାର କରାଯିବା ବେଳକୁ ତାଙ୍କର ମୃ-ତ୍ୟୁ ହୋଇ ସାରିଥିଲା ।

ବର୍ତ୍ତମାନ ଓଡ୍ରାଫ ସୀତାରାମ ମୁର୍ମୁଙ୍କର ମୃ-ତ ଦେହ ଉଦ୍ଧାର ହୋଇଛି । ସୀତାରାମ ଓଡ୍ରାଫର ଅଣ୍ଡରୱାଟର ଡ୍ରାଇଭର ଭାବେ ଚର୍ଚ୍ଚିତ ଥିଲେ । ସବୁଠାରୁ ବଡ କଥା ହେଉଛି ସେ ତାଙ୍କର ଦକ୍ଷତରା ସହ ପାଖାପାଖି ୫୦୦ ଲୋକଙ୍କୁ ଉଦ୍ଧାର କରିଥିଲେ । ତାଙ୍କ ଘର ମୟୂରଭଞ୍ଜରେ ହୋଇଥିବା ବେଳେ ସେ କଟକର ଚାଉଳିଆଗଞ୍ଜରେ ରହୁଥିଲେ । ତାଙ୍କ ପରିବାରରେ ସ୍ତ୍ରୀ ସହ ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅ ଅଛନ୍ତି । ତାଙ୍କର ପାଣିରେ ବୁଡି ଅ-କା-ଳ ମୃ-ତ୍ୟୁ ହୋଇଥିବାରୁ ବିଭିନ୍ନ ପକ୍ଷରୁ ଶୋ-କ ପ୍ରକାଶ ହୋଇଛି । ସୀତାରାମଙ୍କର ମୃ-ତ ଶରୀର ନୂଆପାଟଣା ବ୍ରିଜ ପାଖରୁ ଉଦ୍ଧାର କରା ଯାଇଛି ।

ସୀତାରାମଙ୍କୁ ନେଇ ତାଙ୍କ ଟିମ କହିଛନ୍ତି ଯେ ସେ ବହୁତ ସ୍ନେହୀ ଓ ଭଲ ମଣିଷ ଥିଲେ । ଯେଉଁ ହାତୀଟି ପାଣିରେ ବୁଡି ରହିଥିଲା ତାର ମଧ୍ୟ ମୃ-ତ ଶରୀର ଆଜି ସକାଳେ ଉଦ୍ଧାର କରା ଯାଇଛି । ଏହି ସବୁ ଘଟଣା କେମିତି ଘଟିଲା ତାହା ବିଷୟରେ ଯାଞ୍ଚ କରାଯିବ ବୋଲି ଆଶା କରା ଯାଉଛି । ଯେତେବେଳେ ବୋଟଟି ବୁଡି ଯାଇଥିଲା ସୀତାରାମଙ୍କ ସାଥି ମାନେ ତାଙ୍କୁ ଆଉ ପାଇ ନ ଥିଲେ । ଏହା ପରେ କାଲି ସନ୍ଧ୍ଯା ୬ଟା ଯାଏଁ ତାଙ୍କୁ ଖୋଜାଖୋଜି ଚାଲିଥିଲା । କିନ୍ତୁ ସନ୍ଧ୍ଯା ହେବା କାରଣରୁ ଆଉ ଖୋଜି ହୋଇ ନ ଥିଲା । ମୁଣ୍ଡଳୀ ରେ ପଣିର ସ୍ରୋତ ଏତେ ପ୍ରଖର ରହିଥିଲା ଯେ ଦୁଇ ଜୀବନ ନେଇଗଲା ।

ଏବେ ସୁଦ୍ଧା ମଧ୍ୟ ପାଣିର ସ୍ରୋତ ମୁଣ୍ଡଳୀରେ ଅଧିକ ରହିଛି । ସୀତାରାମ ମୁର୍ମୁ ଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ସେଠାରେ ଥିବା ଅନ୍ୟ ଉଦ୍ଧାର କର୍ମଚାରୀ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେ ପାଣିର ସ୍ରୋତରେ ଭାସିଯାଇ ବହୁତ ଦୂରକୁ ଚାଲି ଯାଇଥିଲେ । ଏହି ଘଟଣା ଏକ ଅଭାଭାବୀୟ ଓ ଦୁଖପୂର୍ଣ୍ଣ ଘଟଣା ଅଟେ । ତେବେ ସାମବାଦିକ ଜଗତରେ ଅରିନ୍ଦମ ଦାସଙ୍କର ନି-ଧ-ନ ପାଇଁ ଶୋ-କର ଛାୟା ଖେଳି ଯାଇଛି । ଏହା ସହ ଆଣ୍ଡ୍ରାୱାଟର ସୀତାରାମ ମୁର୍ମୁଙ୍କ ମୃ-ତ୍ୟୁ ପାଇଁ ମଧ୍ୟ ତାଙ୍କ ଟିମ ଶୋ-କ ପ୍ରକାଶ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *