ମୁଁ ବାହା ହେବି ସେଇ ପିଲାକୁ, ଯାହା ପାଖରେ ପଇସା ନଥିବ, ମୋ ଇଛା ଅନୁସାରେ… ନିଜ ବିବାହକୁ ନେଇ କାହିଁକି ଏମିତି କହିଲେ ଏହି ଅଭିନେତ୍ରୀ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ନିଜର ଅଭିନୟ ସହ ସୁନ୍ଦରତା କୁ ନେଇ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ନିଜର ସୁନ୍ଦରତା କୁ ନେଇ ଚର୍ଚ୍ଚା ରେ ରହିବା କିଛି କମ କଥା ନୁହେଁ । ସବୁ ହିରୋଇନ ମାନେ ସୁନ୍ଦର ଦେଖାଯିବା ପାଇଁ କେତେ କଣ କରିଥାନ୍ତି । ବର୍ତ୍ତମାନ ସମୟରେ ଗଣମାଧ୍ୟମ ରେ ଜେଣ ଏମିତି ସୁନ୍ଦରୀ ଅଭିନେତ୍ରୀ ନିଜର ବାହାଘର କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ତା ହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଅଭିନେତ୍ରୀ ଜଣକ କହିଛନ୍ତି ଯେ “ଗୁଡାଏ ଜାଗାରେ ଏମିତିକି ଆଜିକା ଡେଟରେ ମୋତେ ଏମିତି ଶୁଣିବାକୁ ମିଳିଛି କି ଏମିତି କରିଲେ ଅଭିନୟ କରିବାକୁ ଅଫର ଦିଆଯିବ । ଯାହା ପାଇଁ କିଛି କମ୍ପ୍ରମାଇଜ କରିବାକୁ ପଡିଥାଏ । କାରଣ ମଣିଷ ମନରେ ଲାଳସା କେବେ କମିବ ନାହି । ମୋର ବ୍ୟକ୍ତିଗତ ଏକ୍ସପେରିନେସ ହେଉଛି ଯେଉଁ ମାନେ ନୂଆ ହୋଇଥାନ୍ତି ସେମାନଙ୍କୁ ଜଣା ନ ଥାଏ ଆମେ କ୍ୟାମେରା କେମିତି ଫେସ କରିବୁ । ଏହା ଚକର ରେ କିଛି ଲୋକ ୟୁଜ କରିବାକୁ ଚେଷ୍ଟା କରିଥାନ୍ତି ।

ମୋ ପାଖରେ ସେତେବେଳେ ପଇସା ନ ଥିଲା ଯେବେ ମୁଁ କଲେଜ ରେ ପରୀକ୍ଷା ଦେବାକୁ ଆସେ । ସେତେବେଳେ ମୋ ପାଖରେ ଘରୁ ବି ପଇସା ମିଳେ ନାହି । ସେତେବେଳେ ମୁଁ ଯେଉଁ ଫୋଟ ସୁଟ, ମ୍ୟାଗେଜିନ ସୁଟ କରିଥିଲି ସେଥିରୁ ଇନକମ କରେ । ଆଉ ସେହି ଟଙ୍କା ପିଜି ଦିଏ ଆଉ ବିୟୁଟି ର ଚର୍ଚ୍ଚା କରେ । ସେହି ଟାଇମରେ ମୋତେ ଯିବା ଆସିବାରେ ସମସ୍ଯା ହୋଇଥିଲା । ସେହି ସମୟରେ ମୁଁ କେବେ ଦୁଖୀ ହୋଇ ନ ଥିଲି । ମୁଁ ଜାଣିଥିଲି ମୋତେ କିଛି କରିକି ଦେଖାଇବାର ଅଛି ।

ମୋ ମା କହିଥିଲା ତୁ 2-3 ବର୍ଷ ରେ ଯଦି କିଛି କରିକି ନ ଆସିବୁ ତେବେ ଯାହା ସହ ତୋର ବାହାଘର କରି ଦେଉ । ଏ ସବୁରୁ ମୁଁ ଦୂରେଇ ରହୁଥିଲି । ମୁଁ କେବେ ବି ପ୍ୟାକ ଅପ କରି ନାହି । ଏବେ ନିଜର ପ୍ରଡ଼କସନ ହାଉସ ଖୋଲି ଦେଉଛି ଆଉ ଏବେ କାମ ବି ଚାଲିଛି । ପଇସା ଥିବା ଯଦି ଗର୍ବ ଥାଏ ଗର୍ବ ଥିଲେ ଅପର୍ଚୀନିଟି  ଲେସ ହୋଇଯାଏ । ତେଣୁ ମୋ ପାଇଁ ପଇସା ନ ଥିବା ବ୍ୟକ୍ତି ପାଖରେ ଘମଣ୍ଡ ନ ଥିବ ।

ମୁଁ ଯାହା ଚାହୁଁଛି ସେଟା ସେ ବନ୍ଦ କରିବ ନାହି । ମୁଁ ବାହା ହେବି ସେହି ପିଲାକୁ ଯାହା ପାଖରେ ପଇସା ନ ଥିବ କି ଗର୍ବ ନ ଥିବ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *