ନିଜ ଦେହରେ ଲାଇଟ ଲଗାଇ ବୁଲିଲେ ସବ୍ୟ ଦେଖିଲେ ହସି ହସି ଗଡିଯିବେ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ଅମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ଓଡିଆ ଫିଲ୍ମ ରେ ଖାଲି ଅଭିନୟ କରୁଛନ୍ତି ତାହା ନୁହେଁ ବରଂ ନିଜର ପର୍ଶନାଲ ଲାଇଫ କୁ ନେଇ ମଧ୍ୟ ସୋସିଆଲ ମିଡିଆ ଭଳି ପ୍ଲାଟଫର୍ମ ରେ ବେଶ ସକ୍ରିୟ ରହୁଛନ୍ତି । ଖାସ କୃ ଦର୍ଶକ ମାନେ ତାଙ୍କର ପ୍ରିୟ କଳାକାର ମାନଙ୍କ ବିଷୟରେ ଯାହା କିଛି ବି ଜାଣିବାକୁ ଚାହିଁ ଥାନ୍ତି କଳାକାର ମାନେ ସୋସିଆଲ ମିଡିଆରେ ଭିଡିଓ ବା ଫୋଟୋ ଅପ୍ଲୋଡ କରି ଜଣାଇଥାନ୍ତି ।

ଯାହାକୁ ଦେଖି ଦର୍ଶକ ମାନେ ବି ଖୁସି ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଅଭିନେତା ସବ୍ୟ କେମିତି ଦୀପାବଳି ସେଲିବ୍ରେସନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଅଭିନେତା ସବ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ସୁପର ଡୁପର ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି । ଆଉ ତାଙ୍କର ପ୍ରତେକ ଟି ଫିଲ୍ମ ଦେଖିବା ପରେ ଦର୍ଶକ ମାନଙ୍କର ସିନେଲା ହଲ ବାହାରେ ଗହଳି ଜମିଥାଏ । ତେବେ ଗତ କାଲି ଥିଲା ଆଲକାର ପର୍ବ ଦୀପାବଳି ବା ଦିୱାଲି ।

ଦିୱାଲି ପ୍ରତେକ ବର୍ଷ ଭାରତ ବର୍ଷ ଖୁବ ଆଡମ୍ବର ରେ ପାଳନ କରା ଯାଇଥାଏ । କିନ୍ତୁ କୋରୋନା ମହାମାରୀ କାରଣରୁ ଗତ ୨-୩ ବର୍ଷ ହେବ ପାଳନ ହେଉ ନ ଥିଲା । କିନ୍ତୁ ଚଳିତ ବର୍ଷ ୨୦୨୨ ରେ ସାରା ଭାରତର ବର୍ଷ ରେ ଦୀପାବଳି ପର୍ବ ଖୁବ ଧୂମ ଧାମ ରେ ପାଳନ କରା ଯାଇଛି । ତେବେ ଏହି ପର୍ବକୁ ସର୍ବ ସାଧାରଣ ଙ୍କ ଠାରୁ ଆରମ୍ଭ କରି କାଳକାର ମାନେ ଖୁବ ଜାକଜକମରେ ପାଳନ କରିଛନ୍ତି । କିନ୍ତୁ ଏଥର ଅଭିନେତା ସବ୍ୟ କିଛି ହଟକେ କରି ଦେଖାଇଛନ୍ତି ଦୀପାବଳି ।

ସେ ଦୀପାବଳି ଏମିତି ଭାବେ ସେଲିବ୍ରେସନ କରିଛନ୍ତି ଯାହାକୁ ହୁଏ ତ କେହି କେବେ କରି ନାହାନ୍ତି କି କେହି ଭାବି ମଧ୍ୟ ନାହାନ୍ତି । ତେବେ ସୂଚନା ଅନୁଯାୟୀ ଅଭିନେତା ସବ୍ୟ ବିବାହ ପରେ ନିଜର ପ୍ରଥମ ଦୀପାବଳି ଅର୍ଚ୍ଚିତାଙ୍କ ସହ ସେଲିବ୍ରେସନ କରିଛନ୍ତି । ଖାଲି ଏତିକି ନୁହେଁ ବରଂ ସେ ନିଜ ଦେହରେ ଲାଇଟ ଲଗାଇ ଦୀପାବଳି କୁ ସେଲିବ୍ରେସନ କରିବାର ନଜର ଆସୁଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସବ୍ୟ କହୁଛନ୍ତି ମୋତେ ଯିଏ ଭଲ ପାଉଛି ସେ ମୋତେ ଛୁଇଁଲେ ମୁଁ ଜାଣିପାରିବି ଏହା ସତ କି ମିଛ । ଏହା ପରେ ଯିଏ ତାଙ୍କୁ ଛୁଇଁଛନ୍ତି ତାଙ୍କ ଦେହରେ ଲାଗିଥିବା ଏଲଇଡି ଲାଇଟ ଚିକମିକ କରି ଜଳି ଉଠୁଛି ଯାହାକୁ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଆଉ ଖୁସି ମଧ୍ୟ ହେଛନ୍ତି । ତାଙ୍କୁ ହାତକୁ ଛୁଇଁବା ମାତ୍ରେ ତାଙ୍କ ଦେହରେ ଲାଇଟ ଜଳୁଛି ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ । ତେବେ ଏଭଳି ନିଆରା ଢଙ୍ଗ ରେ ଅବୟ ଦୀପାବଳି ଆଲୋକର ପର୍ବ ପାଳନ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସବ୍ୟ ଙ୍କ ଦୀପାବଳି ସେଲିବ୍ରେସନ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *