ନିଜକୁ ଭଗବାନ କହୁଥିବା Manas Das ଗିରଫ, ଦେଖନ୍ତୁ Video କେମିତି ବିଚ ରାସ୍ତାରେ ଟାଣି ଟାଣି ନେଇଛି ପୋଲିସ

ବର୍ତ୍ତମାନ ସମୟରେ ବଡ ଖ-ବ-ର ସାମ୍ନାକୁ ଆସୁଛି କି ନିଜକୁ ଗୁରୁଜୀ ଓ ଭଗବାନ ତୁଲ୍ୟ ମାନୁଥିବା ମାନସ ଦାସଙ୍କୁ ପୋ-ଲି-ସ ଗି-ର-ଫ କରିଛି । ମା-ନ-ବ-ବା-ଦ ସଂଗଠନର ମୁଖ୍ୟ ରୂପରେ ନିଜକୁ ବିବେଚିତ କରୁଥିବା ମାନସ ଦାସଙ୍କୁ ଖୋର୍ଦ୍ଦା ପୋ-ଲି-ସ ତାଙ୍କ ଘରୁ ଗି-ର-ଫ କରିଛି । ମାନସ ଦାସ ନାଁରେ ହ-ତ୍ୟା, ନି-ର୍ଯା-ତ-ନା ଭଳି ବହୁତ ଅ-ଭି-ଯୋ-ଗ ଅଛି । ଯାହାକୁ ଭିତ୍ତି କରି ପୋ-ଲି-ସ ଆଜି ସକାଳୁ ତାଙ୍କ ଘରୁ ତାଙ୍କୁ ଉଠାଇ ନେଇଛି । ଯାହାର କିଛି ଦୃଶ୍ୟ ଆମେ ଆପଣଙ୍କ ନିକଟକୁ ନେଇ ଆସିଛୁ ।

ପୂର୍ବରୁ ବହୁତ ଅ-ଭି-ଯୁ-କ୍ତ ମାନସ ଦାସଙ୍କ ନାଁରେ ଥା-ନା-ରେ ଅ-ଭି-ଯୋ-ଗ କରିଥିଲେ । ଆଜି ବି ଜଣେ ଅ-ଭି-ଯୁ-କ୍ତ ଯିଏକି ଅନୁଗୁଳ ବାସିନ୍ଦା ଅଟନ୍ତି ସେ ବି ଅ-ଭି-ଯୋ-ଗ କରିଛନ୍ତି ମାନସ ଦାସଙ୍କ ନାଁରେ ।

ଖୋର୍ଦ୍ଦା ପୋ-ଲି-ସର ଏକ ସ୍ପେଶାଲ ଟିମ ମାନସ ଦାସଙ୍କୁ ଗି-ର-ଫ କରିଛନ୍ତି ବୋଲି କୁହାଯାଉଛି । ମାନସ ବହୁତ ମାସ ହେବ ପୁରା ରାଜ୍ଯରେ ନିଜର ଏକ କାୟା ବିସ୍ତାର କରି ରଖିଥିଲେ । ଯିଏ ତାଙ୍କ କଥା ଶୁଣିଲା ତାକୁ ଛାଡ ଓ ଯିଏ ତାଙ୍କ କଥା ଶୁଣୁ ନଥିଲା ତାଙ୍କ ସହ ମା-ର-ପି-ଟ ଓ ନି-ର୍ଯା-ତ-ନା ଇତ୍ୟାଦି ଦେଉଥିଲେ ମାନସ ଦାସର କର୍ମକର୍ତ୍ତାମାନେ । ସମସ୍ତେ ପ୍ରଶ୍ନ କରୁଥିଲେ କାହିଁକି ପୋ-ଲି-ସ ମାନସ ଦାସକୁ ଗି-ର-ଫ କରୁ ନାହିଁ । କାହାର ଛତ୍ରଛାୟାରେ ମାନସ ଦାସ ଅଛନ୍ତି ।

କିନ୍ତୁ ବର୍ତ୍ତମାନ ଏହି ସମସ୍ତ ପ୍ରଶ୍ନ ଉପରେ ପୂର୍ଣଛେଦ ଲାଗି ଯାଇଛି । ଖୋର୍ଦ୍ଦା ପୋ-ଲି-ସ ବର୍ତ୍ତମାନ ମାନସ ଦାସଙ୍କୁ ତାଙ୍କର ହିଁ ବାସଭବନରୁ ପୋ-ଲି-ସ କ-ଷ୍ଟ-ଡି-କୁ ନେଇ ଯାଇଛନ୍ତି । ମାନସ ଦାସ ମା-ନ-ବ-ବା-ଦ ସଂଗଠନ ନାଁରେ ଲୋକମାନଙ୍କୁ ନି-ର୍ଯା-ତ-ନା କରୁଥିଲା, ନିଜର ଏକ ଭିନ୍ନ ଶା-ସ-ନ ଚଳାଇଥିଲା, ନିର୍ଦେଶ ଜା-ରି କରୁଥିଲା, ଏତିକି ନୁହେଁ ଲୋକମାନଙ୍କୁ ପ୍ରବଚନ ମଧ୍ୟ ଦେଉଥିଲା ଓ ନିଜକୁ ବାବା ବୋଲି ବିବେଚିତ କରୁଥିଲା । ଅର୍ଥାତ ସେ ନିଜର ଏକ ପ୍ରକାରର ନୀତି ନିୟମ ପ୍ରସ୍ତୁତ କରି ଥିଲା ।

ଓଡିଶାର ଅନ୍ୟ କୌଣସି ଜିଲ୍ଲାରେ ନୁହେଁ ସେ ଭୁବନେଶ୍ଵର ପାଖାପାଖି ଏକ ଅଞ୍ଚଳରେ ରହି ନିଜର ଏକ ଭିନ୍ନ ସାମ୍ରାଜ୍ୟ ଗଢି ଦେଇଥିଲା । କିନ୍ତୁ କେହି ବି ତାଙ୍କ ନିକଟକୁ ଯାଇ ପାରୁ ନ ଥିଲେ ଓ ନେତା ଓଲଟା ତାଙ୍କ ଗୋଡ ତଳକୁ ଯାଉଥିଲେ । ଆପଣମାନେ ଅନୁମାନ କରନ୍ତୁ କି ମାନସ ଦାସ କେତେକ ପା-ୱା-ର ଥିଲା । କିନ୍ତୁ ଏହି ସବୁର ଅ-ନ୍ତ ଘଟିଛି ଓ ମାନସ ଦାସଙ୍କୁ ପୋ-ଲି-ସ ଗି-ର-ଫ କରିଛି ।

ଆପଣ ଦେଖି ପାରୁଥିବେ କି ପୋ-ଲି-ସ ତାଙ୍କ ହାତ ଧରି ତାଙ୍କୁ ନେଇ ଯାଉଛି ଓ ଗାଡିରେ ବସି ଚାଲି ଯାଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ବିଭନ୍ନ ପ୍ରକାରର ଅ-ଭି-ଯୋ-ଗ ଆସିବା ପରେ ହିଁ ପୋ-ଲି-ସର ନିଦ ଭାଙ୍ଗିଛି ଓ ଶେଷରେ ପୋ-ଲି-ସ ମାନସ ଦାସକୁ ଗି-ର-ଫ କରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *