ଓଡିଶାରେ ପଶିଗଲା ନୂଆ ଭା-ଇ-ରସ H3N2, ଚିହ୍ନଟ ହେଲେଣି 60ଜଣ ରୋଗୀ, ଚିନ୍ତାରେ ଡାକ୍ତର! ହେବ କି Lockdown ? ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ଦର୍ଶକବନ୍ଧୁ , ଓଡିଶାରେ ପସିଲା ନୂଆ ଭୂତାଣୁ , ଏହି ନୂତନ ଭୂତାଣୁ ରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଲୋକ ଆଉ ଥରେ ହେଇପାରେ ଲକଡାଉନ୍ । କାରୋନାକୁ ଯାଇ ବର୍ଷେ ବି ହେଇନି ସମଗ୍ର ଓଡିଶା ବାସୀ ଏହି ସଦମା ରୁ ବାହାରିନାହାନ୍ତି । ଏହି ପରିସ୍ଥିତିରେ  ଓଡିଶାକୁ ପଶି ଆସିଲା ଆଉ ଗୋଟେ ନୂଆ ଭୂତାଣୁ । ମେଡିକାଲ ରେ ଲାଗିବ ଏବେ ଭିଡ ଆଉ ଥରେ ଲୋକମାନଙ୍କ ଭିତରେ ସେହି ଭୟର ବାର୍ତ୍ତାବରଣ ଆସିବ ।

ଆମେ ଏତେ ସହଜରେ ଖୋଲା ଭାବରେ ବାହାରକୁ ଯାଉଛୁ ବିନା ମାସ୍କ ରେ ବୁଲୁଛୁ ଏବେ ଲାଗିବ ତା ଉପରେ ଚାର୍ଜ । ସମସ୍ତ ମେଡିକାଲରେ ଆକ୍ସିଜେନ ସିଲିଣ୍ଡର ରଖିବାକୁ ଦିଆଯାଇଛି ପରାମର୍ଶ । ଏହି ଭାଇରସ ର ନାମ ହେଉଛି H3N2  ଏହା ଅବି ସମଗ୍ର ଦେଶରେ ବ୍ୟାପୀ ବାକୁ ଲାଗୁଛି । ଓଡିଶା ରେ ଏହି ଜାନୁଆରୀ ଏବଂ ଫେବୃୟାରୀ ମାସରେ ଦୁଇ ଶହ ପଚିଶି ନମୁନା ପରୀକ୍ଷା କରଯାଇଥିଲା ।

ଏଥି ମଧ୍ୟରୁ ଷାଠିଏ ଜଣକ ନମୁନା ପୋସିଟିବ ହେଇଥିଲା । ଏହି ରୋଗ ର ଲକ୍ଷଣ ମଧ୍ୟ କରୋନା ଲକ୍ଷଣ ଭଳି ହୋଇଠେ । ରୋଗୀକୁ ପ୍ରଥମ ଥଣ୍ଡା , କାଶ , ଜ୍ଵର ଆଦି ଲକ୍ଷଣ ଦେଖାଯାଇଥାଏ । ଅନ୍ୟ ପକ୍ଷରେ ଏହି ଭାଇରସ କୁ ସଚେତନ କରାଇଛି କେନ୍ଦ୍ର ସ୍ଵାସ୍ଥ ସଚିବ ରାଜେଶ ଭୂଷଣ ଏହି ଭାଇରସ କୁ ନେଇ ସବୁ ରାଜ୍ୟ କୁ ଚିଠି ଲେଖିଛନ୍ତି । ସେ ଏହି ଚିଠିରେ ଏହା ଲାଖିଛନ୍ତି ଯେ ଲୋକମାନଙ୍କ ମଧ୍ୟରେ ଏହି ଭୂତାଣୁ କୁ ନେଇ ପୂର୍ବ ସତର୍କ ହେବା ଉଚିତ୍ ।

ସମସ୍ତେ ଯିବା ଆସିବା କରାଯାଉଥିବା ସ୍ଥାନମାନଙ୍କ ରେ ଛେପ ପକେଇବା ନିଷେଧ ଏବଂ ପୂର୍ବ ପରି ସମସ୍ତେ ବାହାରକୁ ଯିବା  ସମୟରେ ମାସ୍କ କୁ ପରିଧାନ କରିବା ଉଚିତ୍ ହୋଇଥାଏ । ଆମ ଦେଶରେ ପୂର୍ବ ପରି କରୋନା ର ନିୟମ କୁ ପାଳନ କରିବାର ଶାସନ ଜାରି କରିଛନ୍ତି , ଆମ ସ୍ଵାସ୍ଥ ସଚିବ ରାଜେଶ ଭୂଷଣ । ଏହି ରୋଗ ର ପରୀକ୍ଷା ଟୀକାକାରଣ କୁ ସୀମିତ ରଖିବା ଉଚିତ୍ । ଏହା ସହିତ ମେଡିକାଲ ମାନଙ୍କରେ ବେଡ଼ ଏବଂ ଅକ୍ସିଜେନ  କୁ ରଖିବାର  ନିଦେଷ ଦିଆଯାଇଅଛି ।

ତେଣୁ ଆପଣମାନଙ୍କୁ ଆଉ ଥରେ କହିବାକୁ ଚାହୁଛୁ ଯେ ଆମ ଓଡିଶାରେ କେବଳ ଦୁଇ ମାସ ଭିତରେ 60 ଜଣ ଚିହ୍ନଟ ହୋଇଛନ୍ତି । ତେଣୁ ଏହା ପ୍ରତି ସଚେତନ ରୁହନ୍ତି ଏହି H3N2 ଭୂତାଣୁ ଯେ ପରି ସମଗ୍ର ଦେଶରେ ଣ ବ୍ୟପେ ଏଥି ପାଇଁ ପୂର୍ବ ପରି ମାସ୍କ  ପରିଧାନ କରନ୍ତୁ । ଏହି ବିଷୟରେ ଅଧିକ ଜାଣିବା ପାଇଁ ଚାହୁଛନ୍ତି , ତେବେ ଆମ ସହିତ ଯୋଡି ହୋଇ ରହିବାକୁ ଆମ ପେଜ କୁ ଲାଇକ ଶେୟାର କରନ୍ତୁ ଏବଂ ଆପଣଙ୍କ ମତ କୁ କମେଣ୍ଟ କରି ଜଣାନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *