ଦେଖନ୍ତୁ Video: Ollywood ଅଭିନେତ୍ରୀ Shivani ନିଜ ଜନ୍ମ ଦିନରେ କାଲେ ଏହି ବଡ ଖୁଲସା, କହିଲେ ମୁଁ ଏହି….

ବନ୍ଧୁଗଣ, ଓଡିଆ ଅଭିନେତ୍ରୀ ଶିବାନୀ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଚାଇଲ୍ଡ ଆର୍ଟିଷ୍ଟ ଭାବରେ ଅନେକ ଚଳଚ୍ଚିତ୍ର ତଥା ସିରିୟଲ ମାନଙ୍କରେ ଶିବାନୀ ଅଭିନୟ କରି ଖ୍ୟାତି ଅର୍ଜନ କରିଛନ୍ତି । ଏହା ସହିତ ଓଲିଉଡ ର ସମସ୍ତ ଆଗଧାଡିର ପ୍ରସିଦ୍ଧ କଳାକାର ଙ୍କ ମାନଙ୍କ ସହିତ ଅଭିନୟ କରି ସାରିଛନ୍ତି ।

ଅରିନ୍ଦମ, ବାବୁଷାନ, ଅନୁଭବ ଭଳି ପ୍ରସିଦ୍ଧ ଅଭିନେତା ଙ୍କ ସହିତ ଅଭିନୟ କରିଥିବାର ନଜର ଆସିଛନ୍ତି । ତାଙ୍କ ଅଭିନୟ ରେ ଲକ୍ଷାଧିକ ଫ୍ୟାନ୍ସ ମାନଙ୍କ ହୃଦୟକୁ ମୋହୀନେଇଥିଲେ “ଶିବାନୀ ସଂଗୀତା” । ଗତକାଲି ରଥଯାତ୍ରା ରେ ଶିବାନୀ ଙ୍କର ଜନ୍ମଦିନ ଥିଲା । ଜନ୍ମ ଦିନରେ ସେ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ଲାଇଭ ଆସି ନିଜ ଫ୍ୟାନ୍ସ ମାନଙ୍କ ସହିତ କଥା ହେଇଥିଲେ ।

ଏହାପରେ ଅଭିନେତ୍ରୀ ଶିବାନୀଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଶୁଭେଛା ତଥା ଜନ୍ମ ଦିନର ଶୁଭକାମନା ମଧ୍ୟ ଜଣାଇଥିଲେ । ଏହାପରେ ଶିବାନୀ ଙ୍କର ଜଣେ ଫ୍ୟାନ୍ସ ତାଙ୍କୁ ପଚାରିଥିଲେ ଆପଣ କାହାକୁ ଭଲ ପାଆନ୍ତି ? ଆଗାମୀ ଦିନ ମାନଙ୍କରେ ସେ କେଉଁଭଳି ପିଲାଙ୍କୁ ବିବାହ କରିବାକୁ ଚାହାଁନ୍ତି । ମାତ୍ର ଶିବାନୀ କହିଥିଲେ ଯେ ବର୍ତ୍ତମାନ ସମୟରେ ସେ କାହାକୁ ମଧ୍ୟ ନିଜ ମନ ଦେଇ ନାହାଁନ୍ତି ଅଥବା କାହାକୁ ମଧ୍ୟ ଭଲ ପାଇନାହାନ୍ତି ।

ଶିବାନୀ ନିଜ ଅଭିନୟ ସ୍ତର କୁ ଖୁବ ଉପରକୁ ନେବାକୁ ଚାହୁଁଛନ୍ତି ବୋଲି ନିଜ ଫ୍ୟାନ୍ସ ମାନଙ୍କୁ କହିଥିଲେ । ବର୍ତ୍ତମାନ ଶିବାନୀ ଙ୍କ ହାତରେ ଅନେକ ଚଳଚ୍ଚିତ୍ର ମାନ ରହିଅଛି ଯାହାକୁ ସେ ଆଗାମୀ ଦିନ ମାନଙ୍କରେ ସୁ-ଟି-ଙ୍ଗ କରିବାକୁ ଯାଉଛନ୍ତି ।

ବର୍ତ୍ତମାନ ସେ କିଛି ଚଳଚ୍ଚିତ୍ର ରେ ଅଭିନୟ କରୁଥିବା ବେଳେ କୋଭିଡ ନିୟମ ଯୋଗୁଁ ସେ ସବୁ ବର୍ତ୍ତମାନ ବନ୍ଦ ରହିଅଛି । ମାତ୍ର ପରିସ୍ଥିତି କୋହଳ ହେଲେ ସେ ଜୋରଦାର ଭାବରେ ଚଳଚ୍ଚିତ୍ର ଜଗତରେ ଦେଖାଯିବେ ବୋଲି କହିଛନ୍ତି । ଅଭିନେତ୍ରୀ ଶିବାନୀ ଙ୍କ ଜନ୍ମ ଭୁବନେଶ୍ଵର ରେ ହୋଇଥିଲା ।

ବର୍ତ୍ତମାନ ତାଙ୍କୁ ୨୧ ବର୍ଷ ହୋଇଅଛି । ମାତ୍ର ଖୁବ କମ ବୟସରୁ ସେ ନିଜର ଅଭିନୟ ଜରିଆରେ ଲକ୍ଷାଧିକ ଫ୍ୟାନ୍ସ ମାନଙ୍କର ହୃଦୟ ରେ ଘର କରି ରହିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଚୁଲବୁଲି ନାୟିକା ଭାବରେ ଶିବାନୀ ପରିଚିତ ଅଟନ୍ତି । ଶିବାନୀ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ । ୨୦୧୯ ରେ ସେ ବାବୁଷାନ ସାଙ୍ଗରେ ପ୍ରଥମ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ସେହି ଚଳଚ୍ଚିତ୍ର ର ନାମ ଥିଲା “ଶିଷ୍ଟର ଶ୍ରେଦେବୀ” ।

ଏହି ଚଳଚ୍ଚିତ୍ର ରେ ସେ ଅଭିନୟ କରି ଲକ୍ଷାଧିକ ଦର୍ଶକ ଙ୍କ ନଜରକୁ ଆସିଥିଲେ । ପ୍ରାଏ ସମସ୍ତ ଫେମସ ଅଭିନେତା ମାନଙ୍କ ସହିତ କାମ କରି ସାରିଛନ୍ତି ଶିବାନୀ । ତାଙ୍କ ଅଭିନୟକୁ ବହୁତ ପ୍ରସିଦ୍ଧ କଳାକାର ପ୍ରଶଂସା ମଧ୍ୟ କରି ଆସିଛନ୍ତି । ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଯେ ଶିବାନୀ ନିଜ ଜୀବନରେ ବହୁତ ଖ୍ୟାତି ଅର୍ଜନ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *