ଦେଖିବା ଆପଣଙ୍କର ବୁଦ୍ଧି କେତେ? କଣ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ, ୯୯% ଲୋକ ହେଲେ ଫେଲ

ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହା ଉତ୍ତର ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଜାଣିଥିବେ କିନ୍ତୁ ଆମେ ମଜା ପାଇଁ ଆଜି ଟେଷ୍ଟ କରିବାକୁ ଯାଉଛୁ ଯେ ଆପଣଙ୍କ ବୁଦ୍ଧି କେତେ କାମ କରୁଛି, ଆପଣ ମାନେ ଏମିତିକା ବହୁତ ପ୍ରଶ୍ନ ଶୁଣିଥାନ୍ତି ଯାହା ଉତ୍ତର ଭାବିଲେ ଆପଣଙ୍କୁ ମଧ୍ୟ ଜଣା ପଡିନଥାଏ କିନ୍ତୁ ଉତ୍ତର ବହୁତ ସହଜ ହୋଇଥାଏ । ତେବେ ଉତ୍ତର ଆମ ଆଖ ପାଖ ହୋଇଥାଏ, ଆପଣ ମାନେ ଏହି ଭଳି ଖେଳ ଦ୍ଵାରା ଆପଣଙ୍କ ବୁଦ୍ଧି ବଢେଇ ପାରିବେ ଓ ଏହା ଆପଣଙ୍କ ମସ୍ତିସ୍କକୁ ସ୍ଵସ୍ଥ ରଖିଥାଏ ।

Image Courtesy: Google

ପ୍ରଶ୍ନ – କେଉଁ ଯିବାର କଲିଜା କାର ଭଳି ବଡ ହୋଇଥାଏ ?

ଉତ୍ତର – ନୀଳ ଶାର୍କ

ପ୍ରଶ୍ନ – କେଉଁ ଜୀବର ରକ୍ତ ର ରଙ୍ଗ ନୀଳ ହୋଇଥାଏ ?

ଉତ୍ତର -ଅକ୍ଟୋପ୍ସ

ପ୍ରଶ୍ନ – କେଉଁ ପକ୍ଷୀର ଘର ନଥାଏ ?

ଉତ୍ତର – କିବି

ପ୍ରଶ୍ନ – କେଉଁ ଜୀବ ତାର ଜୀବନ କାଳ ଭିତରେ କେବଳ ଗୋଟେ ଥର ଛୁଆ ଜନ୍ମ କରି ତୁରନ୍ତ ସେମାନଙ୍କୁ ଖାଇ ଦେଇଥାଏ ?

ଉତ୍ତର – ମାଈ କଙ୍କଡା ବିଛା

Image Courtesy: Google

ପ୍ରଶ୍ନ – ଶରୀର ଦ୍ରୁଷ୍ଟିରୁ କେଉଁ ଜୀବ କେବେ ହେଲେ ସୁର୍ଜ୍ଯଙ୍କୁ ଦେଖିପାରି ନଥାଏ ?

ଉତ୍ତର – ଘୁଷୁରି

ପ୍ରଶ୍ନ – କେଉଁ ଜୀବର ୩ଟି ଆଖି ଅଛି ?

ଉତ୍ତର – ଟୁଆଟାରା ଏକ ଏଣ୍ଡୁଅ

ପ୍ରଶ୍ନ – କେଉଁ ଜୀବର ମୁଣ୍ଡ କଟିଲେ ମଧ୍ୟ ସେ ବଞ୍ଚି ଥାଏ ?

ଉତ୍ତର – ଅସରପା

ପ୍ରଶ୍ନ – କେଉଁ ଦେଶ ପ୍ରଥମେ କାଗଜ ଟଙ୍କା ବଣାଇ ଥିଲା ?

ଉତ୍ତର – ଚାଇନା

Image Courtesy: Google

ପ୍ରଶ୍ନ – ଆମ ଭାରତ ଦେଶରେ ପାକିସ୍ତାନ କେଉଁଠି ଅବସ୍ଥିତ ?

ଉତ୍ତର – ବିହାରର ପୁଣିଆ ଜିଲାରେ

ପ୍ରଶ୍ନ – ଏମିତି କେଉଁ ଜାଗା ଅଛି ଯେଉଁଠି ରାସ୍ତା ଅଛି ହେଲେ ଗାଡି ନାହିଁ ଜଙ୍ଗଲ ଅଛି ହେଲେ ଗଛ ନାହିଁ, ସହର ଅଛି ହେଲେ ଘର ନାହିଁ ?

ଏହାର ଉତ୍ତର ଆପଣ ମାନେ କୁହନ୍ତୁ ଦେଖିବା ଆପଣ କେତେ ଜାଣିଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *