ଓଡ଼ିଆ Serial କୁଆଁରୀ ବୋହୁ Actor ମାନଙ୍କ ରିୟଲ ଲାଇଫ ଜୀବନସାଥୀଙ୍କୁ ଆଗରୁ କେବେ ଦେଖିନଥିବେ

ସିରିଏଲ ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠାରେ ସମସ୍ତେ ଅଭିନୟ କରନ୍ତି ଓ ତାହା ସତ ହୋଇନଥାଏ । ସିରିଏଲ ଆମ ଜିବନ ଅଭିନ୍ନ ଅଙ୍ଗ ହୋଇଯାଇଛି ଆଜିକା ସମୟରେ ଝିଅ ପୁଅ ମାନେ ନିଜକୁ ସେହି ଭଳି ପରିସ୍ଥିତି ରେ ରଖି କାମ କରନ୍ତି ତାଙ୍କ କହିବା ଅନୁଯାଇ ସିରିଏଲ ତାଙ୍କ ରିଅଲ ଲାଇଫ ଦ୍ବାରା ପ୍ରେରିତ ଅଟେ । ତେବେ ସମାତଙ୍କ ଘରେ କେହି ଫିଲ୍ମ୍ ଦେଖନ୍ତୁ ବା ନାହିଁ କିନ୍ତୁ କିଛି ନା କିଛି ସିରିଏଲ ନିଶ୍ଚିନ୍ତ ଦେଖିଥିବେ । ଆପଣ ମାନେ କୁଆଁରି ବହୁ ସିରିଏଲ ନିଶ୍ଚିନ୍ତ ଦେଖିଥିବେ ଆଜି ଆମେ ଆପଣଙ୍କୁ ଏହି ସିରିଏଲ ଅଭିନେତା ଓ ଅଭିନେତ୍ରୀଙ୍କ ଅସଲ ବା ରିଅଲ ଲାଇଫ ପାର୍ଟନର ବିଷୟରେ କହିବାକୁ ଯାଉଛୁ ।

ଦେବିକା ରାଣୀ :

ଆପଣ ମାନେ ଦେଵିକା ରାଣଙ୍କ ବିଷୟରେ ବହୁତ୍ କିଛି ଜାଣିଥିବେ କିନ୍ତୁ ଯଦି ଆପଣ ଏହା ଭାବନ୍ତି ଯେ ସେ ନକାରାତ୍ମକ ଅଭିନୟ କରନ୍ତି ଆଉ ସେ ସତରେ ଏମିତି ତେବେ ଆପଣ ବହୁତ୍ ବଡ ଭୁଲ କରୁଛନ୍ତି ଆପଣଙ୍କୁ ଆମେ କହିବାକୁ ଚାହୁଁଛୁ ଜେ ଆପଣ ତାଙ୍କ ସିରିଏଲରେ ଯେମିତି ଦେଖନ୍ତି ସେ ତାର ପୁରା ଓଲଟା ଅଛନ୍ତି । ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆଶିଥାଏ ଆଉ ତାଙ୍କ ସ୍ଵାମୀ ତାଙ୍କୁ ସବୁ କାମରେ ବହୁତ୍ ସପୋର୍ଟ କରନ୍ତି ।

କବିତା :

ଆପଣ ମାନେ କବିତାଙ୍କୁ ଏହି କୁଆଁରୀ ବହୁ ସିରିଏଲରେ କାମ କରୁଥିବାର ଦେଖିଛନ୍ତି ଓ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ କବିତାଙ୍କ ଅଭିନୟ ଦର୍ଶକ ମାନେ ସବୁଠାରୁ ଅଧିକ ପଶନ୍ଦ କରିଥାନ୍ତି । ତାଙ୍କ ଜୀବନସାଥି ରାକେଶ ଅଟନ୍ତି ଯିଏ ଏହି ସିରିଏଲରେ ମଧ୍ୟ ତାଙ୍କ ସାଥୀ ଅଛନ୍ତୀ ।

ଜିତୁ :

ଆପଣ ମାନେ ଜୀତୁଙ୍କୁ ବହୁତ୍ ଭଲ ଭାବରେ ଜାଣିଥିବେ ସେ ବହୁତ୍ ସିରିଏଲରେ ଖଳନାୟକ ଭାବରେ କାମ କରିଛନ୍ତି ଓ ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ୍ ପଶନ୍ଦ ମଧ୍ୟ କରିଛନ୍ତି । ତେବେ ଏହି ସିରିଏଲରେ ମଧ୍ୟ ଦର୍ଶକ ମାନେ ଜିତୁଙ୍କ ଅଭିନୟ ବହୁତ୍ ପସନ୍ଦ କରୁଛନ୍ତି । ତାଙ୍କ ସ୍ତ୍ରୀ ଦେଖିବା ପାଇଁ ଅଭିନେତ୍ରୀ ଠାରୁ କମ ନୁହଁନ୍ତି ।

ପଲ୍ଲବୀ :

ପଲ୍ଲବୀଙ୍କ ଅଭିନୟ ଆପଣ ମାନଙ୍କୁ ବେସ ପସନ୍ଦ ଆସିଥିବ ତେବେ ଜାଣି ରଖନ୍ତୁ ଯେ ସେ ବିବାହ କରୀ ନାହାନ୍ତି ଓ ଏବେ ବି ସିଙ୍ଗଲ ଅଛନ୍ତି । ତାଙ୍କ ଜୀବନରେ ବର୍ତମାନ ପର୍ଯ୍ୟନ୍ତ ଏମିତି କେହି ଆସି ନାହାନ୍ତି ଯିଏ ତାଙ୍କ ମନ କିଣି ପାରିବେ ।

ଶ୍ରଦ୍ଧା :

ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀ ଶ୍ରଦ୍ଧା ସିରିଏଲରେ ସାଇଙ୍କୁ ଭଲ ପାଉଛନ୍ତି କିନ୍ତୁ ତାଙ୍କ ଅସଲ ଜୀବନରେ ବର୍ତମାନ ପର୍ଯ୍ୟନ୍ତ କେହି ଆସି ନାହାନ୍ତି । ଶ୍ରାଧା ମଧ୍ୟ ସିଙ୍ଗଲ ଅଛନ୍ତି ଓ ନିଜ ଲାଇଫରେ ବହୁତ୍ ଖୁସି ଅଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *