ତପୁ ମିଶ୍ରଙ୍କ Last Video, ଶେଷ ସୁ-ଟି-ଙ୍ଗ ସେ-ଟର ତପୁଙ୍କ କିଛି ଏଭଳି କଥା, ଯାହା ଶୁଣି ଆଖିରେ ଲୁହ ଆସିଯିବ-ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ କଣ୍ଠଶିଳ୍ପୀ ତପୁମିଶ୍ରଙ୍କୁ କିଏ ବା ନ ଜାଣେ । ତପୁ ମିଶ୍ର ଜଣେ ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ଅଟନ୍ତି । ତାଙ୍କ ସଙ୍ଗୀତ ସାରା ଓଡିଶା ରେ ବି-ଖ୍ୟା-ତ । ସେ ସମସ୍ତ ସଙ୍ଗୀତ କୁ ଅତି ସହଜରେ ପ୍ରଦର୍ଶନ କରୁଥିଲେ । ବନ୍ଧୁଗଣ ସେ ଜଣେ ଗୀତିକାର ଥିବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ଆପଣ ମାନେ ସମସ୍ତେ ପ୍ରାଏ ଭଲ ଭାବରେ ଅବଗତ ଯେ ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ବର୍ତ୍ତମାନ

ଆମ ଗହଣରେ ଆଉ ଉପଶସ୍ଥିତ ନାହାଁନ୍ତି । ବନ୍ଧୁଗଣ କୋ-ରୋ-ନା ସଂ-କ୍ର-ମ-ଣ ସାରା ଦେଶ ତଥା ରାଜ୍ୟ ରେ ତୁ-ମୁ-ଳ ତା-ଣ୍ଡ-ବ ଭି-ଆ-ଇ-ଛି । ଏହି ମ-ହା-ମା-ରୀ ବର୍ତ୍ତମାନ କେତେ ମନୁଷ୍ୟ ଙ୍କ ଜୀବନ ନେଇ ସାରିଲାଣି ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି । ବନ୍ଧୁଗଣ ଏହି ସଂ-କ୍ର-ମ-ଣ ରେ ସଂ-କ୍ର-ମି-ତ ହୋଇ ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ର ବର୍ତ୍ତମାନ ଆମ ଗହଣରେ ଉପସ୍ଥିତ ନାହାଁନ୍ତି ।

ବନ୍ଧୁଗଣ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ ରେ ଚି-କି-ତ୍ସ୍ୟା-ଧୀ-ନ ଅବସ୍ଥାରେ ତାଙ୍କର ପ-ର-ଲୋ-କ ହୋଇଥିଲା । ବନ୍ଧୁଗଣ ତପୁ ମିଶ୍ର ଦେ-ହ ତ୍ୟା-ଗ କରିବା ପୂର୍ବରୁ ନିଜର କିଛି ପସନ୍ଦ ନା ପସନ୍ଦ ଦର୍ଶକ ତଥା ତାଙ୍କ ଫ୍ୟା-ନ୍ସ ମାନଙ୍କ ସହିତ ସେୟାର କରିଥିଲେ । ବନ୍ଧୁଗଣ ଆଜି ତପୁ ମିଶ୍ର ଙ୍କ ଅଭୂଲା ସ୍ମୃତି ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ । ବନ୍ଧୁଗଣ ଚଳିତ ବର୍ଷ ୨୦୨୧ ରେ ତାଙ୍କ ର ପ୍ରଥମ ସଙ୍ଗୀତ ରେ କଣ୍ଠଦାନ କରିବାକୁ ସେ ଏକ ସୁନ୍ଦର ସ୍ଥାନ କୁ ଯାଇଥିଲେ ।

ସେହିଠାରେ ତପୁ ମିଶ୍ର ସମସ୍ତ ଦର୍ଶକ ଏବଂ ଫ୍ୟା-ନ୍ସ ମାନଙ୍କୁ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ରେ ଲା-ଇ-ଭ ଆସି କହିଥିଲେ ଯେ, ବନ୍ଧୁଗଣ ମୁଁ ଆପଣଙ୍କ ପ୍ରିୟ ଗାୟିକା ତପୁ ମିଶ୍ର । ମୋତେ ଆଜି ବହୁତ ଆନନ୍ଦ ଅନୁଭବ ହେଉଛି କାରଣ ୨୦୨୧ ର ଏହା ମୋର ପ୍ରଥମ କାମ ଅଟେ ଯାହାକୁ ମୁଁ ଆପଣ ମାନଙ୍କ ଗହଣରେ ଉପସ୍ଥିତ କରିବାକୁ ଯାଉଅଛି ।

ତପୁ ମିଶ୍ର ଏହା ମଧ୍ୟ କହିଥିଲେ ଯେ, ଆପଣ ମାନେ ମତେ ବହୁତ ଭଲ ପାଆନ୍ତି ତାହ ମୁଁ ବେଶ ଭାବାରେ ଜାଣିଛି । କିନ୍ତୁ ଏହା ଛଡା ଆପଣ ମାନେ ମୋ କ-ଷ୍ଟ-ୟୁ-ମ ତଥା ମୁଁ ପିନ୍ଧିଥିବା ଜ୍ଵା-ଲେ-ରି କୁ ବହୁତ ପସନ୍ଧ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ମୁଁ କହିଦେବାକୁ ଚାହୁଁଛି ଯେ, ଏହି ଜ୍ଵା-ଲେ-ରୀ ଡି-ଜା-ଇ-ନ ମୁଁ କରିଅଛି ।

ମୋତେ ବେଶ ଭଲ ଲାଗେ ମୋର ଜ୍ଵା-ଲେ-ରୀ ତଥା ଡ୍ରେସ କୁ ଡିଜାଇନ କରିବା । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଦେଖୁଥିବା ତାଙ୍କ ର ଏହି ଚାଲି କୁ ଦେଖିଲେ ଜଣା ପଡ଼ୁଛି ଯେ, ସତରେ ଯେମିତି ସେ ବର୍ତ୍ତମାନ ମଧ୍ୟ ଆମ୍ଭ ମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି । ମାତ୍ର ଈଶ୍ଵରଙ୍କ ଇଛାଶକ୍ତି ଆଗରେ ଆମ୍ଭେ କୌଣସି କାର୍ଯ୍ୟ କରିପାରି ନଥାଉ ।

ସେହିଭଳି ମନୁଷ୍ୟ କେତେବେଳେ ଏହି ବି-ଶା-ଳ ଧରାରେ ଜାତ ହେବ ଅଥବା କେତେବେଳେ ଏଠାରୁ ଇ-ହ-କା-ଳ ତ୍ୟା-ଗ କରିବ ତାହା ବିଧିର ବି-ଧା-ନ ଅଟେ । ବନ୍ଧୁଗଣ ମାତ୍ର ଆପଣ ମାନଙ୍କୁ ଆମ୍ଭର ଗୋଟିଏ ଅନୁରୋଧ ଯେ, ଏହି ମ-ହା-ମା-ରୀ ସମୟରେ ଆପଣ ମାନେ ସତର୍କ ରହି ଜୀବନ ଜାପନ କରନ୍ତୁ । ଦର୍ଶକ ବନ୍ଧୁ ଓଡିଆ ବାସୀ ଙ୍କ ତରଫରୁ ତପୁମିଶ୍ର ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।

Leave a Reply

Your email address will not be published. Required fields are marked *