ଓଡିଆ ରିୟାଲିଟି ସୋ “କିଏ ହେବ ମୋ ହିରୋଇନ” ର Winner ମାନେ ଏବେ କଣ କରୁଛନ୍ତି ?

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ ରିୟାଲିଟି ସୋ ମାନ ପ୍ରସାରିତ ହୋଇଥିବାର ଆପଣ ଦେଖିଥିବେ । ସେଥି ସୋ ମାନଙ୍କରେ ନିଜର ଦକ୍ଷତା ଦେଖାଇ ଅନେକ ଝିଅ ତଥା ପୁଅ ମାନେ ଓଡିଆ ଇଣ୍ଡଷ୍ଟ୍ରି ରେ ବର୍ତ୍ତମାନ ବହୁତ ଆଗକୁ ଅଗ୍ରସର ହେଲେଣି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ତରଂଗ ଚ୍ୟାନେଲରେ ପ୍ରସାରିତ ହୋଇଥିବା ରିୟାଲିଟି ସୋ ରେ ୱିନର ହିରୋଇନ

ଝିଅ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତାଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଯେ, ସେମାନେ ବର୍ତ୍ତମାନ ସମୟରେ କଣ କରୁଛନ୍ତି ? ୧- ଏଲିନା ସାମନ୍ତରାୟ;- ବନ୍ଧୁଗଣ ଏଲିନା କିଏ ହେବ ମୋ ହିରୋଇନ ରିୟାଲିଟି ସୋ ରେ ୱିନର ହୋଇ ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ନାମୀଦାମୀ କାଳାକାର ଭାବରେ ପ୍ରସିଦ୍ଧ ହୋଇ ସାରିଲେଣି ।

ବନ୍ଧୁଗଣ ଏଲିନା ୨୦୧୪ ମସିହାରେ ପ୍ରସାରିତ ହେଉଥିବା ସିରିୟଲ “କିଏ ହେବ ମୋ ହିରୋଇନ” ସିଜିନ-୧ ର ବିଜେତା ଅଟନ୍ତି । ଏହାପରେ ସେ ଅନେକ ଚଳଚିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ତାଙ୍କର ଫ୍ୟାନ୍ସ ଫୋଲୋଇଙ୍ଗ ମଧ୍ୟ ଅଧିକ ହୋଇ ସାରିଲେଣି ।

୨- ନିହାରିକା;- ବନ୍ଧୁଗଣ ଏହି ସିରିୟଲ ର ସିଜିନ-୨ ରେ ୱିନର ହୋଇଥିଲେ । ଏବଂ ଏହାପରେ ତାଙ୍କୁ କେବଳ ମାତ୍ର ୧ ଟି ଫିଲ୍ମ କରିବାର ସୁଯୋଗ ମିଳିଥିଲା । ବନ୍ଧୁଗଣ ବର୍ତ୍ତମାନ ସେ ଓଡିଆ ସିରିୟଲ ରେ ଅଭିନୟ କରୁଥିବାର ନଜର ଆସୁଛନ୍ତି ।

୩- ସସ୍ମିତା- ବନ୍ଧୁଗଣ ସସ୍ମିତା କିଏ ହେବ ମୋ ହିରୋଇନ ସିଜିନ-୩ ର ୱିନର ହୋଇଥିଲେ । ବନ୍ଧୁଗଣ ୱିନର ହେବାପରେ ତାଙ୍କୁ ହାପି ଲକି ଫିଲ୍ମ ର ହିରୋଇନ ଭାବେ ଅଭିନୟ କରିବାର ଦେଖିବାକୁ ମିଳିଥିଲା । ମାତ୍ର ବର୍ତ୍ତମାନ ସେ ଓଲିଉଡ ଇଣ୍ଡଷ୍ଟ୍ରି ରୁ ଦୂରେଇ ଅଛନ୍ତି । ବନ୍ଧୁଗଣ ଏହି ଫିଲ୍ମ ରେ ସେ ଏତେ ଭଲ ପ୍ରଦର୍ଶନ କରିପାରି ନଥିଲେ । ଏଣୁ ସସ୍ମିତା ଙ୍କୁ ଏହାପରେ ଅନ୍ୟ କୌଣସି ଚଳଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଲା ନାହିଁ ।

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ରେ ହିରୋଇନ ମାନେ ଏହିସବୁ ରିୟାଲିଟି ସୋ ରେ ନିଜର ଉତ୍ତମ ପ୍ରଦର୍ଶନ ଦେଇ ବହୁତ ପ୍ରସିଦ୍ଧ ହୋଇଥିବା ବେଳେ ସେଥି ମଧ୍ୟରୁ ଅନେକ ନିଜର କୌଶଳ ଦେଖାଇ ପାରୁ ନାହାଁନ୍ତି । ମାତ୍ର ସିଜନ ୧ ରେ ନିଜେତା ହୋଇଥିବା ଏଲିନା ବେସ ଖ୍ୟାତି ଅର୍ଜନ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ କୋରୋନା ସମୟରେ ଚଳଚିତ୍ର ନିର୍ମାଣ ବନ୍ଧ ରହିଥିବା ବେଳେ, ଖୁବ ଶୀଘ୍ର ସ୍ଥିତି ସୁଧୁରିବା ପରେ ପୁଣିଥରେ ଆପଣ ଏଲିନା ଙ୍କୁ ପରଦା ସାମ୍ନା ରେ ଦେଖି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *