ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ Dipti Rekha Padhi କଲେ ବିବାହ, ଦେଖନ୍ତୁ କାହା ସହ କଲେ ସେ ବିବାହ

ବର୍ତମାନ ସମୟରେ ବଡ ଖବର ଯାହା ସାମ୍ନାକୁ ଆସିଛି ଓଲିଉଡ ସିଙ୍ଗର ବା କଣ୍ଠଶିଳ୍ପୀ   ବିବାହ କରିଛନ୍ତି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଗୀତା ମଧ୍ୟ ସେତିକି ସୁନ୍ଦର ଅଟେ । ବର୍ତମାନ ସମୟରେ ଯାହା ତଥ୍ୟ ସାମ୍ନାକୁ ଆସିଛିକି ଦୀପ୍ତି ରେଖା ପାଢୀ ବିବାହ କରିଛନ୍ତି । ଏବେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାଙ୍କର ବିଅହରେ ଓଲିଉଡ ଇଣ୍ଡସଷ୍ଟ୍ରି ବହୁତ ଗୀତିକାର ମଧ୍ୟ ଯୋଗ ଦେଇଥିଲେ ।

ଏହା ସହିତ ଅନେକ ଅଭିନେତ୍ରୀ ମଧ୍ୟ ତାଙ୍କର ଏହି ବିବାହ ସମାରୋହରେ ଯୋଗ ଦେଇଥିଲେ । କାରୋନା ମହାମାରୀ କାରଣରୁ ସବୁ ଅଭିନେତ୍ରୀ ମାନେ ଯୋଗ ଦେଇ ପାରି ନାହାନ୍ତି ।


ତାଙ୍କ ବିବାହରେ ବେସୀ ଗହଳି ମଧ୍ୟ ଦେଖାଯାଉ ନହିଁ । ହଠାତ ଦୀପ୍ତିରେଖାଙ୍କ ବିବାହ ଖରା ସୂନୀ ଆପଣଙ୍କୁ କେମିତି ଲାଗୁଛି ଆପଣ ଆମକୁ କମେଣ୍ଟ କରି ନିଶ୍ଚିତ ରୂପରେ ଜଣାଇବେ । ଦୀପ୍ତିରେଖା ଜଣେ ବହୁତବଡ କଣ୍ଠଶିଳ୍ପୀ ହେବ ସହିତ ବହୁତ ସୁନ୍ଦର ଝିଅ ମଧ୍ୟ ଅଟନ୍ତି । ତାଙ୍କର କଣ୍ଠ ବହୁତ ସୁନ୍ଦର ଅଟେ ସେ ବହୁତ ଭଲ ଭଲ ଗୀତା ଗାଇଛନ୍ତି । ଶେଠୀ ପାଇଁ ସେ ବହୁତ ପୁରସ୍କୃତ ମଧ୍ୟ ହୋଇଛନ୍ତି ।


ଆମର ସଂଗୀତ ନିର୍ଦେଶକ ପ୍ରେମାନନ୍ଦ  ସେ ପ୍ରତେକ ସମୟରେ ତାଙ୍କର ପ୍ରତେକ ଗୀତରେ ଦିପ୍ତିରେଖାଙ୍କୁ ନେବାକୁ ପସନ୍ଦ କରନ୍ତି ।ସେ ତାଙ୍କର ସୁରିଲି ଆବାଜରେ ସବୁ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ତାଙ୍କର ଗୀତା ମଧ୍ୟ ବହୁତ ହିତ ହୋଇଥାଏ ସବୁ ସମୟରେ । ସେ ଏକା ସାଙ୍ଗରେ ଜଣେ ଅଭିନେତ୍ରୀ ଓ ଜଣେ କଣ୍ଠଶିଳ୍ପୀ ମଧ୍ୟ । ପ୍ରଥମେ ଓଡିଆ ସିରିଏଲ ରାଜକନ୍ୟାରୁ ତାଙ୍କ କାରିୟର ଆରମ୍ଭ କରିଥିବା ଦିପ୍ତିରେଖା ଏବେ ଜଣେ ମହାନ କଣ୍ଠ ଶିଳ୍ପୀ ଭାବରେ ନଜର ଆସିଛନ୍ତି ।


ଦୀପ୍ତିରେଖା ଖୋର୍ଦାର ଜଣେ ବଡ ବିଜନେସ ମ୍ୟାନଙ୍କୁ ବିବାହ କରିଛନ୍ତି ଓ ତାଙ୍କର ନାମ ରହିଛି ସୌମ୍ୟ ରଞ୍ଜନ । ଦିପ୍ତିରେଖା ହଠାତ ସରକାରଙ୍କ କରୋନା ଗାଇଡ ଲାଇନକୁ ପାଳନ କରି ବିବାହ କରିଛନ୍ତି । ସେ ତାଙ୍କର ଫ୍ୟାନ ମାନଙ୍କୁ ସୂଚନା ନଦେଇ ହଠାତ କେମିତି ବିବାହ କଲେ ସେହି ତଥ୍ୟ ଏବେ ସାମ୍ନାକୁ ଆସିନୀ । ଦିପ୍ତିରେଖା ଓ ସୌମ୍ୟରଞ୍ଜନଙ୍କ ଯୋଡି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ ଓ ଏହାକୁ ସେୟାର ମଧ୍ୟ କରିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *