Ollywood ଫେମସ ଅଭିନେତ୍ରୀ Prakruti Mishraଙ୍କ ନୃତ୍ୟ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । କିଛି କଳାକାର ମାନେ ଅଭିନୟ ଦୁନିଆରେ ଯେତିକି ସୁନ୍ଦର ଦେଖିବାକୁ ରିୟଲ ଲାଇଫରେ ମଧ୍ୟ ଦେଖିବାକୁ ସେତିକି ସୁନ୍ଦର ଓ ଷ୍ଟାଇଲିସ ମଧ୍ୟ ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜ ମାମୁଁ ଘରେ କିପରି ନିଜ ଅଜାଙ୍କ ସହ ଓଡିଶୀ ନୃତ୍ୟ କରିବାର ନଜର ଆସୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଶିଶୁ କଳାକାର ଭାବେ ପିଲା ଦିନୁ ଓଡିଆ ଜଗତରେ ନିଜର ଅଭିନୟ ଜାରି ରଖିଛନ୍ତି । ବର୍ତ୍ତମାନ କୋରୋନା ଯୋଗୁ ଫିଲ୍ମ ଶୁଟିଙ୍ଗ ବନ୍ଦ ଥିବାରୁ ସେ ନିଜ ଅଜା ଘରେ ସମୟ ଅତିବାହିତ କରୁଛନ୍ତି ।

ଏହି ଭିଡିଓ ରେ ପ୍ରକୃତି ମିଶ୍ର ଲାଇଭ ଆସି ନିଜ ଅଜାଙ୍କ ବାଜାର ଧୁନରେ ତାଳକୁ ତାଳ ମିଶାଇ ଓଡିଶୀ ନୃତ୍ୟ କରିବାର ନଜର ଆସୁଛନ୍ତି । ସେ ଏତେ ସୁନ୍ଦର ଭାବେ ଓଡିଶୀ ଡ୍ୟାନ୍ସ କରୁଛନ୍ତି ଯାହା ଏହି ଭିଡିଓ ରୁ ସ୍ପଷ୍ଟ ହେଉଛନ୍ତି ।

ଏହା ସହ ତାଙ୍କ ଅଜାଙ୍କ ଘରେ ରୋଷେଇ ରେ ମାଛ ତରକାରୀ ଓ କଖାରୁ ଫୁଲ ପିଠା ଯାହା ତାଙ୍କର ବହୁତ ପ୍ରିୟ ଖାଦ୍ଯ ଅଟେ ତାହା ଏହି ଭିଡିଓ ରେ ପ୍ରକୃତି କହିଛନ୍ତି । ଏହା ଛଡା ତାଙ୍କ ଆଈ ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି ଯିଏ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ପ୍ରକୃତି ମିଶ୍ର ନିଜ ଆଈ ଙ୍କ ସହ ବହୁତ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହା ଛଡା ସେ ତାଙ୍କ ଆଈ ଙ୍କୁ ବହୁତ ଭଲ ପାଆନ୍ତି ଓ ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି । ଏହି ଭିଡିଓ ରେ ପ୍ରକୃତି ମିଶ୍ରଙ୍କର ଅଜା ବେଶ ସୁନ୍ଦର ଭାବେ ବଜା ବଜାଇବାର ନଜର ଆସୁଛନ୍ତି । ଯେପରି ଲାଗୁଛି ସେ ଏହି କଳାରେ ବେଶ ପାରଙ୍ଗମ ଅଟନ୍ତି ।

ତେବେ ପ୍ରକୃତି ମିଶ୍ରଙ୍କର ତାଙ୍କ ଅଜାଙ୍କ ସହ ମଧ୍ୟ ବେସ ଭଲ ସମ୍ପର୍କ ରହିଛି । ଏହି ପରି ଭାବେ ପ୍ରକୃତି ମିଶ୍ର ନିଜ ଅଜା ଘରେ ମଜା ମସ୍ତି କରିବା ସହ ଓଡିଶୀ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି ଯାହା ଆପଣ ମାନେ କେବେ ଦେଖି ନ ଥିବେ । ପ୍ରକୃତି ମିଶ୍ର ଅନେକ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରିବାର ନଜର ଆସିଛନ୍ତି ଯାହା ପାଇଁ ସେ ଦର୍ଶକ ମାନଙ୍କ ନଜରେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ବନ୍ଧୁଗଣ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜାଣିବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *