Ollywood ଅଭିନେତ୍ରୀ Barsha ଙ୍କ ଏଭଳି କାର୍ଯ୍ୟ ଦେଖି, କାନ୍ଦିଲେ Anubhab, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶନୀ ଙ୍କୁ ଭଲଭାବରେ ଜାଣିଛନ୍ତି । ସୁନ୍ଦରୀ ନାୟିକା ବର୍ଷା ନିଜର ଅଭିନୟ ଦ୍ଵାରା ଲକ୍ଷାଧିକ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ କୋରୋନା ସମୟରେ ରାଜ୍ୟ ର ସ୍ଥିତି ବହୁତ ବିଗିଡିବାକୁ ଲାଗିଛି । ଗତବର୍ଷ କୋରୋନା ମହାମାରୀ ର ପ୍ରଥମ ଲହରୀ ଯେତେ ପ୍ରଭାବ କରିଥିଲା ଚଳିତ ବର୍ଷ ଏହା ଦୁଇଗୁଣା ବଢିବାକୁ ଲାଗିଛି ।

ସମସ୍ତ ପରିସ୍ଥିତି କୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକଡାଉନ ତଥା ସଟ ଡାଉନ ଚଳାଇଛନ୍ତି । ବନ୍ଧୁଗଣ ଏହିଭଳି ପରିସ୍ଥିତିରେ ବର୍ତ୍ତମାନ ଗରିବ ଲୋକ ମାନେ ବହୁତ ହଇରାଣ ହେଉଛନ୍ତି । ଏହି ଦୁଖଦ ପରିସ୍ଥିତିରେ କିଛି ଅଭିନେତା ଅଭିନେତ୍ରୀ ତଥା କିଛି ସମାଜସେବୀ ମାନେ ଗରିବ ଅସହାୟ ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ ଚାଲି ଆସିଛନ୍ତି ।

ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ସାବ୍ୟସାଚୀ, ଅର୍ଚ୍ଚିତା ଙ୍କ ସମେତ ବର୍ଷା ପ୍ରୀୟଦର୍ଶନୀ ଏବଂ ଶ୍ରୀତମ ମଧ୍ୟ ସାହାର୍ଯ୍ୟ କରିବା ପାଇଁ ପଛେଇ ନାହାନ୍ତି । ବନ୍ଧୁଗଣ ମୁଖ୍ୟତ ବର୍ଷା ଏବଂ ଅନୁଭବ ଙ୍କ ଯୋଡି କୁ ଦର୍ଶକେ ଦେଖିବାକୁ ବେଶ ଭଲ ପାଆନ୍ତି । ଉଭୟ ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମାତ୍ର କୌଣସି ଏକ କାରଣରୁ ଉଭୟଙ୍କ ମଧ୍ୟରେ ବୁଝାମଣା ବର୍ତ୍ତମାନ ଠିକ ରହିଲା ନାହିଁ । ଉଭୟ ଉଭୟଙ୍କ ବିରୁଦ୍ଧରେ କୋର୍ଟ ରେ କେସ ଅପିଲ କରିଲେ ।

ମାତ୍ର ବର୍ତ୍ତମାନ ବର୍ଷା ଅନୁଭବ ଙ୍କ ସହିତ ରହିବାକୁ ଚାହୁଁଥିବା ବେଳେ ବର୍ଷା କିନ୍ତୁ ଅନୁଭବ ଙ୍କ ସହିତ ରହିବାକୁ ଚାହୁଁନାହାନ୍ତି । ବନ୍ଧୁଗଣ ସେ ଯାହା ହେଉ ନା କାହିଁକି, ଆମ୍ଭେ ମାନେ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଅଛୁ ଯେ ଉଭୟ ଏକାଠି ହୋଇ ଯାଆନ୍ତୁ । ବନ୍ଧୁଗଣ ବର୍ଷା ପ୍ରୀୟଦର୍ଶନୀ ବର୍ତ୍ତମାନ ସମୟରେ ସ୍ଥାନେ ସ୍ଥାନେ ବୁଲି ବୁଲି ଗରିବ ଲୋକ ମାନଙ୍କୁ ତଥା ଭିନ୍ନକ୍ଷମ ଲୋକଙ୍କୁ ବହୁତ ସହାୟତା କରୁଛନ୍ତି ।

ବନ୍ଧୁଗଣ କୋରୋନା ମହାମାରୀ ବର୍ତ୍ତମାନ ମୁଣ୍ଡ ବ୍ୟଥା ର କାରଣ ପାଲଟି ଯାଇଛି । ଲୋକ ମାନଙ୍କର ଜୀବିକା ଉପରେ ଏହା ସିଧା ସଳଖ ଭାବେ ପ୍ରଭାବ ମଧ୍ୟ ପକାଇଛି । ଏହି ଭଳି ଜଟିଳ ପରିସ୍ଥିତିରେ ଅଭିନେତ୍ରୀ ବର୍ଷା ସେମାନଙ୍କ ନିମନ୍ତେ ଖ୍ୟାଦ୍ୟ ବଣ୍ଟନ କରିବା ସହିତ ତାଙ୍କର ଭଲମନ୍ଦ ପଚାରି ବୁଝୁଛନ୍ତି ।

ବନ୍ଧୁଗଣ ଏହି ସଙ୍କଟ ସମୟରେ ଯେଉଁ ବ୍ୟକ୍ତିଙ୍କ ପାରୁ ପର୍ଯ୍ୟନ୍ତ ଯେତେ ସମ୍ଭବ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ଆବଶ୍ୟକ । ଦର୍ଶକ ବନ୍ଧୁ ବର୍ଷା ପ୍ରିୟଦର୍ଶନୀ ଙ୍କ ଏଭଳି ଗରିବ ଅସହାୟ ଲୋକଙ୍କ ପ୍ରତି ଉଦାର ଭାବ ଦେଖି ସାଂସଦ ଅନୁଭବ ମହାନ୍ତି ନିଶ୍ଚିତ ଚିନ୍ତା ରେ ଥିବେ ।

ବର୍ଷା ଙ୍କର ସମାଜ ପ୍ରତି ଏଭଳି ଚିନ୍ତାଧାରା ଅନେକ ପ୍ରଶଂସା ର ମୁଖପାତ୍ର ହୋଇ ଉଠିଛି । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *