Ollywood କିଙ୍ଗ Anubhab ଆଣିଲେ ଅଭିଯୋଗ, Barshaଙ୍କୁ ନେଇ କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ଓଡିଆ ଚଳଚିତ୍ର ତଥା ଧାରାବାହିକ ଦେଖିବାକୁ ଭଲ ପାଆନ୍ତି । ଆପଣଙ୍କ ପସନ୍ଦ ଅନୁସାରେ ମନ ପସନ୍ଦ ର ନାୟକ ତଥା ନାୟିକା ମଧ୍ୟ ଅଲଗା ଅଲଗା ହୋଇଥାନ୍ତି । ଆମ୍ଭେ ଆଜି ଆପଣଙ୍କୁ ଓଲିଉଡ ର ପ୍ରସିଦ୍ଧ ନାୟକ ଅନୁଭବ ମହାନ୍ତି ତଥା ପ୍ରସିଦ୍ଧ ନାୟିକା ବର୍ଷା ପ୍ରିୟଦର୍ଶନୀ ଙ୍କ ସ-ମ୍ବ-ନ୍ଧ-ରେ କହିବାକୁ ଯାଉଅଛୁ । ବନ୍ଧୁଗଣ ଓଲିଉଡ ର ପ୍ରସିଦ୍ଧ କଳାକାର ଅନୁଭବ ମାହାନ୍ତି ଏବଂ ବର୍ଷା

ପ୍ରିୟଦର୍ଶନୀ ପରସ୍ପରକୁ ପ୍ରେମ ବିବାହ କରିଥିଲେ । ଉଭୟ ନିଜ ବୈବାହିକ ଜୀବନରେ ହସଖୁସି ରେ ରହୁଥିଲେ ମାତ୍ର ତାହା କିଛି ସମୟ ନିମନ୍ତେ ଥିଲା । ହଟାତ ସବୁ ଓଲଟା ପାଲଟା ହୋଇଗଲା । ଉଭୟଙ୍କ ବୈବାହିକ ସଂ-ପ-ର୍କ-କୁ ସତେ ଯେମିତି କାହାର ନଜର ଲାଗିଗଲା । ଦୁହି ଜଣଙ୍କ ମଧ୍ୟରେ ବି-ଛେ-ଦ ର ଫାଟ ସୃଷ୍ଟି ହେଲା ଏହା ଏତେ ମାତ୍ରାରେ ବଢିବାକୁ ଲାଗିଲା ଯେ ଏହି ପ୍ରସଙ୍ଗ କୋ-ର୍ଟ ପର୍ଯ୍ୟନ୍ତ ବ୍ୟା-ପି-ଲା ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ନିଜ ସ୍ଵାମୀ ଅନୁଭବ ମହାନ୍ତି ଙ୍କ ଉପରେ ଅ-ଭି-ଯୋ-ଗ କଲେ । ବନ୍ଧୁଗଣ ଅନୁଭବ ଏବଂ ବର୍ଷା ପରସ୍ପରକୁ ୨୦୧୪ ମସିହାରେ ବିବାହ କରିଥିଲେ । ମାତ୍ର ବର୍ତ୍ତମାନ ସମୟରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଝ-ଗ-ଡା ହୋଇ ଉଭୟ ପରସ୍ପର ବିରୁଦ୍ଧରେ କୋ-ର୍ଟ ରେ ହା-ଜ-ର ହୋଇଛନ୍ତି । ବନ୍ଧୁଗଣ ଅନୁଭବ ମହାନ୍ତି ବର୍ଷାଙ୍କ ଠାରୁ ଅଲଗା ହୋଇ ରହିବାକୁ ଚାହୁଁଥିବା ବେଳେ, ବର୍ଷା କିନ୍ତୁ ଅନୁଭବ ଙ୍କ ସହିତ ରହିବା ପାଇଁ ଫ୍ୟାମିଲି କୋ-ର୍ଟ ରେ ଆ-ବେ-ଦ-ନ କରିଛନ୍ତି ।

ବନ୍ଧୁଗଣ ଏହି ଫ୍ୟାମିଲି କୋ-ର୍ଟ ରେ ମି-ଡି-ଏ-ସ-ନ ସମୟରେ ବର୍ଷା ଗତ ୬ ମାସ ଧରି କୋ-ର୍ଟ ରେ ହା-ଜ-ର ହେଉ ନାହାଁନ୍ତି ବୋଲି ଏହିଭଳି ସ-ଙ୍ଗୀ-ମ ଅ-ଭି-ଯୋ-ଗ କରିଛନ୍ତି ଅନୁଭବ ମହାନ୍ତି । ବନ୍ଧୁଗଣ ଏହା ବା-ବ-ଦ-ରେ କୋ-ର୍ଟ କୁ ୪ ଥର ଜଣାଇବା ପରେ ମଧ୍ୟ କୌଣସି ପ୍ରକାରର ଶୁଣାଣୀ ମିଳିପାରୁ ନାହିଁ ।

ବନ୍ଧୁଗଣ ଅନୁଭବ ମହାନ୍ତି କହିଛନ୍ତି ଯେ ବର୍ଷା ନିଜର ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ ରେ ଅନେକ ଫୋଟୋ ତଥା ଭି-ଡି-ଓ ଗୁଡିକୁ ସେୟାର କରୁଛନ୍ତି । ମାତ୍ର କୋ-ର୍ଟ ଆସିବାକୁ ତାଙ୍କ ପାଖରେ ୫ ମିନିଟ ର ମଧ୍ୟ ସମୟ ନାହିଁ ।

ବନ୍ଧୁଗଣ ଏହାଛଡା ଅନୁଭବ ମହାନ୍ତି କହିଛନ୍ତି, ବର୍ଷା ପ୍ରିୟଦର୍ଶନୀ ଏହିଭଳି କାମ କରି କୋ-ର୍ଟ ର ଏବଂ ତାଙ୍କର ସମୟ ବ-ର-ବା-ଦ କରୁଛନ୍ତି । ବର୍ଷା ନିଶ୍ଚିତ ତାଙ୍କୁ ମା-ନ-ସି-କ ନି-ର୍ଯା-ତ-ନା ଦେଉଛନ୍ତି ବୋଲି କହିଛନ୍ତି ଅନୁଭବ ମହାନ୍ତି । କିନ୍ତୁ ଅନ୍ୟ ପକ୍ଷରେ ବର୍ଷା ଙ୍କ ଓକିଲ କହିଛନ୍ତି ଯେ ବର୍ଷା ଙ୍କ ସ୍ୱାସ୍ଥ୍ୟ ଅବସ୍ତା ଖରାପ ଥିବାରୁ ସେ କୋ-ର୍ଟ ରେ ହା-ଜ-ର ହୋଇ ପରି ନାହାନ୍ତି ।

ବନ୍ଧୁଗଣ ଏହା ପୂର୍ବରୁ ଅନୁଭବ ମହାନ୍ତି ମଧ୍ୟ ଅନେକ ଥର କୋ-ର୍ଟ ରେ ହା-ଜ-ର ହୋଇ ନାହାନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟରେ ଉଭୟ ପରସ୍ପର ବି-ରୁ-ଦ୍ଧ-ରେ ବହୁତ ସାରା ଅ-ଭି-ଯୋ-ଗ କରୁଥିବାର ନଜର ଆସିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *