ଯାହା ବି ପଢିଲେ ମନେ ରହୁନି କି ? ତେବେ କରନ୍ତୁ ଏହି ଉପାୟ! 100% ମନେ ରହିବ ପଢିଥିବା ପାଠ

ଆଜିକା ସମୟରେ ସମସ୍ତଙ୍କର ଏହି କମ୍ପ୍ଲେନ ହୋଇଥାଏ ଯେ ପଢିଥିବା ପାଠ ଆମକୁ ମନେ ରହୁ ନାହିଁ ବାରମ୍ବାର ପଢିଲେ ମଧ୍ୟ ଆମେ ଏହାକୁ ଭଲ ଭାବରେ ମନେ ରଖି ପାରୁ ନାହିଁ । ତେବେ ଏହା ପାଇଁ ସମସ୍ତେ ଭାବନ୍ତି ଯେ ଆମ ସ୍ମରଣ ଶକ୍ତି ଖରାପ ହୋଇ ଯାଇଛି ବା ପୋଷଣ ଅଭାବରୁ ଆମକୁ ଏହା ଲାଗୁଛି ତେବେ କିଛି ଲୋକଙ୍କ ପାଇଁ ଏହା ସତ ହୋଇପାରେ ଯେ ଆପଣଙ୍କ କୁପୋସନ ବା ଜଙ୍କ ଫୁଡ ଅଭ୍ଯାସ ପାଇଁ ଏହା ସତ ହୋଇପାରେ କିନ୍ତୁ ବହୁତ ଲୋକନ୍ବ୍କ ପାଇଁ ନୁହ ।

ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ କୁପୋସନ ପାଇଁ ନୁହଁ ଆପଣଙ୍କ ପାଠ ଷ୍ଟାଇଲ ପାଇଁ ଆପଣ କିଛି ମନେ ରଖି ପାରୁ ନାହାନ୍ତି ଆଉ ଏହାର ଉପାୟ ଆମ ପାଖରେ ଅଛି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଆପଣ ମାନେ କେବେ ଋଟ୍ରାଇଭଲ ଇଫେକ୍ଟ ବିଷୟରେ ଶୁଣିବାକୁ ପାଇଛନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ବଡ ବଡ ବୈଜ୍ଞାନିକ ମାନେ କହିଛନ୍ତି ଯେ ଆମ ମସ୍ତିସ୍କ ଜେରୁନ ଜ୍ନିଶକୁ ପ୍ରଥମ ଥର ପଢିଥାଏ ତା ବିଷୟରେ ଜାଣିବାକୁ ଉତ୍ସୁକ ରହିଥାଏ ସେଥିପାଇଁ ପ୍ରଥମ ତାରରେ ଯାହା ଆମେ ପଢିଥାଉ ତାହା ଆମକୁ ମନେ ରହିଥାଏ କିନ୍ତୁ ଯେତେବେଳେ ଏହାକୁ ଆମେ ଦ୍ଵିତୀୟ ଥର ପଢିବାକୁ ପାଇଥାଉ ।

ସେତେବେଳେ ଆମକୁ ଏହା ଜଣା ପଡିଥାଏ ଯେ ଆମ ମସ୍ତିସ୍କ ଏହା କହୁଛି ଯେ ଏହାକୁ ପଢିଛୁ ଯାହା ଦ୍ଵାରା ଆମେ ଏତେ ଭଲରେ ତାକୁ ପଢି ନଥାଉ ତେବେ ଆମକଉ କୌଣସି ଜିନିଷ ବାରମ୍ବାର ପଢିଲେ ମନେ ରହିନଥାଏ ବାରମ୍ବାର ମନେ ପକାଇଲେ ରହିଥାଏ । ତେବେ ଏହି ଇନ୍ଫୋରମେସନ ଇନ ଆଉ ଆଉଟ କୁ ଋଟ୍ରାଇଭଲ ଇଫେକ୍ଟ କୁହା ଯାଇଥାଏ । ତେବେ ବହୁତ ଏମିତି ଲୋକ ହୁଅନ୍ତି ଯିଏ କେବଳ ପଢି ପଢି ଯାଇଥାନ୍ତି ଆଉ ବୁଝିବାକୁ କମ ଚେଷ୍ଟା କରନ୍ତି ତେବେ ଏହି ଭଳି ଲୋକ ଯେତେ ଘୋଷିଲେ ମଧ୍ୟ ତାଙ୍କୁ ସଠିକ ସମୟରେ କିଛି ମନେ ପଡି ନଥାଏ ।

ତେବେ ଜୀବନରେ ଯେତେ ସଫଳ ବ୍ୟକ୍ତି ଅଛନ୍ତି ସେ କେବେ କୌଣସି ଜିନିଷ ଘୋଷିବା ପାଇଁ ପ୍ରୟାସ କରି ନାହାନ୍ତି । ତେବେ ଆପଣଙ୍କୁ କଣ କରିବାର ଅଛି ଆପଣଙ୍କୁ କୌଣସି ଜିନିଷ ପଢିବାର ଅଛି ତା ପରେ ସେହି ଜିନିଷ ଉପରେ ପ୍ରଶ୍ନ ତିଆରି କରନ୍ତୁ ଆପଣ ଚାପ୍ଟର ସାରିବା ପରେ ଏକ୍ସରସାଇଜରୁ ନେଇ ପାରନ୍ତି ନଚେତ, ଗତ ବର୍ଷ ପରୀକ୍ଷା ପେପରରୁ ନେଇ ପାରନ୍ତି ନଚେତ ମୋକ ଟେଷ୍ଟ ପେପରରୁ ଆପଣ ପ୍ରଶ୍ନ ବାହାର କରି ପାରନ୍ତି ନଚେତ ନିଜେ

ପ୍ରଶ୍ନ ତିଆରି କରି ପାରନ୍ତି । ତେବେ ଆପଣ ଏହି ସବୁ ପ୍ରଶ୍ନ ଉତ୍ତର ଦବାକୁ ଚେଷ୍ଟା କରନ୍ତୁ କିଛି ଉତ୍ତର ଆସିବ କିଛି ଆସିବ ନାହିଁ ତେବେ ଆପଣ ସେହି ପ୍ରଶ୍ନ ଉତ୍ତର ଖୋଜିବା ପାଇବ୍ନ ଆଉ ଠାରେ ସେହି ପାଠକୁ ପଢନ୍ତୁ ତେବେ ଏହି ଜିନିଷ ବାରମ୍ବାର ପଢିବା ହେଲା ନାହିଁ ଆପଣଙ୍କ ଇଂଫରମେସନ ବାହାର ହେଲା ଏହି ପ୍ରୋସେସ ଦ୍ଵାରା ଆପଣଙ୍କ ମସ୍ତିସ୍କରେ ସେହି ଉତ୍ତର ଭଲ ଭାବରେ ଷ୍ଟୋର ହେଇ ରହି ଗଲା ଆର ଥର ଆପଣଙ୍କୁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ ଏହାକୁ ଋଟ୍ରାଇଭଲ ପ୍ରୋସେସ କୁହା ଯାଇଥାଏ ।

Leave a Reply

Your email address will not be published. Required fields are marked *