ପୋଲିସ ସାମ୍ନାରେ ସ୍ତ୍ରୀ କହିଲେ ‘ନପୁଂସକ ହେଉଛନ୍ତି ମୋ ସ୍ଵାମୀ, ହନିମୁନରେ ବି କଲେ ନାହିଁ କିଛି ’ ଏବଂ ତା ପରେ ହେଇଗଲା ଏହି କାଣ୍ଡ

ସବୁ ଝିଅଙ୍କର ସ୍ଵପ୍ମ ହୋଇଥାଏ କି ସେ ଏକ ଏମିତି ପୁଅ ସହ ବିବାହ କରିବେ ଯିଏ ତାଙ୍କୁ ସାରା ଜୀବନ ଖୁସି ଦେବ । ଯେବେବି କେଉଁ ଝିଅ କାହାକୁ ବାହାହୁଏ ତାହେଲେ ସେ ଅନେକ ସ୍ଵପ୍ନ ଦେଖି ଥାଏ । ବାହାଘରରେ ମୁଁ ଏଇଟା ପିନ୍ଧିବି, ବାହାଘର ପରେ ଆମେ ସେଠାକୁ ବୁଲିବାକୁ ଯିବୁ ,ଏହିପରି ହନିମୁନ ମନେଇବୁ ,ଛୁଆ ହେଲା ପରେ ଏହି ନାମ ରଖିବୁ ଇତ୍ୟାଦି । କିନ୍ତୁ ଟିକେ ଭାବନ୍ତୁ କଣ ହବ ଯେତବେଳେ ବିବାହ ପରେ ଆପଣ ସ୍ବାମୀଙ୍କ ସହିତ ହନିମୁନ ରେ ଯିବେ ଏବଂ ସେ ହାତ ଉପରେ ହାତ ପକାଇ ବସିରହିବେ ଓ କିଛି କରିବେ ନାହିଁ । ଏମିତି ଏକ ଘଟଣା ମଥୁରାରେ ରହୁଥିବା ଏକ ଝିଅ ସାଙ୍ଗରେ ହେଇଗଲା ।

Image Courtesy: Google

ଏହି ଝିଅ ବିବାହ ପରେ ବହୁତ ଖୁସି ଥିଲା । ହନିମୁନ ପାଇଁ ସିଙ୍ଗାପୁର ବି ଗଲେ । କିନ୍ତୁ ଏହି ହନିମୁନ ତା ଜୀବନର ସବୁଠାରୁ ଖରାପ ଦିନ ସେତବେଳେ ହେଇଗଲା ଯେତବେଳେ ତାଙ୍କୁ ଜଣାପଡିଲା କି ଯେଉଁ ପୁଅକୁ ସେ ବାହା ହେଇଛନ୍ତି ସେ ନପୁଂସକ । ଏହା ପରେ ସେହି ଝିଅ ସିଧା ଥାନାକୁ ଗଲା ଏବଂ ସେଠି ଏମିତି ହଙ୍ଗାମା କଲା ଯାହା ଆପଣ ଭାବି ପାରିବେ ନାହିଁ । ତାହେଲେ ଚଲାନ୍ତୁ ଜାଣିବା ପୁରା ଘଟଣା ।

ଏମିତି ହୋଇଥିଲା ଦୁଇଜଣଙ୍କ ବାହାଘର

Image Courtesy: Google

ପୁଅ ନିଜ ପରିବାର ସହିତ ନଇଡା ର ସେକ୍ଟର -୬୨ ରେ ଏକ ଆପାର୍ଟମେଣ୍ଟ ରେ ରହୁଛି । ପୁଅ ସଫ୍ଟୱାଇର ଇଙ୍ଗିନିଅର ଅଟେ । ପୁଅ ଘର ଲୋକ ଏକ ଓଏବସାଇଟ ଦ୍ଵାରା ବାହାଘର ପାଇଁ ଏକ ଝିଅ ପସନ୍ଦ କଲେ । ସେ ଝିଅ ମଥୁରାରେ ରୁହେ । ୨୦୧୭ ତାଙ୍କ ଘରଲୋକ ସେମାନଙ୍କର ବାହାଘର ବହୁତ ଧୁମଧାମରେ କରିଦେଲେ । ଏହି ବାହା ଘରରେ ଝିଅ ଘର ଲୋକ ବହୁତ ଖୁସି ହୋଇଥିଲେ ।

ହନିମୁନରେ ଖୋଲିଲା ପୁଅର ରାଜ

Image Courtesy: Google

ସମସ୍ତଙ୍କ ପରି ସେମାନେ ବି ହନିମୁନର ପ୍ଳାନ କଲେ । ହନିମୁନ ପାଇଁ ସେ ଦୁଇଜଣ ସିଙ୍ଗାପୁର ଚାଲିଗଲେ । ସେଠାରେ ପୁଅଟି କେବଳ ବୁଲା ବୁଲି ଛଡା ଆଉ କିଛି କଲା ନାହିଁ । ପୁଅଟି ତା ସ୍ତ୍ରୀ ସହିତ କିଛି ସମ୍ପର୍କ ରଖି ପାରିଲା ନାହିଁ । ଝିଅଟି ଏହି କଥାରେ ବହୁତ ଉଦାସ ହୋଇଗଲା ଏବଂ ଦୁଇଜଣ ନୟଡା ଫେରି ଆସିଲେ ।

ଶାଶୁଙ୍କୁ କଲେ ଶିକାୟତ

ସେ ଘରକୁ ଫେରି ସବୁ କଥା ତା ଶାଶୁକୁ କହିଲା । ଶାଶୁ କହିଲେ କି ସେ ପରେ ସମ୍ପର୍କ ରଖିବ ଏହା କହି ଝିଅଟିକୁ ବୁଝାଇଲେ । କିନ୍ତୁ ବହୁତ ଦିନ ଗଲା ପରେ ବି ପୁଅଟି ସେ ଝିଅ ସହିତ କିଛି କଲା ନାହିଁ । ଏହା ପରେ ସେ ଝିଅଟି ସବୁ କଥା ତା ଘର ଲୋକଙ୍କୁ କହିଲା ।

ପୋଲିସ ସାମ୍ନାରେ ସ୍ଵାମୀକୁ ଥାପଡ

Image Courtesy: Google

ଯେଉଠି ଦୁଇ ପରିବାର ଲୋକ ନିଜ ନିଜ ଭିତରେ ଝଗଡା କରିବାକୁ ଲାଗିଲେ । ପୁଲିସ ବି ମୁକ ଦର୍ଶକ ଭଳି ସବୁ ଦେଖୁଥିଲେ । କିନ୍ତୁ ଝିଅଟିକୁ ଏତେ ରାଗ ଆସିଥିଲା କି ସେ ସମସ୍ତଙ୍କ ଆଗରେ କହିଲା ମୋ ସ୍ଵାମୀ ହେଉଛନ୍ତି ନପୁଂସକ । ଏହା ସହିତ ସେ ସମସ୍ତଙ୍କ ସାମ୍ନାରେ ତା ସ୍ଵାମୀକୁ ଗୋଟେ ଥାପଡ ମାରିଲା । ପୁଲିସ ଦୁଇ ପରିବାରକୁ ବୁଝାଇଲା । ଝିଅ ଘର ଲୋକ ଥାନାରେ ପୁଅ ଘର ଲୋକଙ୍କ ନାରେ ଏଫେୟାର ଦେଲେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *