ଓଡିଆ Film ଜଗତର ଫେମସ ଅଭିନେତା ପ୍ରଦ୍ଯୁମ୍ନ ଲେଙ୍କାଙ୍କ Family Album

ପ୍ରଦ୍ଯୁମ୍ନ ଲେଙ୍କା ଓଡିଆ ଚଳଚିତ୍ର ବହୁତ ସମ୍ମାନିତ ବ୍ୟକ୍ତି ଅଟନ୍ତି ସେ ଅଭିନୟ ସହ ଅଧ୍ୟାପକ ମଧ୍ୟଅଟନ୍ତି । ପ୍ରଦ୍ଯୁମ୍ନ ଲେଙ୍କାଙ୍କ ଅଭିନୟ ୯୦ଦଶକରେ ବହୁତ ପ୍ରସିଦ୍ଧ ଥିଲା ସେହି ସମୟରେ ସବୁଠାରୁ ଚଳଚିତ୍ର ଆସୁଥିଲା ସେ ବାପାଙ୍କ ଅଭିନୟ ବହୁତ ଭଲ କରିଛନ୍ତି । ଏହା ସହ ସେ ବହୁତ ସିରିଏଲରେ କାମ କରିଛନ୍ତି ଓ ଲୋକେ ଆଜିବି ତାଙ୍କ ଅଭିନୟ ଦେଖିବାକୁ ଇଛା କରନ୍ତି ।

ପ୍ରଦ୍ଯୁମ୍ନ ଲେଙ୍କାଙ୍କ ଜନ୍ମ ୧୯୫୩ ରେ କଟକ ନିଆଳି ଜିଲାରେ ହୋଇଥିଲା, ତାଙ୍କ ଜନ୍ମ ଦ୍ଵାରା ତାଙ୍କ ମା ବାପା ବହୁତ ଖୁସି ହୋଇଥିଲେ । ତାଙ୍କ ଜନ୍ମ ବହୁତ ସାଧାରଣ ଘରେ ହୋଇଥିଲା ସେ ଚୁବେଳୁ ଅଭିନୟରେ ବହୁତ ଇଛା କରୁଥିଲେ ସେ ଯାତ୍ରାରେ ମଧ୍ୟ କାମ କରିଥିଲେ ।

Image Courtesy: Google

ପ୍ରଦ୍ଯୁମ୍ନ ଲେଙ୍କା ଅଭିନେତା ସହ ନିର୍ଦେଶକ ଓ କଳାକାର ଅଟନ୍ତି ଓ ଏହା ସହ ବହୁତ ଭଲ ଅଧ୍ୟାପକ ମଧ୍ୟ ଅଟନ୍ତି । ପ୍ରଦ୍ଯୁମ୍ନ ଲେଙ୍କାଙ୍କ ବାପା ନାମ ଅନ୍ତରଯାମୀ ଲେଙ୍କା ଅଟେ ଓ ତାଙ୍କ ମାଙ୍କ ନାମ ସଇଳାବାଳା ଲେଙ୍କା । ଖବର ଅନୁଯାଇ ପ୍ରଦ୍ଯୁମ୍ନ ଲେଙ୍କା ତାଙ୍କ ଛୁଆବେଳ ପାଠ ପହଙ୍ଗା ବିଦ୍ୟାଳୟରୁ କରିଥିଲେ ଓ ଦଶମ ପରୀକ୍ଷା ରାନୀହାଟରୁ ପାସ କରିଥିଲେ । ପ୍ରଦ୍ଯୁମ୍ନ ଅଭିନୟ ସହ ପାଠରେ ମଧ୍ୟ ବହୁତ ଭଲ ଥିଲେ ସେ ଗ୍ରାଜୁଏସନ ପରେ ଅଧ୍ୟାପକ ହେଇଥିଲେ ତାରିଣୀ ଠାକୁରାଣୀ ମହା ବିଦ୍ୟାଳୟରେ ସେ ପ୍ରଥମେ ଅଧ୍ୟାପକ ଭାବରେ ଯଏନ କରିଥିଲେ ।

Image Courtesy: Google

ଯାହା ପରେ ତାଙ୍କୁ ଆହୁରି ସମ୍ମାନ ପ୍ରାପ୍ତ ହୋଇଥିଲା । ୨୦୧୩ରେ ଅଳକା ମହା ବିଦ୍ୟାଳୟରୁ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ ତାଙ୍କ ପାଠ ପଢା ପିଲାଙ୍କୁ ବହୁତ ପସନ୍ଦ ଥିଲା । ତାଙ୍କ ଅଭିନୟ ଦୁନିଆରେ ବହିଉତ ସମ୍ମାନ ଥିଲା କାହିଁକିନା ସେ ଅଧ୍ୟାପକ ଥିଲେ ଓ ତାଙ୍କ ଅଭିନୟ ଦର୍ଶକମାନଙ୍କ ମନ କିଣି ନେଇଥିଲେ । ତେବେ ପ୍ରଦ୍ଯୁମ୍ନଙ୍କ ଦୁଇଟି ଝିଅ ଅଟନ୍ତି ଓ ସେ ନିଜ ପରିବାର ସହ ବହୁତ ସୁଖରେ ଅଛନ୍ତି ତାଙ୍କ ଅଭିନୟ ଓଡିଶାରେ ସମସ୍ତେ ମନେ ରଖିଛନ୍ତି ଓ ସିରିଏଲରେ ମଧ୍ୟ ସେ ଏବେ ବି ବହୁତ ଭଲ କାମ କରୁଛନ୍ତି ।

Image Courtesy: Google

କଣ ଆପଣ ଜାଣିଛନ୍ତି ପ୍ରଦ୍ଯୁମ୍ନଙ୍କ ପ୍ରଥମ ଚଳଚିତ୍ର ଆସିଥିଲା ଯାହା ନା ଥିଲା ପୂଜା ଯାହା ୧୯୮୧ରେ ଆସିଥିଲା ଏହି ଚଳଚିତ୍ରରେ ପ୍ରଦ୍ଯୁମ୍ନଙ୍କ ଅଭିନୟ ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇଥିଲେ କିନ୍ତୁ ସେ ପାଠ ସହ ଅଭିନୟକୁ ମଧ୍ୟ ସେତିକି ସମୟ ଦେଇଥିଲେ ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଯାହା ଦ୍ଵାରା ସେ ଆଗକୁ ବଢିବାକୁ ଚାନ୍ସ ପାଇଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *