Bollywoodର ଏହି ଅଭିନେତାଙ୍କର ହେଲା ପରଲୋକ, ସାରା ବଲୀଉଡରେ ଶୋକର ଛାୟା

ବନ୍ଧୁଗଣ, ଆମ ନ୍ୟୁଜ ପୋର୍ଟାଲ କୁ ଆପଣ ମାନଙ୍କୁ ସ୍ୱାଗତ । ଏହି ବର୍ଷ 2020 କୌଣସି କଳା ବର୍ଷ ଠାରୁ କମ ନୁହେଁ । 2020 ଆରମ୍ଭରୁ ଅଷ୍ଟ୍ରେଲିଆ ରେ ନିଆଁ ଲାଗିବା ହେଉ କି କରୋନା ରେ ଲକ୍ଷ ଲକ୍ଷ ଲୋକ ମାନଙ୍କର ଜୀବନ ଯାଉ ।

ଏହି ବର୍ଷ ବହୁତ ଅଶୁଭ ପରିଣୀତି ଆମକୁ ଦେଖେଇ ସାରିଲାଣି । ଯଦି ଆମେ ସିନେମା ଜଗତ କଥା କହିବାକୁ ଯିବା । ସୁଶାନ୍ତ ସିଂ ରାଜପୁତ, ଋଷି କପୁର, ଇରଫାନ୍ ଖାନ ଙ୍କ ବଳି ବଡ଼ କଳାକାର ଆମ ଗହଣରେ ଆଉ ନାହାଁନ୍ତି । ତେବେ ଆଜି ପୁଣି ବଲୀଉଡରୁ ଏକ ଦୁଃଖର ଖବର ଆସିଛି ।

Image Courtesy: Google

ବଲିଉଡ ଅଭିନେତା ଫରାଜ ଖାନଙ୍କ ୪୬ ବର୍ଷରେ ପରଲୋକ ହୋଇଛି । ସେ ବ୍ୟଙ୍ଗଲୋରରା ଗୋଟେ ହସ୍ପିଟାଲରେ ଦୀର୍ଘ ଦିନ ଧରି ଭର୍ତି ହୋଇଥିଲେ ମେହେନ୍ଦି ଫିଲ୍ମର ହୀରୋ ଫରାଜ ଖାନଙ୍କ ମୃତ୍ୟୁର ଖବର ପୂଜା ଦେଇଥିଲେ । ପୂଜା ଭଟ ଟ୍ବିଟ କରି ଲେଖିଛନ୍ତିକି ଅତି ଦୁଃଖର ସହିତ ଏହି କଥା କହିବାକୁ ପଡୁଛି ଫରାଜ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ସେ ଦୀର୍ଘ ଦିନରୁ ଛାତିରେ କଫ ଓ ସଂକ୍ରମଣ ସମସ୍ୟା ଭୋଗୁଥିଲେ । ତାଙ୍କର ଶୂନ୍ୟସ୍ଥାନ କେହିବି ଭରି ପାରିବେ ନହିଁ ।

ଆପଣ ମାନଙ୍କ ସାହାର୍ଯ୍ୟ ଓ ଶୁଭ କାମନା ପାଇଁ ଆପଣଙ୍କୁ ଧନ୍ୟବାଦ । ପୂଜା ତାଙ୍କର ଆର୍ଥିକ ସାହାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ମଧ୍ୟ କହିଥିଲେ । ଯାହା ପରେ ସଲମାନ ଖାନ ତାଙ୍କର ସବୁ ବିଲ ଭରିଦେଇଥିଲେ । ଏହା ବିଷୟରେ କାଶ୍ମୀରା ସୂଚନା ଦେଇଥିଲେକି ଫରାଜଙ୍କର ଆର୍ଥିକ ସ୍ଥିତି ଭଲ ନହିଁ ବୋଲି ।

Image Courtesy: Google

କିଛି ଦିନପରେ ତାଙ୍କ ପରିବାର ଲୋକ ଫଣ୍ଡ ରେଜର ୱେବ ସାଇଟ ଜରିଆରେ ଲୋକଙ୍କୁ ଆର୍ଥିକ ସହରଜ୍ୟରେ ଅପିଲ କରିଥିଲେ । ଫରାଜ ଖାନ ବାପା ଜେନ ଅଭିନେତା ଥିଲେ ତାଙ୍କର ବାପାଙ୍କ ନାମ ଯୁସୁଫ ଖାନ ।ଫରାଜ ତାଙ୍କ ବାପା ଭଳି ନିଜ କ୍ୟାରିଅର ଅଭିନୟରେ କରିବାକୁ ନିସ୍ପତି ନେଇଥିଲେ ।

Image Courtesy: Google

ଫରାଜ ଖାନ ରାନୀ ମୁଖାର୍ଜୀଙ୍କ ସହିତ ମେହେନ୍ଦି, ଦୁଲହନ ବନୁ ମେ ତେରି, ଫରେବ ସହ ବଲ୍ଲୀଉଡରେ ବହୁତ ଫିଲ୍ମରେ ନଜର ଆସିଥିଲେ । ଫରାଜଙ୍କ ଫିଲ୍ମ ଫରେବର ଗୀତ, ”ତେରି ଆଖେ ଝୁକି ଝୁକି ବହୁତ ହିtଟ ହୋଇଥିଲା । ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *