ଏହି ବିବାହିତ ନିର୍ଦେଶକଙ୍କ ପ୍ରେମରେ ପଡିଲେ ବାହୁବଳି ଅଭିନେତ୍ରୀ

ବାହୁବଳି ଫିଲ୍ମ ଅଭିନେତ୍ରୀ ଅନୁଷ୍କା ଶେଠୀ ପ୍ରଭାସଙ୍କ ସାଙ୍ଗରେ ଆଫେୟାର ଏବଂ ବିବାହର ଖବର ଚର୍ଚାରେ ରହିଥାଏ । କିନ୍ତୁ ପ୍ରଭାସ ଏବଂ ଅନୁଷ୍କା ଜଣେ ଅନ୍ୟ ଜଣକୁ ଭଲ ସାଙ୍ଗ ହିଁ କହିଛନ୍ତି । ଏବେ ସାଉଥ ଅଭିନେତ୍ରୀ ଅନୁଷ୍କା ଙ୍କ ଲଭ ଲାଇଫ କୁ ନେଇ ବଡ ଖବର ସାମନାକୁ ଆସିଛି । ସୂଚନା ଅଛି କି ଅନୁଷ୍କା ନିର୍ଦେଶକ କୋବଲାମୁଡି ଙ୍କ ସହିତ ବିବାହ କରି ପାରନ୍ତି ।

ସୂଚନା ଅନୁସାରେ ଅନୁଷ୍କା ଜଣାଶୁଣା ନିର୍ଦେଶକ ରାଘବେନ୍ଦ୍ର ରାଓ ଙ୍କ ପୁଅ ପ୍ରକାଶ କୋବଲାମୁଡି ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି । ପ୍ରକାଶଙ୍କ ପ୍ରଥମ ବିବାହ ଲେଖକ କନିକା ଢିଲ୍ଲନ ଙ୍କ ସହିତ ହୋଇ ସାରିଛି । ଦୁଇଜଣ ୨୦୧୪ ମସିହାରେ ବିବାହ କରିଥିଲେ । କିନ୍ତୁ ସେମାନେ ଏବେ ବିବାହ ବନ୍ଧନରୁ ଅଲଗା ହୋଇ ଯାଇଛନ୍ତି । କିନ୍ତୁ ଦୁଇଜଣଙ୍କର ଛାଡପତ୍ରର ଏବେ କୌଣସି ସୂଚନା ନାହିଁ ।

ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଖବର ଗୁଡିକ ପସନ୍ଦ ଆସୁଥିବ, ପସନ୍ଦ ଆସୁଥିଲେ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *