Boyfriend ପାଇଁ ଦୁଇ ଝିଅ ରାସ୍ତା ମଝିରେ କଲେ ଏଭଳି କାଣ୍ଡ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତି ଦିନ ପ୍ରେମ ସମ୍ପର୍କକୁ ନେଇ ଅନେକ ଘଟଣା ଦେଖିବାକୁ ମିଳିଛି । କିଛି ପ୍ରେମ ସମ୍ପର୍କ ଏମିତି ରହିଛି ଯେଉଁଥିରେ ଦୁଇ ପ୍ରେମୀ ଯୁଗଳ ସଫଳ ହେଉଛନ୍ତି । କିନ୍ତୁ ଅନ୍ୟ କ୍ଷେତ୍ରରେ କିଛି ପ୍ରେମୀ ଯୁଗଳ ନିଜ ଜାଲରେ ନିଜେ ଫଶି ଯାଉଛନ୍ତି । ଆଜି ର ଆମର ଏହି ଲେଖା ରେ ଏମିତି କିଛି ପ୍ରେମ କାହାଣୀ ରହିଛି ।

ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ରହିଛି । ଏହି ଭିଡିଓ ରେ ଯେଉଁ ଦୃଶ୍ୟ ଦେଖା ଯାଉଛି ତାହା ହେଉଛି ଲୋହନଗରି ଜାମସେଦପୁର ଠାରେ ଘଟିଛି । ସେଠାରେ ଜଣେ ଯୁବକ ଦୁଇଟି ଝିଅ ଙ୍କ ସହ ପ୍ରେମ ସମ୍ପର୍କ ରଖିବା କଥା ଜାଣିବା ପରେ ଦୁଇ ପ୍ରେମିକା ପରସ୍ପର ମଧ୍ୟରେ ଲଢେଇ ଆରମ୍ଭ କରି ଦେଇଛନ୍ତି ।

ଏହି ଭିଡିଓ ରେ ପ୍ରେମିକ ଜଣକ ନିଜର ଦିତୀୟ ପ୍ରେମିକା ସହ ରାସ୍ତା ରେ ଯାଉଥିବା ସମୟରେ ପ୍ରଥମ ପ୍ରେମିକା ଏହି କଥା ଜାଣି ପାରିଥିଲା । ଏହା ପରେ ଦୁଇ ପ୍ରେମିକା ନିଜ ପ୍ରେମ ପାଇଁ ଏତେ ଜୋର ଲଗାଇ ଦେଇଛନ୍ତି ଯେ ପରସ୍ପରକୁ ମାଡ ମାରିବା ସହ ରାସ୍ତା ରେ ଗଡି ଯାଇଛନ୍ତି । ପ୍ରେମିକ ଜଣକ ଦୁଇ ପ୍ରେମିକା ଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁଇ ପ୍ରେମିକା କିଛି ବି ଶୁଣି ନ ଥିଲେ ।

ସେହି ଯୁବକକୁ ତାର ଦୁଇ ପ୍ରେମିକା ଏତେ ଭଲ ପାଉଥିଲେ ପରସ୍ପରର ଚୁଟି ଟାଣି ମାଡ ମାରୁଥିବାର ଦୃଶ୍ୟ ଏହି ଭିଡିଓ ରୁ ଜଣା ପଡୁଛି । ତେବେ ସେଠାରେ ଥିବା ଲୋକ ମାନେ ମଧ୍ୟ ଏହି ଦୃଶ୍ୟ ଦେଖିବା ସହ ପୋଲିସ କୁ ଏହି ବାବଦରେ ଜଣାଇଛନ୍ତି ।

କିନ୍ତୁ ପୋଲିସ ଆସିବା ପୂର୍ବ ରୁ ଯୁବକ ଜଣକ ନିଜର ଦୁଇ ପ୍ରେମିକା କୁ ନେଇ ସେଠାରୁ ଚାଲି ଯାଇଛି । ନିଜ ପ୍ରେମିକ କୁ ଅନ୍ୟ ଝିଅ ସହ ଦେଖି ଦୁଇ ପ୍ରେମିକା ଏମିତି ପ୍ରତିକ୍ରିୟା ଦେଇଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରୁ ଦେଖି ପାରିବେ । ଏହି ଘଟଣା କେବଳ ସେହି ଠକ ଯୁବକ ପାଇଁ ଆରମ୍ଭ ହୋଇଛି ।

ତେବେ କଥାରେ ଅଛି ପ୍ରେମ ଓ ଯୁଦ୍ଧରେ ସବୁ କିଛି ହୋଇଥାଏ ଯାହା ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ଦୁଇ ପ୍ରେମିକା ନିଜ ଭିତରେ ଝଗଡା ନ କରି ସେହି ଯୁବକର କ୍ଳାସ ନେବା ଉଚିତ । ଆମ ଦେଶରେ ଏମିତି ବି ପୁରୁଷ ଅଛନ୍ତି ଯେଉଁ ମାନେ ଝିଅ ମାନଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କର ଫାଇଦା ଉଠାଉଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *