Oops: Yellow ଡ୍ରେସ ରେ ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ Rashmika Mandannaଙ୍କୁ ହେବାକୁ ପଡିଲା ଲଜ୍ଜିତ, ଭାଇରାଲ ହେଲା Video

ବଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ଏମାନେ ନିଜର ଅଲଗା ଜାଗା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସୃଷ୍ଟି କରି ପାରିଛନ୍ତି । ବିଶେଷ କରି ବଲିଉଡ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା, ଷ୍ଟାଇଲ ଓ ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରଶ୍ମିକା ମନ୍ଦାନା ଙ୍କର ଲୁକ ବିଷୟରେ କିଛି କଥା କହିବାକୁ ଯାଉଛୁ । ଆପଣ ମାନେ ସାଉଥ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ମୁମ୍ବାଇରେ ସ୍ପଟ ହେଇଛନ୍ତି ୟେଲୋ କଲର ଡ୍ରେସରେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେ ମିଡିଆକୁ ଅଧିକ ଭାଉ ନ ଦେଇଥିଲେ ମଧ୍ୟ ନିଜର ତାରିଫ କରିବାରେ ପଛେଇ ନାହାନ୍ତି । ତାଙ୍କର ୟେଲୋ ଡ୍ରେସରେ ସେ ନିଜକୁ ବହୁତ ଭଲ ଭାବେ ମେଣ୍ଟେନ କରିହକନ୍ତି ଯାହା ପାଇଁ ତାଙ୍କର ଫ୍ୟାନ୍ସ ମାନେ ବହୁତ ସାରା ଲାଇକ ଓ କମେଣ୍ଟ ଦେଉଛନ୍ତି ।

ରଶ୍ମିକା ପିନ୍ଧିଥିବା ସର୍ଟ ଡ୍ରେସରେ ବହୁତ ଭଲ ପୋଜ ଦେଇଛନ୍ତି । ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଏକ ଇଣ୍ଟରବିୟୁରେ ରଶ୍ମିକା କ୍ଯାରି କରିଥିବା ୟେଲୋ ଡ୍ରେସ କୁ ଠିକ ଭାବେ ସଜାଡିବାରେ ଏହି ଭିଡିଓ ରେ ଜଣା ପଡୁଛି । ସେ ନିଜ ଡ୍ରେସକୁ ବାରମ୍ବାର ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ୟେଲୋ ଡ୍ରେସ ସହ ରଶ୍ମିକା ପୋନିଟଲ ହେୟାର ଷ୍ଟାଇଲ କରିବା ସହ ହେଭି ମେକପ ନେବାର ନଜର ଆସୁଛନ୍ତି । ଏହା ସହ ସେ ବହୁତ କ୍ୟୁଇଟ ଏକ୍ସପ୍ରେସନ ଦେବାର ନଜର ଆସୁଛନ୍ତି । ତନକର ଏକ୍ସପ୍ରେସନ ଅପେକ୍ଷା ତାଙ୍କର ଫ୍ୟାନ୍ସ ମାନେ ତାଙ୍କର ସର୍ଟ ଡ୍ରେସ ସହ ଓପ୍ସ ଲୂକକୁ ବେଶୀ ଗୁରୁତ୍ଵ ଦେଇଥିବାର ନଜର ଆସିଛନ୍ତି । ତାଙ୍କର ଏହି ଓପ୍ସ ଲୁକ କୁ ଦେଖି ତନକର ଫ୍ୟାନ୍ସ ମାନେ ବହୁତ ଟ୍ରୋଲ କରିଛନ୍ତି । ତାଙ୍କର ଏହି ନୂଆ ଲୁକ ରେ ସେ ବହୁତ ଗରଜେସ ଲାଗିବା ସହ ବୋଲ୍ଡନେସ ଲାଗୁଛନ୍ତି ।

ଏହି ଭିଡିଓ ଭାଇରାଲ ହେବା ପରେ ଲୋକ ମାନେ ରଶ୍ମିକାଙ୍କୁ ଠିକ ଭାବେ ଡ୍ରେସ ପିନ୍ଧିବାକୁ କମେଣ୍ଟ ଦେଇଛନ୍ତି । ଅଭିନେତ୍ରୀ ରଶ୍ମିକା “ଗୁଡ ବାଏ”, “ପୁଷ୍ପା”, “ମିସନ ମଜନୂ” ଫିଲ୍ମରେ ଆଗାମୀ ଦିନରେ ନଜର ଆସିବାକୁ ଯାଉଛନ୍ତି । “ମିସନ ମଜନୂ” ଫିଲ୍ମ କୁ ନେଇ ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବଲିଉଡରେ ସେ “ଗୁଡବାଏ” ଫିଲ୍ମରେ ବଲିଉଡ ସୁପର ଷ୍ଟାର ଅମିତାଭ ବଚନଙ୍କ ସହ ନଜର ଆସିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏହି ନୂଆ ଲୁକ ଓ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *