ବଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ଏମାନେ ନିଜର ଅଲଗା ଜାଗା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସୃଷ୍ଟି କରି ପାରିଛନ୍ତି । ବିଶେଷ କରି ବଲିଉଡ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା, ଷ୍ଟାଇଲ ଓ ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରଶ୍ମିକା ମନ୍ଦାନା ଙ୍କର ଲୁକ ବିଷୟରେ କିଛି କଥା କହିବାକୁ ଯାଉଛୁ । ଆପଣ ମାନେ ସାଉଥ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ମୁମ୍ବାଇରେ ସ୍ପଟ ହେଇଛନ୍ତି ୟେଲୋ କଲର ଡ୍ରେସରେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସେ ମିଡିଆକୁ ଅଧିକ ଭାଉ ନ ଦେଇଥିଲେ ମଧ୍ୟ ନିଜର ତାରିଫ କରିବାରେ ପଛେଇ ନାହାନ୍ତି । ତାଙ୍କର ୟେଲୋ ଡ୍ରେସରେ ସେ ନିଜକୁ ବହୁତ ଭଲ ଭାବେ ମେଣ୍ଟେନ କରିହକନ୍ତି ଯାହା ପାଇଁ ତାଙ୍କର ଫ୍ୟାନ୍ସ ମାନେ ବହୁତ ସାରା ଲାଇକ ଓ କମେଣ୍ଟ ଦେଉଛନ୍ତି ।
ରଶ୍ମିକା ପିନ୍ଧିଥିବା ସର୍ଟ ଡ୍ରେସରେ ବହୁତ ଭଲ ପୋଜ ଦେଇଛନ୍ତି । ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଏକ ଇଣ୍ଟରବିୟୁରେ ରଶ୍ମିକା କ୍ଯାରି କରିଥିବା ୟେଲୋ ଡ୍ରେସ କୁ ଠିକ ଭାବେ ସଜାଡିବାରେ ଏହି ଭିଡିଓ ରେ ଜଣା ପଡୁଛି । ସେ ନିଜ ଡ୍ରେସକୁ ବାରମ୍ବାର ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।
ୟେଲୋ ଡ୍ରେସ ସହ ରଶ୍ମିକା ପୋନିଟଲ ହେୟାର ଷ୍ଟାଇଲ କରିବା ସହ ହେଭି ମେକପ ନେବାର ନଜର ଆସୁଛନ୍ତି । ଏହା ସହ ସେ ବହୁତ କ୍ୟୁଇଟ ଏକ୍ସପ୍ରେସନ ଦେବାର ନଜର ଆସୁଛନ୍ତି । ତନକର ଏକ୍ସପ୍ରେସନ ଅପେକ୍ଷା ତାଙ୍କର ଫ୍ୟାନ୍ସ ମାନେ ତାଙ୍କର ସର୍ଟ ଡ୍ରେସ ସହ ଓପ୍ସ ଲୂକକୁ ବେଶୀ ଗୁରୁତ୍ଵ ଦେଇଥିବାର ନଜର ଆସିଛନ୍ତି । ତାଙ୍କର ଏହି ଓପ୍ସ ଲୁକ କୁ ଦେଖି ତନକର ଫ୍ୟାନ୍ସ ମାନେ ବହୁତ ଟ୍ରୋଲ କରିଛନ୍ତି । ତାଙ୍କର ଏହି ନୂଆ ଲୁକ ରେ ସେ ବହୁତ ଗରଜେସ ଲାଗିବା ସହ ବୋଲ୍ଡନେସ ଲାଗୁଛନ୍ତି ।
ଏହି ଭିଡିଓ ଭାଇରାଲ ହେବା ପରେ ଲୋକ ମାନେ ରଶ୍ମିକାଙ୍କୁ ଠିକ ଭାବେ ଡ୍ରେସ ପିନ୍ଧିବାକୁ କମେଣ୍ଟ ଦେଇଛନ୍ତି । ଅଭିନେତ୍ରୀ ରଶ୍ମିକା “ଗୁଡ ବାଏ”, “ପୁଷ୍ପା”, “ମିସନ ମଜନୂ” ଫିଲ୍ମରେ ଆଗାମୀ ଦିନରେ ନଜର ଆସିବାକୁ ଯାଉଛନ୍ତି । “ମିସନ ମଜନୂ” ଫିଲ୍ମ କୁ ନେଇ ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବଲିଉଡରେ ସେ “ଗୁଡବାଏ” ଫିଲ୍ମରେ ବଲିଉଡ ସୁପର ଷ୍ଟାର ଅମିତାଭ ବଚନଙ୍କ ସହ ନଜର ଆସିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏହି ନୂଆ ଲୁକ ଓ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।