ସିଲଭର୍ ସିଟି Cuttack ର ଅବସ୍ଥା ! ରାସ୍ତା ମଝିରେ ଫାଟିଲା ପାଇପ, ଭାସିଲା ସହର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜିକାଲି ଯେଉଁ ଜାଗାରେ ରାସ୍ତା କାମ ହେଉଛି ତାହାକୁ ନେଇ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । କାରଣ ରାସ୍ତା କାମ ସାରିବା ପରେ କଣ୍ଟ୍ରାକ୍ଟର ମାନେ ଠିକ ଭାବେ ଏହାର ମରାମତି କରୁ ନାହାନ୍ତି । ଯାହା ଫଳରେ ରାସ୍ତାର ଅବସ୍ଥା ବହୁତ ଶୋଚନୀୟ ହୋଇ ପଡୁଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ । ସୂଚନା ଯୋଗ୍ୟ ଯେ କଟକ ସହର ଖାନନଗର ରାସ୍ତା ରେ ପାଇପ ଫାଟି ଯିବା ଫଳରେ ସହରର ସବୁ ରାସ୍ତା ଘାଟ ଜଳମଗ୍ନ ହୋଇ ପଡିଛି । ତେବେ ବର୍ତ୍ତମାନ ଯେଉଁ ପାଣି ପାଇପ କାମ ଚାଲିଛି ତାକୁ ନେଇ ରାସ୍ତା ଖୋଳାଖୋଳି ହେଉଛି ।

କିନ୍ତୁ ଏହାର ସଠିକ ଭାବେ ମରାମତି ନ କରିବାରୁ ଅନେକ ସମସ୍ଯା ସୃଷ୍ଟି ହେଉଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଯେ କିପରି ଭାବେ ପଣି ପାଇପ ଫାଟି ପାଣି ଉପରକୁ ସମୁଦ୍ର ଭଳି ମାଡି ଯାଉଛି ।

ପାଣିର ସ୍ରୋତ ଏତେ ଜୋର ରେ ରହିଛି ଯେ ପୁରା ରାସ୍ତା ରେ ପାଣି ମାଡି ମାଡି ଯାଉଛି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ସେଠାରେ ଥିବା ଲୋକ ଏମାନେ ମଧ୍ୟ ଏପରି ଦୃଶ୍ୟ ଦେଖି ଅବାକ ହୋଇ ରହି ଯାଇଛନ୍ତି । ତେବେ ଏଥି ପାଇଁ ଦାୟୀ କେବଳ ଯେଉଁ ମାନେ ପାଣି ପାଇପ କାମ କରି ଅଧାରୁ କାମ ବନ୍ଦ କରି ଦେଉଛନ୍ତି ।

ଯଦି ଏପରି ଭାବେ କାମ ଚାଲି ରୁହେ ତେବେ ଆଗକୁ ଆମ ଦେଶରେ ପାଣିର ଘୋର ଅଭାବ ଦେଖା ଯାଇପାରେ । ପାଣି ଯେପରି ଭାବେ ଉପରକୁ ଉଠିବାରେ ଲାଗିଛି ଦେଖିଲେ ଲାଗୁଛି ଯେ ପୁରା ରାସ୍ତା ରେ ସମୁଦ୍ର ସୃଷ୍ଟି ହୋଇଛି । ଆପଣ ମାନେ ଦେଖିବାକୁ ପାଇବେ ଯେ କିପରି ଭାବେ ପାଣି ରାସ୍ତାରେ ଗତି କରି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରି ଦେଇଛି । ତେବେ ଏଥି ପାଇଁ ପ୍ରଶାସନ ଅଧିକ ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *