ରାତିରେ ଗରମ କ୍ଷୀର ସହିତ ଖାଇ ନିଅନ୍ତୁ ଏହାର 2ଟି ଦାନା, ତା ପରେ ଦେଖନ୍ତୁ ଚମତ୍କାର…. ତାକତର ଖଜାନା- Health Tips

ଅଞ୍ଜିର ଗୋଟିଏ ଫଳ ହୋଇଥାଏ ତାକୁ ଶୁଖାଇକି ମଧ୍ୟ ସେବନ କରାଯାଇପାରିବ । ଅଞ୍ଜିର ଫଳ ସବୁ ସିଜିନରେ ମିଳିନଥାଏ କିନ୍ତୁ ଶୁଖା ଅଞ୍ଜିର ବହୁତ ସହଜରେ ମିଳିଯାଇଥାଏ । ଆଉ ଏହି ଶୁଖା ମେବା ବହୁତ ଫାଇଦା ଦେଇଥାଏ । ୫/୬ ଅଞ୍ଜିର ପ୍ରତିଦିନ ସେବନ କରିବା ଦ୍ଵାରା ଆପଣ ବହୁତ ବଡ ବଡ ରୋଗରୁ ବଞ୍ଚି ପାରିବେ । ଆସନ୍ତୁ ତାର ଫାଇଦା ବିଷୟରେ ଜାଣିବା । ଯାହା ଆପଣଙ୍କୁ ଚମକାଇ ଦେବ ନିଶ୍ଚିତ ରୂପରେ । ସର୍ବ ପ୍ରଥମେ ଆମେ ଆଲୋଚନା କରିବା ଆମେ କବ୍ଜର ।


କବ୍ଜ :- ୩ ଋ ୪ ଟି ଅଞ୍ଜିର କ୍ଷୀରରେ ଫୁଟାଇକି ରାତ୍ରି ସମୟରେ ଶୋଇବା ପୂର୍ବରୁ ରଖନ୍ତୁ ଓ ଆଉ ସେଇ କ୍ଷୀରକୁ ସେବନ କରନ୍ତୁ । ଏହା ଦ୍ଵାରା କବ୍ଜ ବାବସିରରେ ଲାଭ ହେବ । ଅଞ୍ଜିର ୪ ରୁ ୬ ପିସକୁ ୨୫୦ ମିଲି ଲିଟର ପାଣିରେ ଫୁଟାଇକି ପାଣିକୁ ଛାଣିକି ପିଇବା ଦ୍ଵାରା କବ୍ଜରୁ ମୁକ୍ତି ମିଳିଥାଏ । ୨ ଟି ଅଞ୍ଜିରକୁ ରାତିରେ ପାଣିରେ ଭିଯାଇକି ସକାଳେ ଚୋବାଇକି ଖାଇ ସେଇ ପାଣି ପିଇଲେ ପେଟ ସଫା ହୋଇଥାଏ ।


ଦମା :- ଯାହାର ଅଧିକ କଫ ହୋଇଯାଇଥାଏ କାଶ ହୋଇଥାଏ ସେଥି ପାଇଁ ଅଞ୍ଜିର ଖାଇବା ବହୁତ ଲାଭକରି ହୋଇଥାଏ । ଏହା ଦ୍ଵାରା କଫ ବାହାରକୁ ଆଜି ଯାଇଥାଏ ତଥା ରୋଗୀକୁ ଶୀଘ୍ର ଆରାମ ମିଳିଥାଏ । ପ୍ରତିଦିନ ଅଳ୍ପ ଅଳ୍ପ ଅଞ୍ଜିର ଖାଇବା ଦ୍ଵାରା ପୁରୁଣା କବ୍ଜ ମଳ ସବୁ ସଫା ହୋଇଯାଇଥାଏ । ୨ ରୁ ୪ ଟି ଶୁଖା ଅଞ୍ଜିର ସକାଳ ଓ ସନ୍ଧ୍ଯା କ୍ଷୀର ଗରମ କରିକି ଖାଇବା ଦ୍ଵାରା କଫର ମାତ୍ରା କମ ହୋଇଥାଏ । ଆଉ ଶରୀରରେ ନୂଆ ଶକ୍ତି ଆସିବ । ଅସ୍ଥମା ବା ଦମାର ଯେଉଁ ରୋଗ ସବୁ ଦୂର ହୋଇଥାଏ ।


ଅଧିକ ଶୋଷ ଲାଗୁଥିଲେ :- ଅଧିକ ଶୋଷ ହେବ ଦ୍ଵାରା ୧ ଅଞ୍ଜିରକୁ ରାତିରେ ପାଣିରେ ଭିଯାଇକି ସକାଳେ ତାର ସେବନ କରନ୍ତୁ । ପାଣିର ଯେଉଁ ଅଧିକତା ରହିଛି ବାର ଶୋଷ ଲାଗିବା କମି ଜୀବ । ଯେଉଁ ଲୋକଙ୍କୁ ଅଧିକ ସୁସୁ ଲାଗିଥାଏ ସେମାନେ ୩ ରୁ ୪ ଟି ଅଞ୍ଜିର ଖାଆନ୍ତୁ ଆଉ୧୦ ଗ୍ରାମ କଳା ତିଳ ଚୋବେଇକି ଖାଇଲେ ଏହି କଷ୍ଟ ଦୂର ହେବ । ଏହାକୁ ସପ୍ତାହରେ ଦୁଇଥର କରନ୍ତୁ । ବହୁତ ଜଲ୍ଦି ଏହି ଅସୁବିଧାରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *