ସାପ ଉପରେ କଣ ପକେଇଲେ ସାପ ତୁରନ୍ତ ମରିଯାଏ ? ଏହା ସହ ଆହୁରି 10+ GK Quiz

ନମସ୍କାର ବନ୍ଧୁଗଣ । ମଣିଷ ଜୀବନ ପ୍ରଶ୍ନ ରେ ଘେରି ହୋଇ ରହିଥାଏ । କିଛି ପ୍ରଶ୍ନ ଏମିତି ଥାଏ କି ଯାହାର ଉତ୍ତର ଖୋଜି ପାଇବା ସହଜ ହୁଏ ନାହିଁ । ତେବେ ସେଥିପାଇଁ ଆମେ ସାଧାରଣ ଜ୍ଞାନ ର ବ୍ୟବହାର କରିଥାଉ । ତେବେ ସାଧାରଣ ଜ୍ଞାନ ଆହରଣ କରିବାକୁ ହେଲେ ପ୍ରତେକ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ ।

କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଆମ ପୁସ୍ତକ ରେ ପଡିଥାଏ ତ ଆଉ କିଛି ନ ଥାଏ । ଯାହା ପାଇଁ ଅନେକ ସମୟରେ ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ କିଛି ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ । ନିଜ ଜ୍ଞାନର ବିକଶିତ କରିବା ପାଇଁ ନିହାତି ଆପଣ ଚାହୁଁଥିବେ । ତେବେ ଜ୍ଞାନର ବିକଶିତ ମନରେ ପ୍ରଶ୍ନ ଉଠିଲେ ହିଁ ହୋଇଥାଏ ।

ଅନ୍ୟ କେହି ଜଣେ ଆପଣଙ୍କୁ ପ୍ରଶ୍ନ ପଚାରିଲେ ଆପଣ ତାହାର ଉତ୍ତର ନ ଦେଇ ପାରିଲେ ସେହି ଠାରେ ଆପଣଙ୍କ ଜ୍ଞାନର ପରିଚୟ ମିଳି ଯାଇଥାଏ । କିଛି ପିଲା ଏମାନେ ନିଜର ଜ୍ଞାନ କୁ ବିକାଶ କରିବା ପାଇଁ ଅନେକ ପ୍ରକାରର ମାଧ୍ୟମ ଆପଣେଇ ଥାନ୍ତି । କିଛି ମାତ୍ରା ରେ ସେମାନେ ସଫଳ ମଧ୍ୟ ହୋଇଥାନ୍ତି ।

ତେବେ ନିଜର ଜ୍ଞାନ କୁ ବିକାଶ କରିବା ପାଇଁ ଆଜିର ସମୟରେ ମୋବାଇଲ ରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ପିଲା ଏମାନେ କିଛି ଭଲ ଓ ଖରାପ କଥା ସିଖୁ ଛନ୍ତି । ତେଣୁ ଅନ୍ୟ ମାନଙ୍କ ସାମ୍ନାରେ ନିଜ ଜ୍ଞାନକୁ ପ୍ରକାଶ କରିବା ପାଇଁ ଚାହୁଁଥିଲେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣନ୍ତୁ କିଛି ଏମତି ପ୍ରଶ୍ନର ଉତ୍ତର ଯାହା ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ କରାଇ ଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

୧- କେଉଁ ଗଛ ୧୦ ହଜାର ବର୍ଷ ଜୀବିତ ରହିଥାଏ ?

ଉତ୍ତର- ବର ।

୨- କେଉଁ ଜୀବ ର ଚର୍ମ ରୁ ୪୦ ପ୍ରକାରର ଔଷଧ ତିଆରି କରାଯାଏ ?

ଉତ୍ତର- କଇଁଛ ।

୩- ସବୁଠୁ ଅଧିକ ଟ୍ରେନ କେଉଁ ଦେଶରେ ଚାଲିଥାଏ ?

ଉତ୍ତର- ଜାପାନ ।

୪- କେଉଁ ବାସନରେ ଚାହା ରଖିବା ଦ୍ଵାରା ଚାହା ବହୁତ ଜଲ୍ଦି ଥଣ୍ଡା ହୋଇ ଯାଇଥାଏ ?

ଉତ୍ତର- ଚାନ୍ଦି ।

୫- କେଉଁ ଦେଶରେ ବିଶ୍ଵର ପ୍ରଥମ ଘଣ୍ଟା ତିଆରି କରା ଯାଇଥିଲା ?

ଉତ୍ତର- ଇଂଲଣ୍ଡ ।

୬- ଠେକୁଆ ର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- ୮ ବର୍ଷ ।

୭- ପିମ୍ପୁଡି ଗୋଟେ ଦିନରେ କେତେ ସମୟ ବିଶ୍ରାମ ନେଇଥାଏ ?

ଉତ୍ତର- ୧୬ ମିନିଟ ।

୮- କଣ ଖାଇଲେ ରକ୍ତ ଶୀଘ୍ର ବୃଦ୍ଧି ପାଇଥାଏ ?

ଉତ୍ତର- ବିଟ ।

୯- ମନୁଷ୍ୟ ଶରୀରର କେଉଁ ଅଙ୍ଗ ଶୋଇବା ସମୟରେ  ବଡ ହୋଇଥାଏ ?

ଉତ୍ତର- ଆଖି ପତା ।

୧୦- ସାପ ଉପରେ କଣ ପକେଇଲେ ସାପ ତୁରନ୍ତ ମରିଯାଏ ?

ଉତ୍ତର- ଫିନାଇଲ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *