ଶାଶୂଘରେ ଶଶୁରଙ୍କ ଜନ୍ମ ଦିନ କିପରି ପାଳିଲେ ଜାଙ୍କଲିନ ଦେଖିଲେ ଆଖିରେ ଲୁହ ରହିବ ନାହିଁ, ଦେଖନ୍ତୁ Video

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ କଳାକାର ଅଛନ୍ତି, ଯେଉଁମାନେ ବହୁତ ଲୋକପ୍ରିୟ ହୋଇ ଆସିଲେଣି । ସେମାନଙ୍କୁ ଟିଭି ପରଦାରେ ଦେଖିବାକୁ ଅନେକ ଦର୍ଶକ ଚାହିଁ ବସିଥାନ୍ତି । ବନ୍ଧୁଗଣ ଆମ୍ଭେ ମାନେ ସାଧାରଣତ ନିଜ ନିଜ ପସନ୍ଦ ଅନୁଯାୟୀ ଅଭିନେତା ତଥା ଅଭିନେତ୍ରୀ ଙ୍କୁ ପସନ୍ଦ କରିଥାଉ । ଆଜି ଆମ୍ଭେ ଆପଣ ମାନଙ୍କୁ ଜାଙ୍କଲିନ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ବନ୍ଧୁଗଣ ଜାଙ୍କଲିନ ଙ୍କୁ ଆପଣ ମାନେ ଧାରାବାହିକ ରେ ଦେଖିଥିବେ । ସେ ନିଜର ଉତ୍ତମ ପ୍ରଦର୍ଶଣ ଦ୍ଵାରା ଦର୍ଶକ ଙ୍କ ହୃଦୟରେ ଘର କରି ବସିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଲେଣି । ଦର୍ଶକ ବନ୍ଧୁ ନିଜ ଶାଶୁଘରେ ନିଜ ଶଶୁର ଙ୍କ ଜନ୍ମ ଦିନ କିଭଳି ପାଳନ କରିଛନ୍ତି ଜାଙ୍କଲିଙ୍କ ତାହା ଆମ୍ଭେ ଆପଣଙ୍କୁ ଜଣାଇବାକୁ ଯାଉଅଛୁ ।

ବନ୍ଧୁଗଣ ଗତ ମଇ ମାସର ୨୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଜାଙ୍କଲିନ । ବନ୍ଧୁଗଣ ବର୍ତ୍ତମାନ ତାଙ୍କ ବିବାହ କୁ ୧ ମାସ ସଂପୂର୍ଣ୍ଣ ହୋଇ ଯାଇଛି । ଖୁବ କମ ସମୟରେ ଶାଶୁଘରେ ମଧ୍ୟ ସେ ନିଜ ଶାଶୁ ଶଶୁର ଙ୍କ ପ୍ରିୟପାତ୍ର ପାଲଟି ଯାଇଛନ୍ତି ଜାଙ୍କଲିନ । ବନ୍ଧୁଗଣ ଜାଙ୍କଲିନ ଙ୍କ ଶାଶୁଘରେ ତାଙ୍କ ଶାଶୁ, ଶଶୁର, ତାଙ୍କ ଦିଅର ତଥା ତାଙ୍କ ସ୍ଵାମୀ ଏବଂ ଜାଙ୍କଲିନ ମିଶିକରି ରୁହନ୍ତି । ବନ୍ଧୁଗଣ ଜାଙ୍କଲିନ ଙ୍କ ଶଶୁର ଙ୍କ ଜନ୍ମଦିନ ଥିଲା । ବନ୍ଧୁଗଣ ଜାଙ୍କଲିନ ଜନ୍ମ ଦିନର ସମସ୍ତ ପ୍ରକାରର ଆୟୋଜନ ତଥା ଡେକୋରେସନ କରିଥିଲେ ।

ଜାଙ୍କଲିନ ଅତି ଉନ୍ନତ ମାନର ସରପ୍ରାଇଜ ନିଜ ଶଶୁର ଙ୍କ ନିମନ୍ତେ ରଖିଥିଲେ । ବନ୍ଧୁଗଣ ଗୋଟିଏ ଓଡିଆ ଘରର ବୋହୁ ର କର୍ତ୍ତବ୍ୟ ଯାହା ଯାହା ସେ ସବୁକୁ ଅତି ଭଲ ଭାବରେ ନିଭାଉଛନ୍ତି ଜାଙ୍କଲିନ । ଜାଙ୍କଲିନ ଙ୍କ ସ୍ଵାମୀ ମଧ୍ୟ ସବୁକ୍ଷେତ୍ରରେ ଜାଙ୍କଲିନ ଙ୍କୁ ସାହାର୍ଯ୍ୟ କରୁଛନ୍ତି । ବନ୍ଧୁଗଣ ଧାରାବାହୀକ ରେ ଅଭିନୟ କରିବା ସାଙ୍ଗକୁ ଜାଙ୍କଲିନ ସମସ୍ତ ପ୍ରକାରର ଘର ଗ୍ରହସ୍ଥି କଥା ମଧ୍ୟ ଜାଣିଛନ୍ତି ।

ସେ ଶଶୁର ଙ୍କ ପାଇଁ କେକ ମଧ୍ୟ ତିଆରି କରିଥିଲେ । ବନ୍ଧୁଗଣ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ଯେ, ଅଭିନୟ ଜରିଆରେ ହିଁ ଜାଙ୍କଲିନ ଏବଂ ଅରବିନ୍ଦ ପରସ୍ପରକୁ ପସନ୍ଦ କରିଥିଲେ । ବନ୍ଧୁଗଣ ଏହା କ୍ରମଶ ନିବିଡ ପ୍ରେମରେ ପରିଣତ ହୋଇଥିଲା ।

ଏହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଜନ୍ମ ଜନ୍ମାନ୍ତର କୁ ସାଥି ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ବନ୍ଧୁଗଣ ଜାଙ୍କଲିନ ରଜକ୍ଵିନ ମାଧ୍ୟମରୁ ଓଲିଉଡ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିଥିଲେ । ଏହାପରେ ସେ ଅନେକ ଓଡିଆ ଧାରାବାହିକ ତଥା ଆଲବମ ରେ ଅଭିନୟ କରିଥିଲେ ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଆପଣ ମାନେ ତାଙ୍କୁ ହେ’ ପ୍ରଭୁ ନାମକ ଓଡିଆ ଧାରାବାହିକ ରେ ଅଭିନୟ କରିଥିବାର ଦେଖିଥିବେ । ମାତ୍ର ବର୍ତ୍ତମାନ ଲକଡାଉନ ସମୟରେ ଧାରାବାହିକ ବନ୍ଧ ରହିଥିବାରୁ ବର୍ତ୍ତମାନ ଜାଙ୍କଲିନ ନିଜ ଶାଶୁଘର କଟକ ରେ ହସଖୁସି ରେ ସମୟ ବିତାଇ ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *