ସବୁଦିନ ପାଇଁ ବାଳକୁ ସିଧା କରନ୍ତୁ, ବାଳର ଝଡିବା ରୋକନ୍ତୁ, ପତଳା ବାଳକୁ ଲମ୍ବା ଓ ଘନ କରନ୍ତୁ…. ବାସ ଏହି 1 ଛୋଟ ଘରୋଇ ଉପାୟରେ- Hair growth serum

ମଣିଷ ଏକ ସାମାଜିକ ପ୍ରାଣୀ ଏହା ସହ ମଣିଷ ନିଜକୁ ଖୁବ ଆଗକୁ ନେବାରେ ଲାଗିଛି । ଦେଖିବା ପାଇଁ ଗଲେ ଆପଣ ଜାଣି ପାରିବେ କି ଆମେ ମାନେ ଏହି ସମୟରେ କିଛି ନା କିଛି ପର୍ବ ରେ ଯୋଗ ଦାନ କରୁଛେ । ଏହା ପାଇ ଆମେ ସବୁ ବେଳେ ସୁନ୍ଦର ଦେଖା ଜୀବା ପାଇ ଚାହୁଁ । ଆଜି ସୁନ୍ଦର ଦେଖାଯିବା ପାଇଁ ସବୁ ପ୍ରକାର ହେୟାର ଷ୍ଟାଇଲ ବାହାରିଲାଣି । କିନ୍ତୁ ପ୍ରଦୂଷଣ ଅଧିକ ହେବା ଦ୍ଵାରା ଆମର କେଶ ଝଡିବା ରେ ଲାଗିଛି ।

କେବଳ ସେତିକି ନୁହେଁ ଆମେ ଚନ୍ଦା ମଧ୍ୟ ହୋଇ ଯାଉଛେ । ଆଜି ଆମେ ଏହି ଭଳି ଏକ ହୋମ ରେମେଡି କହିବା ପାଇ ଯାଉଛୁ ଯାହାକୁ କରିକି ଲଗେଇବା ଦ୍ଵାରା ଆମେ ଖୁବ ସୁନ୍ଦର ଦେଖା ଯିବା ଓ ଆମର କେଶ ପୁଣିଥରେ ଉଠିବା ପାଇଁ ଲାଗିବ । ଘଞ୍ଚ ଓ କଳା ହୋଇ ରହିବ ।

ତେବେ ଆସନ୍ତୁ ଏହାକୁ ବନେଇବା କିଭଳି ଜାଣିବା । ଆପଣ ଏହାକୁ ବନେଇବା ପାଇଁ 3 ଟି ଜିନିଷ ର ପ୍ରୟୋଗ କରିବେ ପ୍ରଥମେ ହେଉଛି ନିମ ପତ୍ର, ଦ୍ଵିତୀୟ ରେ ହେଉଛି ଜଡା ତେଲ, ତୃତୀୟ ରେ ହେଉଛି ଆଲୋବେରା ଜେଲ । ତେବେ ଏହାକୁ ବେନିବା ପାଇଁ ଆପଣ ଯଦି ଫ୍ରେସ ନିମ ପତ୍ର ଆଣି ପାରିବେ ଏହା ଖୁବ ଭଲ ଅଟେ ।

ଆମେ ଜାଣିଛେ କି ନିମ ଗଛ ଆମ ପାଇ କେତେ ଉପକାରୀ ଅଟେ । ଏହି ଗଛ ରେ ଥିବା ଔଷଧୀୟ ଗୁଣ ପାଇଁ ଏହାକୁ ସବୁ ଲୋକ ଜାଣନ୍ତି । ତେବେ ଏହା ଚର୍ମ, ଆଖି, ରକ୍ତ ପାଇ ଲାଭ ଦାଯକ ହୋଇ ଥିବା ବେଳେ ଏହା କେଶ ପାଇ ମଧ୍ୟ ଖୁବ ଲାଭ ଦାଇ ହୋଇ ଥାଏ ।

ଯଦି ଦେଖିବା ପାଇ ଯିବା ତ ଏହାକୁ ଯଦି ଆମେ ଫୁଟେଇକି ଏହାର ପାଣିକୁ ସବୁ ବେଳେ ଗାଧୋଇବା ବେଳେ ବ୍ୟଭାର କରିବା ଚର୍ମ ଦୋଷ କଟିଯିବ । ତେବେ ଆଜି ଏହି ପ୍ୟାକ କରିବା ପାଇ ଆପଣ ପ୍ରଥମେ ଏହି ନିମ ପତ୍ର କୁ ନେଇକି ଏହାକୁ ଭଲ ଭାବେ ଫୁଟେଇବେ । ଦେଖିବେ ଜେଭଳି ଏହାର ପାଣି ଅଧା ଭଳି ହୋଇଯିବ ।

ଏହା ପରେ ଆପଣ ଏହାକୁ ଛାଣିକି ଏକ ଜାଗାରେ ଥଣ୍ଡା ହେଲା ଯାଏ ରଖିବେ । ଏହା ପରେ ଏଥିରେ ଆପଣ ଦୁଇ ରୁ ତିନି ଚାମଚ ଜଡା ତେଲ ମିଶେଇବେ । ଦେଖିବେ ଜେଭଳି ଏହା ଭଲ ଭାବେ ମିଶିବ । ଏହା ପରେ ଆପଣ ଏଥିରେ ଆଲୋବେରା ଜେଲ ମିଶେଇକି ଏହାକୁ ଧୀରେ ଧୀରେ ଗୋଳାନ୍ତୁ ଦେଖିବେ ଏହା ବଦଳି ଜୀବ ଏକ ପ୍ୟାକ ରେ ।

ଏହା ପରେ ଆପଣ ଏହାକୁ ନିଜ ମୁଣ୍ଡରେ ଲଗେଇବେ । ଏହା କରିବା ଦ୍ଵାରା ଆମର ରୂପୀ ସମସ୍ୟା ଦୂର ହୋଇ ଜୀବ । ଆପଣଙ୍କ କେଶ ଝଡିବା ବନ୍ଦ ହୋଇ ନୂଆ କେଶ ଉଠିବା ଆରମ୍ଭ ହୋଇଯିବ । ଏହାକୁ ଥରେ ବ୍ୟବହାର କରିବା ପରେ ଆପଣ ନିଜେ ଏହାର ପରିଣାମ ଦେଖି ପାରିବେ ।

Leave a Reply

Your email address will not be published. Required fields are marked *