ସାପକୁ ଡରନ୍ତୁ କିନ୍ତୁ ଏତେ ବି ନୁହେଁ, ଯେବେ ଘରର ମନ୍ଦିରରୁ ବାହାରିଲା ସାପ, ତା ପରେ ଯାହା ହେଲା ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାରର ବି-ଷ-ଧ-ର ସା-ପ ଦେଖିବାକୁ ମିଳିଥାଏ । ଏମିତି କିଛି ବି-ଷ-ଧ-ର ସା-ପ ରହିଛି ଯାହାର ବି-ଷରେ ବ୍ଯକ୍ତିର ତୁରନ୍ତ ମୃ-ତ୍ୟୁ ହୋଇଥାଏ । କିଛି ଲୋକ ମାନେ ସା-ପ ଦେଖିବା ମାତ୍ରେ ତାକୁ ମାରି ଦେଇଥାନ୍ତି ବା ତା ଉପରେ ଆକ୍ରମଣ କରିଥାନ୍ତି । କିନ୍ତୁ ଏପରି କରିବା ଠିକ କଥା ନୁହେଁ । କାରଣ ଏହା ଦ୍ଵାରା ବ୍ୟକ୍ତି ନିଜର ହିଁ କ୍ଷତି କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘଟଣା ବି-ଷୟରେ କହିବାକୁ ଯାଉଛୁ । ଏହି ଭି-ଡି-ଓ ରେ ଆପଣ ମାନେ ଯେଉଁ ସା-ପ ଦେଖୁଛନ୍ତି ତାହା ଦେଖିବାକୁ ବହୁତ ଭୟଙ୍କର ହେବା ସହ ବହୁତ ବି-ଷ-ଧ-ର ମଧ୍ୟ ଅଟେ । ଏହାର ଲାମ୍ବା ପ୍ରାୟତ ୮ ଫୁଟ ରୁ ଅଧିକ ରହିଥାଏ ।

ଏହି ସା-ପ ବହୁତ ଜଲ୍ଦି ଗୋଟେ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯାଇ ପାରିଥାଏ । ଏହାର ନାମ ହେଉଛି ଗୟା ସା-ପ ଯାହାର ଚୋ-ଟ ରେ ବ୍ୟକ୍ତି ମୃ-ତ୍ୟୁ-ବ-ର-ଣ କରିଥାଏ । ତେବେ ଏହି ସା-ପ ଟି ଜଣଙ୍କ ଘରେ ଠାକୁର ଘରୁ ଉଦ୍ଧାର କରା ଯାଇଛି । ସେହି ଘର ଲୋକଙ୍କ କହିବା ଅନୁସାରେ ସେମାନେ ସକାଳେ ଠାକୁର ପୂଜା କରିବା ସମୟରେ ସେହି ଘରେ ସା-ପ କୁ ଦେଖିଲେ । ଏହା ପରେ ସେମାନେ ପୋଲିସ କୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ସା-ପ ଧରାଳି ଙ୍କୁ ସୂଚନା ଦେଇଥିଲେ । ଏହା ପରେ ସା-ପ ଧରାଳିଜଣକ ସେଠାକୁ ଆସି ସା-ପ କୁ ଅନେକ ଚେଷ୍ଟା କରିବା ପରେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ଏହି ସା-ପ ମୂଷା ଖାଇବାକୁ ଘରେ ପ୍ରବେଶ କରିଥାଏ । ଲୋକ ମାନେ ଏହି ଗୟା ସା-ପ କୁ କୋବ୍ରା ମାନେ କରୁଛନ୍ତି ଯାହା ବାସ୍ତବରେ ସତ୍ୟ ନୁହେଁ । ସା-ପ ଧରାଳି ଜଣକ ସଫଳତାର ସହ ଗୟା ସା-ପ କୁ ଧରି ତାକୁ ଏକ ଡବାରେ ପୁରାଇ ସେଠାରୁ ସୁରକ୍ଷିତ ଭାବେ ନେଇ ଯାଇଛନ୍ତି । କୌଣସି ଲୋକର କ୍ଷତି ହୋଇ ନାହି ସେହି ଗୟା ସା-ପ ଦ୍ଵାରା । ଯଦି ଆପଣ ମାନେ ନିଜ ଘରେ ବା ଆଖ ପାଖରେ କୌଣସି ସା-ପ ଦେଖୁଛନ୍ତି ତେବେ ତାକୁ ନ ମାରି ତୁରନ୍ତ ବନ୍ୟ ବିଭାଗ ବା ସା-ପ ଧରାଳି ଙ୍କୁ ସୂଚନା ଦିଅନ୍ତୁ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *