Special Story: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର, ବଢିଲା ମାସିକ ଦରମା, ଦେଖନ୍ତୁ କେତେ

କୋ-ଭି-ଡ କାରଣରୁ ପ୍ରାୟତଃ ସମସ୍ତ ସରକାରୀ କ-ର୍ମ-ଚା-ରୀଙ୍କ ଦ-ର-ମା ଅ-ଧା ହୋଇ ଯାଇଥିଲା ତ ଅନ୍ୟ କିଛି କ-ର୍ମ-ଚା-ରୀଙ୍କୁ ତ ଦ-ର-ମା ବି ମିଳୁ ନ ଥିଲା । କିନ୍ତୁ କିଛି ଦିନ ପରେ ଏହି ସମସ୍ୟାର ସମଧାନ ହୋଇଗଲା । ଏମିତିରେ କେ-ନ୍ଦ୍ର ସ-ର-କା-ର ସମସ୍ତ ସରକାରୀ କ-ର୍ମ-ଚା-ରୀଙ୍କ ମୁହଁରେ ହସ ଫୁ-ଟା-ଇ-ବା ପାଇଁ ଏକ ଗୁ-ରୁ-ତ୍ଵ ପୂର୍ଣ ନି-ଷ୍ପ-ତି ନେଇଛନ୍ତି । ଏହି ଖୁସି ଖ-ବ-ର କେବଳ କେ-ନ୍ଦ୍ର ସ-ର-କା-ରଙ୍କ ଅ-ଧୀ-ନ-ରେ କାମ କରୁଥିବା କ-ର୍ମ-ଚା-ରୀଙ୍କ ପାଇଁ ଅଟେ ।

ବର୍ତ୍ତମାନ ଏମାନଙ୍କର ଦ-ର-ମା ବଢିଯିବ । କେ-ନ୍ଦ୍ର ସ-ର-କା-ରଙ୍କ କ-ର୍ମ-ଚା-ରୀମାନଙ୍କ ଦ-ର-ମା ୪୫୦୦ ଟଙ୍କା ବଢି ଯାଇଛି । ସୂଚନା ଅନୁସାରେ କନ୍ଦରୀୟ ସରକାରୀ କ-ର୍ମ-ଚା-ରୀଙ୍କ ପାଇଁ ମହଙ୍ଗା ଭତ୍ତା, ମହଙ୍ଗା ରିଲିଫ ଓ ଘର ଭଡା ବୁଦ୍ଧି କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।

କେ-ନ୍ଦ୍ର ସ-ର-କା-ରଙ୍କ ଏହି ନିଷ୍ପତି ଲାଗୁ ହେବା ପରେ କେ-ନ୍ଦ୍ର ସ-ର-କା-ରଙ୍କ ଅଧୀନରେ କାମ କରୁଥିବା ସମସ୍ତ ସରକାରୀ କ-ର୍ମ-ଚା-ରୀ ବହୁତ ଲାଭବାନ ହେବେ । କ-ରୋ-ନା ମ-ହା-ମା-ରୀ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ସରକାରୀ କ-ର୍ମ-ଚା-ରୀ ଚିଲ୍ଡ୍ରେନ ଆଲୋସେନ୍ସ କରି ନାହାନ୍ତି । କିନ୍ତୁ ବର୍ତ୍ତମାନ ଏହି ସମସ୍ତ କାମ ପାଇଁ ଆପଣଙ୍କୁ କୌଣସି ବି ପ୍ରକାରର ଅ-ଫି-ସି-ଆ-ଲ ପ୍ରମାଣ ପତ୍ରର ଆବଶ୍ୟକ ନାହିଁ । ସପ୍ତମ ବେ-ତ-ନ କ-ମି-ଶ-ନ ଅନୁସାରେ କେ-ନ୍ଦ୍ର ସ-ର-କା-ରୀ କ-ର୍ମ-ଚା-ରୀଙ୍କ ପିଲାମାନଙ୍କ ଶିକ୍ଷା ଉପରେ ୨୨୫୦ ଟଙ୍କା ଭତ୍ତା ପାଇଥାନ୍ତି ।

କିନ୍ତୁ କୋ-ଭି-ଡ କାରଣରୁ ପ୍ରାୟତଃ ସମସ୍ତେ କ-ର୍ମ-ଚା-ରୀମାନେ ଏହି ଶିକ୍ଷାଗତ ଭତ୍ତାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ କେ-ନ୍ଦ୍ର ସ-ର-କା-ର ନିଜର କ-ର୍ମ-ଚା-ରୀମାନଙ୍କୁ ଏହି ଭତ୍ତା ଦେବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକି ସମସ୍ତ କ-ର୍ମ-ଚା-ରୀଙ୍କ ପାଇଁ ଏକ ଖୁସି ଖବର । ସରକାରଙ୍କ ଏହି ବଡ ନିଷ୍ପତି କାରଣରୁ ଦେଶର ପାଖାପାଖି ୨୫ ଲକ୍ଷ ସରକାରୀ କ-ର୍ମ-ଚା-ରୀ ଲାଭବାନ ହେବେ । କହିବାକୁ ଗଲେ କେ-ନ୍ଦ୍ର ସ-ର-କା-ର ଏହି ନିଷ୍ପତି ବିଷୟରେ ଏକ ନିର୍ଦେଶ ଜା-ରି କରିଛନ୍ତି ।

ଏହି ନିର୍ଦେଶରେ କୁହାଯାଇଛି କି ଏହି ସ-ମ୍ପ-ର୍କ-ରେ କ-ର୍ମ-ଚା-ରୀ ନିୟମ ୨ ଖ ଅନୁସାରେ କେ-ନ୍ଦ୍ର ସ-ର-କା-ର ଏହାକୁ ଅନୁମତି ଦେଇସାରିଛନ୍ତି । ମାର୍ଚ୍ଚ ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ସବୁ କ-ର୍ମ-ଚା-ରୀ ନିଜର ପ୍ରମାଣ ପତ୍ର ଦେଖାଇ ସରକାରଙ୍କ ତ-ର-ଫ-ରୁ ମିଳୁଥିବା ଏହି ଭତ୍ତାର ଲା-ଭ ଉଠାଇ ପାରିବେ । କହିଦେଉଛୁ କି କେ-ନ୍ଦ୍ର ସ-ର-କା-ର ନିଜର ଦୁଇ ସନ୍ତାନଙ୍କ ପାଇଁ ବି ଏହି ଭତ୍ତା ପାଇଥାନ୍ତି ।

ବର୍ତ୍ତମାନ ସମୟରେ ଏହି ଭତ୍ତା ୨୨୫୦ ଟଙ୍କା ପ୍ରତ୍ୟକ ପିଲାଙ୍କ ପାଇଁ ଧାର୍ଯ୍ୟ ଅଟେ । କିନ୍ତୁ ବର୍ତ୍ତମାନ ସମସ୍ତ କେନ୍ଦ୍ରୀୟ କ-ର୍ମ-ଚା-ରୀମାନେ ପ୍ରତି ମାସରେ ୪୫୦୦ ଟଙ୍କା ଅଧିକ ଭତ୍ତା ପାଇବେ । ଯଦି କ-ର୍ମ-ଚା-ରୀମାନେ ୨୦ ମାର୍ଚ୍ଚରୁ ୨୦୨୧ ପର୍ଯ୍ୟନ୍ତ ଏକାଡେମି ସେକ୍ଶନର ଭତ୍ତା ପାଇଁ ଦାବି କରି ନାହାନ୍ତି ତେବେ ସେମାନେ ଏବେ ଦାବି କରି ପାରିବେ ।

Leave a Reply

Your email address will not be published. Required fields are marked *