EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ଗୋଟିଏ ଦିନରେ ଏବେ ସମସ୍ତଙ୍କୁ ମିଳିବ Pension, କେମିତି ଦେଖନ୍ତୁ

ବନ୍ଧୁଗଣ ପେନସନଧାରୀଙ୍କୁ ନିଜର ଜମା ରାଶି ପାଇବାକୁ ଅପେକ୍ଷା କରିବାକୁ ପଡିବ ନାହି । ଆଗାମୀ ଦିନରେ କର୍ମଚାରୀଙ୍କ ଭବିଷ୍ୟତ ନିଧି ପାଣ୍ଠି ସଂଘଠନ ତଥା EPFO ପେନସନଧାରୀ ଗୋଟିଏ ଦିନରେ ହିଁ ଏକାଠି ପେନସନ ପାଇବେ । ଏଥିପାଇଁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବ୍ୟବସ୍ଥା ବା ସେଣ୍ଟ୍ରାଲ ସିଷ୍ଟମ ଆରମ୍ଭ କରିବେ । ସିବିଟି ବୈଠକରେ ନିଆଯିବ ଏହି ଚୁଡାନ୍ତ ନିସ୍ପତି । ଆଉ ଏହା ଲାଗୁ ହେଲେ ଦେଶର ୭୩ ଲକ୍ଷ ପେନସନଧାରୀଙ୍କୁ ଲାଭ ହେବ । ଏକା ଦିନରେ ଏକ ସଂଖ୍ୟକ କର୍ମଚାରୀ ପାଇବେ ପେନସନ ।

କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ନୂଆ କେନ୍ଦ୍ରୀୟ ପେନସନ ବିତରଣ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି । ଏଥିପାଇଁ ପ୍ରସ୍ତାବ ଚଳିତ ମାସ ୨୯ ଓ ୩୦ ତାରିଖରେ ପାଳିତ ହେବାକୁ ଯାଉଛି । EPFO ର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା କେନ୍ଦ୍ରୀୟ ସିବିଟି ବୈଠକରେ ଅନୁମୋଦନ ମିଳିବ ବୋଲି ଆଶା କରୁଛି ।

ଏହି ବ୍ୟବସ୍ଥା ପ୍ରତିଷ୍ଠା ହେଲେ ଦେଶରେ ୭୩ ଲକ୍ଷ ପେନସନ ଭୋଗୀଙ୍କ ଆକାଉଣ୍ଟକୁ ଏହା ଥରକରେ ଗୋଟିଏ ଦିନରେ ଫେସନ ଟ୍ରାନ୍ସଫର କରାଯାଇପାରିବ । ପ୍ରଚଳିତ ବ୍ୟବସ୍ଥାରେ EPFO ଧାରୀମାନେ ଭିନ୍ନ ଭିନ୍ନ ଦିନ ଓ ଅନେକ ସମୀ ଆରେ ପେନସନ ପାଇଥାନ୍ତି । ସିବିଟି ବୈଠକରେ କେନ୍ଦ୍ରୀୟ ପେନସନ ବଣ୍ଟନ ବ୍ୟବସ୍ଥା ଗଠନ ପାଇଁ ଏକ ପ୍ରକାରର ପ୍ରସ୍ତାବ ଦିଆଯିବ ।

ଏହି ବ୍ୟବସ୍ଥା ଆରମ୍ଭ କରାଯିବ ପରେ ଦେଶର ୧୩୮ଟି ଆଞ୍ଚଳିକ କାର୍ଜ୍ୟାଳୟର ଡାଟା ବେଶ ଆଧାରେ ଫେସନ ପ୍ରଦନ କରାଯିବ । ସୂଚନା ଅନୁଯାୟୀ ପେନସନ ଉଠାଣ ଲାଗିଥିବା ସର୍ବ ନିମ୍ନ ସମୟ ଶିମନାକୁ ୬ ମାସରୁ କମାଇବାକୁ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ଉପସ୍ଥାପିତ ହେବ । ଏହାର ଅର୍ଥ ଯଦିଓ ଜଣେ କର୍ମଚାରୀ ତାଙ୍କର EPFO ପାଣ୍ଠିରେ ୬ ମାସରୁ କମ ଅର୍ଥର ଯୋଗଦାନ ରଖିଛନ୍ତି ତଥାପି ସେ ତାଙ୍କର ଜମା ଟଙ୍କା ପ୍ରତ୍ୟାହାର କରିପାରିବେ ।

ପ୍ରଚଳିତ ନିୟମ ଅନୁଯାୟୀ କର୍ମଚାରୀଙ୍କୁ ପେନସନରୁ ଟଙ୍କା ଉଠାଇବା ପାଇଁ ୬ ମାସରୁ ୧୦ ବର୍ଷ ଯାଏଁ ଅର୍ଥ ଯୋଗଦାନ ଦେବାକୁ ପଡିବ । ୨୦୨୧ ନଭେମ୍ବର ୨୦ରେ ଅନୁଷ୍ଠିତ ସିବିଟିର ୨୨୯ତମ ବୈଠକରେ ଟ୍ରଷ୍ଟି ମାନେ ଏକ କେନ୍ଦ୍ରୀୟ ଆଇଟି ଆଧାରରେ ବ୍ୟବସ୍ଥିତ ବିକାଶ ପାଇଁ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । ବୈଠକ ପରେ ସମ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି ଏହା ପରେ ଆଞ୍ଚଳିକ କାର୍ଜ୍ୟାଳୟ ଗୁଡିକର ବୀବରଣୀ ଗୁଡିକ ପ୍ରଚାର କ୍ରମେ କେନ୍ଦ୍ରୀୟ ଡାଟାବେଶକୁ ସ୍ଥାନାନ୍ତର କରାଯିବ ।

ଏହି ସେବା ପରିଚାଲାଣ ଓ ଯୋଗଣକୁ ସହଜ କରିବ । ସୂଚନା ଅନୁଯାୟୀ ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ EPFO ୮.୧% ସୁଧା ହାର ସ୍ଥିର କରିଛି । ଯାହା ବିଗତ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ଥିଲା । ଆଉ ଏହି କାରଣରୁ ଗତ ବର୍ଷରେ କର୍ମଚାରୀମାନେ ୮.୫ % ହାରରେ ସୁଧା ପାଇଥିଲେ ।

ତେବେ ଅର୍ଥ ମନ୍ତ୍ରାଳୟର ଏଭଳି ଯୋଜନା ପରେ କର୍ମଚାରୀମାନେ ବେଶ ଉପକୃତ ହେବ ସହ ଚାକିରି ଶେଷରେ ସେମାନଙ୍କର ଜୀବନ ସୁରକ୍ଷିତ ଓ ଶୁଖା ହୋଇପାରିବ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *