ସ୍କୁଲରେ ଶିକ୍ଷକମାନେ ଛାତ୍ର ଛାତ୍ରୀଙ୍କୁ ଶିଖାଉଥିଲେ ଦୁଷ୍କର୍ମ କରିବା, ଡେମୋ ପାଇଁ ଜଣେ ଛାତ୍ରୀଙ୍କ ସହ…

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ କାମ କରିବନି । ଏକ ସ୍କୁଲ ରେ ଏଭଳି କାମ ହୋଇଛି ଯାହା ବିଷୟରେ ଜାଣିଲେ ଆପଣ କେବେ ବିଶ୍ବାସ କରି ପରିବେନି କି ଛାତ୍ର ଛାତ୍ରୀଙ୍କ କୌଣସି ସ୍କୁଲ ଏଭଳି କାମ କରିପାରେ । ତେବେ ଆମେ ଯେଉଁ ଘଟଣା ବିଷୟରେ କହୁଛୁ ଏହା ହେଉଛି ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡା ପଶ୍ଚିମ ଗୋଦାବରୀ ଜିଲ୍ଲା ପ୍ରାଥମିକ ସ୍କୁଲର । ଏହି ସ୍କୁଲର ଦୁଇ ଜଣ ଶିକ୍ଷକଙ୍କ ନାଁ ରେ ଅଭିଯୋଗ ଆସିଛି କି ସେମନେ ଶ୍ରେଣୀରେ ପିଲାଙ୍କୁ ଦୁଷ୍କର୍ମ କରିବାର ପ୍ରଶିକ୍ଷଣ ଦେଉଛନ୍ତି ।

ତେବେ ଏହା କେତେ ଦୂର ଠିକ କି ଭୁଲ ସେ ବିଷୟରେ ଜିଲ୍ଲା ଶିକ୍ଷାଧିକାରୀ ଯାଞ୍ଚ କରୁଛନ୍ତି । ସୂଚନା ଅନୁଯାଇ ଏହି ଅଭିଯୋଗ ଆସିବା ପରେ ସମସ୍ତ ଗାଁ ଲୋକେ ମିଶି ସେହି ଶିକ୍ଷଙ୍କୁ ଖୁବ ମାରିଛନ୍ତି । ଏପଟେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମିଳିଥିବା ରିପୋର୍ଟ ଅନୁସାରେ ସେଠାରେ ଏମିତି କିଛି ହୋଇନାହିଁ ବୋଲି ଶୁଣିବାକୁ ମିଳୁଛି ।

ତେବେ ସ୍କୁଲର ଅନ୍ୟ ଶିକ୍ଷକ ମାନେ କହିଛନ୍ତି କି ୨ ଜଣ ଛାତ୍ର ସହ ଗୋଟେ ଚାତରିର ଝଗଡା ହୋଇଥିଲା ଯାହା ଫଳରେ ଝିଅଟି ଆହତ ହୋଇଛି । ଦୁଷ୍କର୍ମ ଡେମୋ ଦେଖାଇ ବା ଏହାର ପ୍ରଶିକ୍ଷଣ ଦିଆ ଯିବା ନାଁ ରେ ଛାତ୍ରୀ ସହ ସେମିତି କିଛି ଅଭାବନୀୟ ଘଟଣା ଘଟି ନାହିଁ । ସେଠାକାର ପୋଲିସ କହିଛନ୍ତି କି ସେମାନଙ୍କ ପାଖକୁ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସି ନାହିଁ ।

ତେବେ ଏହା ସତ କି ମିଛ ତାହା ଏବେ ସମ୍ପୂର୍ଣ ଭାବେ ଜଣା ପଡି ନାହିଁ । କିନ୍ତୁ ଏଭଳି ଏକ ଅଭିଯୋଗ ଆସିବା ବି ଏକ ଆଶ୍ଚର୍ଯ୍ୟ କର କଥା । ଯେଉଁଠି ପିଲା ମାନେ ପାଠ ପଢିବାକୁ ଯାଉଛନ୍ତି ଯାହାକୁ ଶିକ୍ଷାର ମନ୍ଦିର ବୋଲି କୁହାଯାଉଛି ଶେଠୀ ଯଦି ଶିକ୍ଷକ ପିଲାଙ୍କୁ ଏହି ସବୁ କଥା ଶିଖାନ୍ତି ତେବେ ଏ ସଂସାର କେଉଁ ଦିଗକୁ ଯାଉଛି  ?

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *