ଏମାନେ ହେଉଛନ୍ତି ‘Taarak Mehta Ka Ooltah Chashmah’ ଅଭିନେତ୍ରୀ ମାନଙ୍କ Real ଲାଇଫ Husband

ଆପଣ ମାନେ ସମସ୍ତେ ହିନ୍ଦୀ ସିରିଏଲ ନିଶ୍ଚିନ୍ତ ଦେଖୁଥିବେ ତେବେ ତାରକ ମେହତା କା ଓଲଟା ଚଷମା ବହୁତ ପ୍ରସିଦ୍ଧ ଅଟେ । ଏହା ଗୋଟେ ମଜାଳିଆ ସିରିଏଲ ଅଟେ, ପ୍ରାୟତଃ ଲୋକ ଏହାକୁ ଦେଖିବା ପସନ୍ଦ କରନ୍ତି, ଏହି ସିରିଏଲ ଦେଖିବା ଦ୍ଵାରା ବହୁତ ଲୋକଙ୍କ ଟେନସନ ଥକାନ ଓ ମୁଡ ବଦଳି ଯାଇଥାଏ ।

ତେବେ ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ସ୍ବାମୀଙ୍କ ବିଷୟରେ ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପାନଙ୍କୁ ତାଙ୍କ ଜୀବନ ବିଷୟରେ କିଛି କଥା କହିବାକୁ ଯାଉଛୁ ।

Image Courtesy: Google

୧.  ଅଞ୍ଜଳି ଭାବି :

ଅଞ୍ଜଳି ଭାବିଙ୍କ ଅସଲ ନାମ ନେହା ମେହତା ଅଟେ ଓ ସେ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ତାଙ୍କ ସ୍ଵାମୀଙ୍କ ନାମ ନୀରଜ ଅଟେ ଓ ସେ ଦୁହିଙ୍କ ବିବାହ ୨୦୧୪ରେ ହୋଇଥିଲା ଓ ବର୍ତମାନ ପର୍ଯ୍ୟନ୍ତ ଦୁହେଁ ବହୁତ ଖୁସିରେ ଅଛନ୍ତି ।

Image Courtesy: Google

୨. ଦୟା ଭାବି :

ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀ ରୂପରେ ଦୟା ଭାବି ଅଛନ୍ତି, ତାଙ୍କ ଅସଲ ନାମ ଦୟା ବକାନି ଅଟେ । ତାଙ୍କ ସ୍ଵାମୀଙ୍କ ନାମ ମୟୂର ବୁଡିଆ ଅଟେ ବର୍ତମାନ ତାଙ୍କର ଗୋଟେ ଝିଅ ଅଛି ଓ କଣ ଆପଣ ଜାଣିଛନ୍ତି ଦୟା ଭାବିଙ୍କ ଅସଲ ବିବାହ ୨୦୧୫ରେ ହୋଇଥିଲା । ଦର୍ଶକ ମାନେ ଦୟା ଭାବିଙ୍କ ଅନ ସ୍କ୍ରିନ କଥା ଶୁଣିବାକୁ ବହୁତ ପସନ୍ଦ କରନ୍ତି ।

୩. ମାଧ୍ଵୀ ଭାବି :

ମାଧ୍ଵୀ ଭାବିଙ୍କୁ କିଏ ଅବା ଜାଣି ନାହିଁ, ତାଙ୍କ ଅଭିନୟ ଦର୍ଶକ ମାନେ ଦେଖିବା ପାଇଁ ଅପେକ୍ଷା କରିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ମାଧ୍ଵୀ ଭାଉଜଙ୍କ ଅସଲ ନାମ କଣ ଅଟେ ତାଙ୍କ ଅସଲ ନାମ ସୋନାଲିକା ଯୋଶୀ ଅଟେ ।  ତାଙ୍କ ସ୍ବାମୀଙ୍କ ନାମ ସମୀର ଯୋଶୀ ଅଟେ ଓ ତାଙ୍କର ଗୋଟେ ବହୁତ ସୁନ୍ଦର ଝିଅ ମଧ୍ୟ ଛି ।

Image Courtesy: Google

୪. କୋମଲ ଭାବି :

ଷୋରେ କୋମଲ ଭାବି ନାରେ ଫେମସ ହୋଇଥିବା ଅଭିନେତ୍ରୀ ତାଙ୍କ ମନୋରଞ୍ଜନ ପାଇଁ ଫେମସ ହୋଇଛନ୍ତି । ତେବେ କଣ ଆପଣ ଜାଣିଛନ୍ତି କୋମଲ ଭାବିଙ୍କ ଅସଲ ନାମ କଣ ଅଟେ, ତାଙ୍କ ନାମ ଅମ୍ବିକା ରଞ୍ଜଙ୍କର ଅଟେ । ତାଙ୍କ ସ୍ଵାମୀଙ୍କ ନାମ ଅରୁଣ ରଞ୍ଜଙ୍କର ଅଟେ ଓ ତାଙ୍କ ବିବାହ ୧୯୯୫ରେ ହୋଇଥିଲା ଓ ବର୍ତମାନ ମଧ୍ୟ ତାଙ୍କ ବିବାହ ବହୁତ ଭଲରେ ଚାଲିଛି । ତାଙ୍କର ଗୋଟେ ପୁଅ ମଧ୍ୟ ଅଛି ।

୫.  ରୋଶନ ଭାବି :

ରୋଶନ ଭାବି ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି, ତାଙ୍କର ଅସଲ ନାମ ଜେନିଫର ଅଟେ । ତାଙ୍କ ସ୍ଵାମୀଙ୍କ ନାମ ବଂଶୀ ଲାଲ ଅଟେ, ଓ ତାଙ୍କର ବହୁତ ସୁନ୍ଦର ଝିଅ ମଧ୍ୟ ଅଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *