Sidharth Shuklaଙ୍କ ଅନ୍ତିମ ସଂସ୍କାରର ପୁରା Video, Sehnaz ଙ୍କ ଅବସ୍ତା ଦେଖି ଆପଣ ବି କାନ୍ଦି ପକାଇବେ

ବଲିଉଡରେ ଛୋଟ ପରାଦରେ ଅଭିନୟ କରୁଥିବା କଳାକାର ମାନେ ଜବରଦସ୍ତ ଅଭିନୟ ଦ୍ଵାରା ନିଜର ଅଲଗା ପରିଚୟ ବଲିଉଡ ଇଣ୍ଡଷ୍ଟ୍ରି ରେ ସୃଷ୍ଟି କରି ପାରିଛନ୍ତି । ଏହା ଛଡା ବଲିଉଡ କଳାକାର ମାନେ ଦମାଦର ପର୍ଫୋମାଂସ ପାଇଁ ଦଶକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ମଧ୍ୟ ପାଇଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଟିଭି ଇଣ୍ଡଷ୍ଟ୍ରି ର ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଙ୍କର ଗୁରୁବାର ଦିନ ସକାଳେ ନି-ଧ-ନ ହୋଇଛି । ତାଙ୍କର ହୃଦଘାତ ରେ ମୃ-ତ୍ୟୁ ହୋଇଛି ବୋଲି ଜଣା ପଡିଛି । ଗୁରୁବାର ଦିନ ସକାଳେ ତାଙ୍କ ପରିବାର ଲୋକେ ତାଙ୍କୁ କୁପର ହସ୍ପିଟାଲ ନେଇଥିଲେ । କିନ୍ତୁ ସେତେ ବେଳକୁ ବହୁତ ଡେରି ହୋଇ ଯାଇଥିଲା ।

ହସ୍ପିଟାଲ ରେ ପହଞ୍ଚିବା ପୂର୍ବରୁ ସିଦ୍ଧାର୍ଥଙ୍କର ମୃ-ତ୍ୟୁ ହୋଇଛି ବୋଲି ଡାକ୍ତର ମାନେ ଘୋଷଣା କରିଥିଲେ । ତେବେ ତାଙ୍କ ମୃ-ତ୍ୟୁ ପୂର୍ବ ରାତି ରେ ତାଙ୍କ ସହ ସେହନାଜ ଥିଲେ । ସେ ସେହନାଜ ଙ୍କ ସହ ଭଲରେ କଥାବାର୍ତ୍ତା ହୋଇଥିଲେ । ଏହା ପରେ ଦୁହେଁ ଶୋଇ ପଡିଥିଲେ । କିନ୍ତୁ ତା ପର ଦିନ ସକାଳେ ଯେବେ ସେହନାଜ ସିଦ୍ଧାର୍ଥଙ୍କ ରୁମକୁ ଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ଉଠି ନ ଥିଲେ । ଏହା ପରେ ତାଙ୍କୁ ହସପିଟାଲ ହେବା ପରେ ଡାକ୍ତର ସିଦ୍ଧାର୍ଥଙ୍କର ହାର୍ଟ ଆଟାକରେ ମୃ-ତ୍ୟୁ ହୋଇଛି ବୋଲି ଜଣାଇ ଥିଲେ ।

ଏହି ଖବର ଶୁଣିବା ପରେ ପୁରା ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସିଦ୍ଧାର୍ଥଙ୍କ ଫ୍ୟାନ୍ସ ମାନେ ସ୍ତବ୍ଧ ହୋଇ ଯାଇଛନ୍ତି । ଏ ଯାଏଁ କେହି ଏ କଥାକୁ ସହଜରେ ବିଶ୍ଵାସ କରିପାରୁ ନାହାନ୍ତି । ତେବେ ସିଦ୍ଧାର୍ଥଙ୍କ ମୃ-ତ୍ୟୁରେ ସେହନାଜ ପୁରାପୁରି ଭାଙ୍ଗି ପଡିଛନ୍ତି । କାରଣ ସିଦ୍ଧାର୍ଥଙ୍କ ସହ ସେହନାଜଙ୍କର ବହୁତ ଭଲ ବଣ୍ଡିଙ୍ଗ ଥିଲା । ସେ ବିଶ୍ଵାସ କରିପାରୁ ନାହାନ୍ତି କି ସିଦ୍ଧାର୍ଥ ଆଉ ଆମ ଗହଣରେ ନାହାନ୍ତି । ଏହି ଭିଡିଓ ରେ ସେହାନାଜ ସିଦ୍ଧାର୍ଥଙ୍କର ଅ-ନ୍ତି-ମ ସଂ-ସ୍କା-ର-ରେ ପହଞ୍ଚି ଛନ୍ତି ବୋଲି ଦୃଶ୍ୟ ହେଉଛି । ତେବେ ସେହନାଜ ଙ୍କ ଅବସ୍ଥା ଗୁରୁତର ଥିବାର ଏହି ଭିଡିଓ ରେ ଜଣା ପଡୁଛି ।

ସେ ସିଦ୍ଧାର୍ଥ ଙ୍କୁ ହରାଇ ଏତେ ଭାଙ୍ଗି ପଡିଛନ୍ତି ଯେ ଠିକ ଭାବେ ଚାଲି ପାରୁ ନାହାନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ତାଙ୍କ ସହ ତାଙ୍କର ସମ୍ପର୍କୀୟ ଅଛନ୍ତି ଯେଉଁ ମାନେ ତାଙ୍କୁ ସିଦ୍ଧାର୍ଥଙ୍କ ଅ-ନ୍ତି-ମ ସଂ-ସ୍କା-ର ହେଉଥିବା ଜାଗାରେ ନେଇ ଯାଇଛନ୍ତି । ସେ ନିଜେ ବୁଝିପାରୁ ନାହାନ୍ତି ସେ ଆଗକୁ କଣ କରିବେ ବୋଲି ସେହନାଜ କହିଛନ୍ତି । ସିଦ୍ଧାର୍ଥଙ୍କ ବିନା କେମିତି ସେ ବଞ୍ଚିବେ ଏ କଥା ମଧ୍ୟ ସେହନଜ କହିଛନ୍ତି । ଏହି ଭିଡିଓ ରେ ସିଦ୍ଧାର୍ଥ ଙ୍କର ଅ-ନ୍ତି-ମ ସଂ-ସ୍କା-ର ହେଉଥିବାର ଦୃଶ୍ୟ ହେଉଛି । ଭଗବାନ ସିଦ୍ଧାର୍ଥଙ୍କ ଆ-ତ୍ମା-କୁ ଶାନ୍ତି ଦିଅନ୍ତୁ ଏତିକି ଆମର ପ୍ରାର୍ଥନା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *