ମୃତ୍ୟୁ ପୂର୍ବରୁ Sidharth Shuklaଙ୍କ ଶେଷ Video ତାଙ୍କ ଗର୍ଲଫ୍ରେଣ୍ଡ Shehnaz Gillଙ୍କ ସହ ହେଉଛି ଭାଇରାଲ, Fans ମାନଙ୍କୁ ଯିବା ଆଗରୁ କହିଗଲେ ଏମିତି…. Video ଦେଖି ଆଖିରେ ରହିବନି ଲୁହ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଆଜି ସକାଳେ ସିଦ୍ଧାର୍ଥ ଶୁକ୍ଲାଙ୍କ ନିଧନର ଖବର ସାମ୍ନାକୁ ଆସିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ହିଁ ଏହା ନିଆଁ ଭଳି ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାକୁ ଲାଗିଲା । ସମସ୍ତେ ଟ୍ଵିଟର ଓ ଅନ୍ୟ ସୋ-ସି-ଆ-ଲ ମି-ଡି-ଆ ପ୍ଲାଟଫର୍ମରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ସିଦ୍ଧାର୍ଥ ଶୁକ୍ଲାଙ୍କ ଗୋଟିଏ ଲାଷ୍ଟ ଭି-ଡି-ଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ।

ଯେଉଁଥିରେ ସେ ନିଜର ଫ୍ୟାନମାନଙ୍କୁ ଧନ୍ୟବାଦ ଦେଉଛନ୍ତି । ବିଗ ବସ ସିଜିନ ୧୩ର ବିଜେତା ହେବା ପରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପପୁଲାରୀଟି ଆହୁରି ଅଧିକ ବଢି ଯାଇଥିଲା ଓ ଧୀରେ ଧୀରେ ସେ ସମସ୍ତଙ୍କର ପସନ୍ଦିତା ମଧ୍ୟ ହୋଇ ଯାଇଥିଲେ ।

ଏହା ମଧ୍ୟରେ ସେ କେତେକ ମ୍ୟୁଜିକ ଭି-ଡି-ଓରେ ବି ନଜର ଆସିଥିଲେ । ସେହି ସମସ୍ତ ମ୍ୟୁଜିକ ଭି-ଡି-ଓ ମଧ୍ୟରେ ଗୋଟିଏ ହେଉଛି ‘ଦିଲ କୋ କରାର ଆୟା’ । ଏହି ମ୍ୟୁଜିକ ଭି-ଡି-ଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ କୋଟି ରୁ ବି ଅଧିକ ଲୋକମାନେ ଦେଖି ସାରିଛନ୍ତି । ଏହି ଭି-ଡି-ଓ ଗତ ବର୍ଷ ୩୧ ଜୁଲାଇ ୨୦୨୦ରେ ରିଲିଜ ହୋଇଥିଲା । ଏଥିରେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ନେହା ଶର୍ମା ନଜର ଆସିଥିଲେ ଓ ନେହା କକ୍କର ଏହି ଗୀତ ଗାଇ ଥିଲେ ।

ଏହି ଗୀତ ବହୁତ ହିଟ ମଧ୍ୟ ହୋଇଛି । ଏହି ଗୀତ ହିଟ ହେବା ପରେ ସିଦ୍ଧାର୍ଥ ନିଜର ଫ୍ୟାନମାନେଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏହି ଭି-ଡି-ଓ କରିଥିଲେ । ସିଦ୍ଧାର୍ଥ ପ୍ରଥମେ ଏହି ଭି-ଡି-ଓରେ ନିଜର କୋଟି କୋଟି ଫ୍ୟାନମାନଙ୍କୁ ଧନ୍ୟବାଦ ଦେଉଛନ୍ତି । ଏହି ଭି-ଡି-ଓକୁ ମିଳିଥିବା ଭଲ ପାଇବା ପାଇଁ ସେ ଧନ୍ୟବାଦ କହୁଛନ୍ତି । ଭି-ଡି-ଓକୁ ପସନ୍ଦ କରିବା ପାଇଁ ବି ସେ ଦର୍ଶକମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ କହୁଛନ୍ତି । ଏହି ଭି-ଡି-ଓରେ ସିଦ୍ଧାର୍ଥ ବହୁତ ଖୁସି ଜଣା ପଡୁଛନ୍ତି ।

ଭି-ଡି-ଓରେ ସେ ନିଜର ଚର୍ଚିତ ଗର୍ଲଫ୍ରେନ୍ଡ ସେହନାଜ ଗିଲଙ୍କୁ ଆମନ୍ତ୍ରଣ ମଧ୍ୟ କରୁଛନ୍ତି । ସିଦ୍ଧାର୍ଥ ତାଙ୍କ ପାଇଁ ତାଳି ବି ମାରୁଛନ୍ତି । ଦୁଇ ଜଣ ଭି-ଡି-ଓର ମସ୍ତି ମଜାକ କରୁଥିବାର ନଜର ଆସୁଛନ୍ତି । ଭି-ଡି-ଓରେ ସିଦ୍ଧାର୍ଥ ସେହନାଜଙ୍କୁ କହୁଛନ୍ତି କି ତୁ ମେକଅପ ଓ ଏତେ ଭଲ ଡ୍ରେସ ପିନ୍ଧି କାହିଁକି ଆସିଛୁ । ଏଠି କୌଣସି ଅଡିସନ ହେଉ ନାହିଁ । ସେହନାଜ କହିଲେ କି ମୁଁ ନିଜକୁ ସୁନ୍ଦର ଦେଖାଇବା ପାଇଁ ଏହି ଲୁକ ନେଇଛି ।

କାରଣ ତୁ ବହୁତ ଗୁଡ ଲୁକିଙ୍ଗ ନା ସେଥିପାଇଁ ମୁଁ ତୋ ଠାରୁ ଅଧିକ ସୁନ୍ଦର ଦେଖିବା ପାଇଁ ଏହି ଲୁକ ନେଇଛି । ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତାରୁ ଜଣା ପଡୁଛି କି ଦୁଇ ଜଣଙ୍କ ମଧ୍ୟରେ କିଛି କେମେଷ୍ଟ୍ରି ଥିଲା । କିନ୍ତୁ ଦୁଃଖର କଥା ଏହା ଅଟେ କି ସିଦ୍ଧାର୍ଥ ସିକ୍ଳା ବର୍ତ୍ତମାନ ଆମ ପାଖରେ ଆଉ ନାହାନ୍ତି ।

Leave a Reply

Your email address will not be published. Required fields are marked *