ପ୍ରଥମ ଥର ପାଇଁ ଦେଖନ୍ତୁ Sidharthଙ୍କ ଝିଅ Sai ବଡ ହୋଇ ଦେଖାଯାଉଛନ୍ତି ଏମିତି

ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ଆପଣମାନେ ନିଶ୍ଚିତ ଶୁଣିଥିବେ କିମ୍ବା ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ତାଙ୍କୁ ଦେଖିଥିବେ । ସିଦ୍ଧାନ୍ତ ମହାପାତ୍ର ଓଡିଆ ସିନେମା ଜଗତର ଜଣେ ଜଣା ଶୁଣା ନାଁ ଅଟନ୍ତି । ୯୦ ଦଶକରେ ସେ ବହୁତ ଓଡିଆ ଫିଲ୍ମରେ ଅଭିନୟ କରି ଦର୍ଶକମାନଙ୍କର ହୃଦୟ ଜିତିବାରେ ସଫଳ ହୋଇଥିଲା ।

ଆଜି ବି ଲୋକମାନେ ତାଙ୍କର ଜବରଦସ୍ତ ଅଭିନୟର ଦିବାନା ଅଟନ୍ତି । ସେ ପ୍ରତ୍ୟକ ଓଡିଆଙ୍କ ପସନ୍ଦିତା ଅଭିନେତା ମଧ୍ୟ ଅଟନ୍ତି । ତାଙ୍କର ପ୍ରାୟତଃ ସବୁ ଫିଲ୍ମ ହିଟ ହୋଇଛି ଓ ଗୋଟିଏ ସମୟରେ ବଡ ପରଦାରେ ତାଙ୍କର ରାଜ ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସିଦ୍ଧାନ୍ତ ବହୁତ କମ ଓଡିଆ ଫିଲ୍ମରେ ନଜର ଆସୁଛନ୍ତି । କିନ୍ତୁ ସେ କେତେକ ଶୋ ରେ ବର୍ତ୍ତମାନ ନଜର ଆସୁଛନ୍ତି ।

କହିଦେଉଛୁ କି ୨୦୦୩ରେ ସିଦ୍ଧାନ୍ତ ମହାପାତ୍ର ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ବିବାହ କରିଥିଲେ । କିନ୍ତୁ ସିଦ୍ଧାନ୍ତ ଓ ରଚନାଙ୍କ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ । ଏହା ପରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ ।

ଯଦି ତାଙ୍କ ବିଷୟରେ କହିବା ତେବେ ଏମାନଙ୍କର ପ୍ରେମ କାହାଣୀ ଶୁଟିଙ୍ଗ ସେଟରୁ ଆରମ୍ଭ ହୋଇଥିଲା ଓ ପରେ ଏହି ସମ୍ପର୍କ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲା । ମାମା ମିଶ୍ର ବି ଜଣେ ଭଲ ଅଭିନେତ୍ରୀ ଅଟନ୍ତି ।

ତାଙ୍କୁ ବି ଦର୍ଶକମାନେ ବହୁତ ପସନ୍ଦ କରନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ମାମା ମିଶ୍ର ବହୁତ ଚର୍ଚିତ ଅଭିନେତ୍ରୀ ଥିଲ । କିନ୍ତୁ ବିବାହ ପରେ ସେହି ଏହି ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଗଲେ ଓ ନିଜର ପରିବାରକୁ ଅଧିକ ସମୟ ଦେଲେ । ବିବାହ ପରେ ସିଦ୍ଧାନ୍ତ ଓ ମାମାଙ୍କ ଗୋଟିଏ ପୁଅ ଓ ଝିଅ ହୋଇଛି ।

ବର୍ତ୍ତମାନ ସମତ ଯଦି କଥାବାର୍ତ୍ତା କହିବା ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଅ ବର୍ତ୍ତମାନ ୧୮ ବର୍ଷର ହୋଇଗଲାଣି ତ ତାଙ୍କର ଝିଅ ୧୫ ବର୍ଷର ହୋଇଯାଇଛନ୍ତି । ଏମିତିରେ ମିଳିଥିବା ସୂଚନା ଅନୁସାରେ ସିଦ୍ଧାନ୍ତଙ୍କ ଝିଅ ଆଗାମୀ କିଛି ଦିନ ମଧ୍ୟରେ ଓଡିଆ ଫିଲ୍ମରେ ନଜର ଆସି ପାରନ୍ତି ।

ଯଦି ସିଦ୍ଧାନ୍ତଙ୍କ ପୁଅଙ୍କ ବିଷୟରେ କହିବା ତେବେ ତାଙ୍କ ପୁଅଙ୍କ ନାଁ ସାଇ ସିଧି ରହିଥିବା ସମୟରେ, ଝିଅଙ୍କ ନାଁ ସାଇ ସମର୍ଥା ରହିଛି । ବର୍ତ୍ତମାନ ସମୟରେ ଦୁଇ ଜଣ ହିଁ ନିଜର ପାଠ ପଢାରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଆସନ୍ତା ଦିନ ଗୁଇଦକରେ ସେମାନେ ଜଲ୍ଦି ହିଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଡ ରଖିବେ ବୋଲି ସିଦ୍ଧାନ୍ତ କହିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *