ACF ଡେଥ ମିଷ୍ଟ୍ରି: ଚମକାଇଲେ ସୌମ୍ୟଙ୍କ ମାମୁ..ପଦାରେ ପଡିଲା କ୍ରାଇମବ୍ରାଞ୍ଚର ମିଛ, କଣ କହିଲେ …ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲାକୁ ନେଇ ଅନେକ ପ୍ରକାର ତଥ୍ୟ ମିଳିବାରେ ଲାଗିଛି । ପ୍ରଥମେ ସୋମ୍ୟଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କ ହାତ ଲେଖା ଚିଠି ତ ଆମ୍ବୁଲାନ୍ସ ରାସ୍ତା ମଝିରେ କଣ ପାଇଁ ଗୋଟେ ଘଣ୍ଟା ଅଟକାଇ ଯାଇଥିଲା ଏହାକୁ ନେଇ ପ୍ରଶ୍ନ ଉଠୁଛି ।

ଏହା ସହ ନାଲି ଫାଇଲ ଯାହା ସୋମ୍ୟଙ୍କ ବାସ ଭବନରୁ ମିଳିବା ସହ ବିଦ୍ୟାଙ୍କ ହାତରେ ଥିବା ପୋଡା ଦାଗକୁ ନେଇ ପ୍ରଶ୍ନ ଉଠୁଛି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇ ପଡିଛି । ବର୍ତ୍ତମାନ ସୂଚନା ଅନୁସାରେ ସୋମ୍ୟଙ୍କ ମାମୁଁ ନିଜ ରାଏ ରେ ଏହି ଘ-ଟ-ଣା ବାବଦରେ କିଛି କହିଛନ୍ତି । ସେ କହିଛନ୍ତି ଯେ ସୋମ୍ୟଙ୍କ ସହ ଦୁ-ର୍ଘ-ଟ-ଣା ହେବା ସମୟରେ ଘରର କାନ୍ଥ କଳା ପଡି ନାହି କି ସେଠାରେ ଥିବା ବୁଢିଆଣୀ ଜାଲ ଜଳି ନାହି କି ତଳେ ପଡିଥିବା ପାପୋଛ ମଧ୍ୟ ନଷ୍ଟ ହୋଇ ନାହି ଏହି ଭଳି କିଛି କଥା ସୋମ୍ୟଙ୍କ ମାମୁଁ କହିଛନ୍ତି ।

ଏହା ଛଡା ସୋମ୍ୟଙ୍କର ମଶାରୀକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ତା ବିଷୟରେ ତାଙ୍କ ମାମୁଁ କହିଛନ୍ତି ଯେ ତାଙ୍କ ପାଖରେ ନୂଆ ମଶାରୀ ସୁରକ୍ଷିତ ଭାବେ ରହିଛି ଯାହାକୁ ସୋମ୍ୟ ତାଙ୍କୁ ଦେଇଥିଲେ । ତେଣୁ ମଶାରୀରେ ନି-ଆଁ ଲାଗିବାର ପ୍ରଶ୍ନ ଉଠୁ ନାହି । ଏହା ଛଡା ସୋମ୍ୟଙ୍କ ଘର ଏତେ ବଡ ଯେ ନି-ଆଁ ଲାଗିଲା ହେଲେ ଘର କିଛି ବି କ୍ଷତି ହୋଇ ନାହି କେମିତି ତାହକୁ ନେଇ ମଧ୍ୟ ତାଙ୍କ ମାମୁଁ ପ୍ରଶ୍ନ କରିଛନ୍ତି ।

ଏହା ବ୍ଯତୀତ ସୋମ୍ୟଙ୍କ ମାମୁଁ କହିଛନ୍ତି ଯେ ଅସଲି କ୍ରାଇମ ବ୍ରାଞ୍ଚ ଟିମ ଏହି କେସରେ ନିଯୁକ୍ତ ହୋଇ ନାହାନ୍ତି । ବରଂ କ୍ରାଇମ ବ୍ରାଞ୍ଚର ୪ ଜଣିଆ ଟିମ ଆସି ପୋଲିସକୁ ସାହାଜ୍ଯ କରୁଛି । ଯଦି ଅସଲି କ୍ରାଇମ ବ୍ରାଞ୍ଚ ଏହି କେସର ତଦନ୍ତ କରୁଥାନ୍ତା ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟମ ଏ ବାବଦରେ ଘୋଷଣା କରିଥାନ୍ତେ ।

ଏ ସବୁ ଯାତ୍ରା କରା ଯାଉଛି ବୋଲି ସୋମ୍ୟଙ୍କ ମାମୁଁ ପ୍ରତିକ୍ରିୟା ଦେଇଛନ୍ତି । ସୋମ୍ୟଙ୍କୁ ପ୍ଳାନ କରାଯାଇ ହ-ତ୍ୟା କରା ଯାଇଛି ବୋଲି ତାଙ୍କ ମାମୁଁ କହିଛନ୍ତି । ବିଦ୍ୟା ଲେଖିଥିବା ଚିଠିରେ “୧୨ ରୁ ୧୫ ତାରିଖ ପରେ ମୁଁ ଶାନ୍ତିରେ ରହିବି” ଏହାକୁ ଆଧାର କରି ତାଙ୍କ ମାମୁଁ ଏପରି ପ୍ରତିକ୍ରିୟା ଦେଇଛନ୍ତି ।

ଅନେକ ଚିଠି ଏ ଯାଏଁ ଭାଇରାଲ ହୋଇଛି । ଅନ୍ୟ ପକ୍ଷରେ ଆହୁରି ମଧ୍ୟ ଚିଠି ବିଦ୍ୟାଙ୍କ ପାଖରେ ଅଛି ବୋଲି ସୋମ୍ୟଙ୍କ ମାମୁଁ କହିଛନ୍ତି । ଏହା ସହ ପୋଲିସ କନେଷ୍ଟବଳ ମମତା ପାଣ୍ଡେଙ୍କ ଘରେ ଯଦି ଯାଞ୍ଚ କରାଯାଏ ତେବେ ହୁଏ ତ ଆହୁରି ଅନେକ ତଥ୍ୟ ମିଳିବା ସହ ଚିଠି ମଧ୍ୟ ମିଳିବ ବୋଲି ସେ କହିଛନ୍ତି । ଯେଉଁଠି ନିଆଁ ଅଛି ସେଠାରେ ପାଣି ଢାଳିଲେ ନିଆଁ ଲିଭିବ ବୋଲି ସୋମ୍ୟଙ୍କ ମାମୁଁ ନିଜ ରାଏରେ କହିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *