କେତେ ପଢିଛନ୍ତି South ର ଏହି ଟପ ହେରୋଇନ, Sai Pallaviଙ୍କ କ୍ଵାଲିଫିକେସନ ଜାଣି ଉଡିଯିବ ହୋସ

ଆଜି ପୁରା ଦୁନିଆ ସାଉଥ ଫିଲ୍ମ ଗୁଡିକର ଦିବାନା ଅଟନ୍ତି । ଯଦି କୌଣସି ବି ଫିଲ୍ମ ଯଦି ବକ୍ସ ଅଫିସରେ ହିଟ କିମ୍ବା ସୁପର ହିଟ ହୋଇଥାଏ ତେବେ ଏହାର ମୁଖ୍ୟ କାରଣ ଅଭିନେତା ଓ ନିର୍ମାତା ହୋଇଥାନ୍ତି ।

କିନ୍ତୁ ବି ଏହାର ସଫଳତା ପଛରେ ଅଭିନେତ୍ରୀମାନଙ୍କ ବି ସେତିକି ହାତ ଥାଏ ଯେତିକି ଜଣେ ଅଭିନେତାର ଥାଏ । ଫିଲ୍ମ ଇଣ୍ଡଷ୍ଟ୍ରି ଦୁନିଆର ଏକ ମୁଖ୍ୟ ଅଂସ ହୋଇଥାନ୍ତି ଏହି ଅଭିନେତ୍ରୀମାନେ । କାରଣ ଯଦି କୌଣସି ଫିଲ୍ମକୁ ସୁପର ହିଟ କରିବାର ଅଛି ତେବେ ଏହା ଅଭିନେତ୍ରୀମାନଙ୍କ ବିନା ଅସମ୍ଭବ ଅଟେ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ କହିବୁ କି ସାଉଥ ଫିଲ୍ମର ଅଭିନେତ୍ରୀମାନେ କେତେ ଦୂର ପର୍ଯ୍ୟନ୍ତ ପଢିଛନ୍ତି ।

ତମନ୍ନା ଭାଟିୟା

ତମନ୍ନା ଭାଟିୟାଙ୍କୁ ଆପଣ ସମସ୍ତେ ବହୁତ ସାଉଥ ଓ ବଲୀଉଡ ଫିଲ୍ମରେ ଦେଖିଥିବେ । କହିଦେଉଛୁ କି ତମନ୍ନା ଭାଟିୟା ମୁମ୍ବାଇର ନ୍ୟାସନାଲ କଲେଜରୁ ଡିସଟାନ୍ସ ଏଜୁକେସନରେ ବିଏର ଡିଗ୍ରୀ ହାସଲ କରିଛନ୍ତି ।

କାଜଲ ଅଗ୍ରୱାଲ

କାଜଲ ଅଗ୍ରୱାଲଙ୍କୁ ଆପଣମାନେ ବହୁତ ସୁପରହିଟ ଫିଲ୍ମରେ ଦେଖି ଥିବେ । କଜାଲ ଅଗ୍ରୱାଲ ମୁମ୍ବାଇର ଏକ କଲେଜରୁ ବ୍ୟାଚଲର ଅଫ ମାସମେଡିଆ, ଆଡଭରଟାଇଜିଙ୍ଗ, ମାର୍କେଟିଂଗରେ ଡିଗ୍ରୀ ହାସଲ କରିସାରିଛନ୍ତି ।

ପୂଜା ହେଗଡେ

ପୂଜା ହେଗଡେଙ୍କୁ ଆପଣମାନେ ବଲୀଉଡ ଓ ସାଉଥର ବହୁତ ଫିଲ୍ମରେ ଦେଖିଥିବେ । ପୂଜା ହେଗଡେ ମୁମ୍ବାଇର ଏମ.ଏମ.କେ. କଲଜେରୁ ଏମ କମ କରିସାରିଛନ୍ତି ।

ଅନୁପମା

ଅନୁପମା ସାଉଥର ନୂଆ ଅଭିନେତ୍ରୀମାଙ୍କ ମଧ୍ୟରେ ଜଣେ ଅଟନ୍ତି । କେରଳର ଏକ କଲେଜରୁ ସେ କମ୍ମୁନିକଟିବେ ଇଂଗ୍ଲିଶରେ ବିଏର ଡିଗ୍ରୀ ହାସଲ କରିଛନ୍ତି ।

ରଶ୍ମିକା ମନ୍ଦନା

ରଶ୍ମିକା ମନ୍ଦନା ବହୁତ କମ ସମୟ ମଧ୍ୟରେ ବହୁତ ନାଁ କରିସାରିଛନ୍ତି । ରଶ୍ମିକା ମନ୍ଦନା ସାଇକୋଲୋଜି, ଜର୍ନାଲିଜମ, ଇଂଗ୍ଲିଶ ଲିଟରଚରରେ ଡିଗ୍ରୀ ହାସଲ କରିସାରିଛନ୍ତି ।

ତ୍ରିଷା କୃଷ୍ଣନ

ତ୍ରିଷା କୃଷ୍ଣନଙ୍କୁ ଆଜି ସମସ୍ତେ ଜାଣିଛନ୍ତି । ତ୍ରିଷା କୃଷ୍ଣନ ଚେନ୍ନାଇର ଏକ କଲେଜରୁ ବିବିଏରେ ଡିଗ୍ରୀ ହାସଲ କରିଛନ୍ତି ।

ନୟନତାରା

ନୟନତାରା ସାଉଥର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ନୟନତାରା ଇଂଗ୍ଲିଶ ଲିଟାରେଚର ବିଏର ଡିଗ୍ରୀ ହାସଲ କରିସାରିଛନ୍ତି ।

ଅନୁଷ୍କା ଶେଟ୍ଟୀ

ଅନୁଷ୍କା ଶେଟ୍ଟୀ ସାଉଥ ଇଣ୍ଡଷ୍ଟ୍ରିର ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଅନୁଷ୍କା ଶେଟ୍ଟୀ ବିସିଏରେ ଡିଗ୍ରୀ ହାସଲ କରିଛନ୍ତି ।

ରାଶି ଖନ୍ନା

ରାଶି ଖାନ୍ନାଙ୍କୁ ଆପଣମାନେ ସାଉଥର ବହୁତ ସୁପରଷ୍ଟାରଙ୍କ ସହ ଫିଲ୍ମରେ ଦେଖି ଥିବେ । ରାଶି ଖନ୍ନା ଦିଲ୍ଲୀର ଲେଡି ଶ୍ରୀରାମ କଲଜେରୁ ଇଂଗ୍ଲିଶରେ ବିଏର ଡିଗ୍ରୀ ହାସଲ କରିଛନ୍ତି ।

ସାଇ ପଲ୍ଲବୀ

ସାଇ ପଲ୍ଲବୀ ସାଉଥର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସାଇ ପଲ୍ଲବୀ ଅନ୍ୟ ସମସ୍ତ ଅଭିନେତ୍ରୀଙ୍କ ଠାରୁ ସବୁଠୁ ଅଧିକ ଶିକ୍ଷିତ ଅଟନ୍ତି । ତାଙ୍କ ପାଖରେ ଏମବିବିଏସର ଡିଗ୍ରୀ ଅଛି ।

ରାକୁଲ ପ୍ରୀତ ସିଂହ

ରାକୁଲ ପ୍ରୀତ ସିଂହ ସାଉଥ ଠାରୁ ନେଇ ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧମାଲ କରିସାରିଛନ୍ତି । ରାକୁଲ ପ୍ରୀତ ସିଂହ ମଥେମାଟିକ୍ସରେ ବିଏସସି ଡିଗ୍ରୀ ହାସଲ କରିଛନ୍ତି ।

କୀର୍ତି ସୁରେଶ

କୀର୍ତି ସୁରେଶଙ୍କୁ ଆପଣମାନେ ସାଉଥର ବିଭିନ୍ନ ଫିଲ୍ମରେ ଦେଖିଥିବେ । କୀର୍ତି ସୁରେଶ ଚେନ୍ନାଇର ଏକ କଲେଜରୁ ଫ୍ୟାସନ ଡିଜାଇନିଂରେ ଡିଗ୍ରୀ ହାସଲ କରିଛନ୍ତି ।

ଇଲିୟାନା ଡିକରୁଜ

ଇଲିୟାନା ଡିକରୁଜ ସାଉଥ ସହିତ ବଲୀଉଡରେ ବି ବହୁତ ଫିଲ୍ମରେ ନଜର ଆସିସାରିଛନ୍ତି । ଇଲିୟାନା ୟୁନିଭର୍ସିଟି ଅଫ ମୁମ୍ବାଇରେ +୩ ର ଡିଗ୍ରୀ ହାସଲ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *