ଦେଖନ୍ତୁ Video: ବର୍ଷାଙ୍କ ‘ହଁ’ ଅନୁଭବଙ୍କ ‘ନା’: କୋର୍ଟରେ ଆମ୍ନା-ସାମ୍ନା ହେଲେ ବିବାଦୀୟ ଯୋଡି, ସୁର (Sura Routray) ଙ୍କ କଥା ରଖିବେ କି Varsha ?

ବନ୍ଧୁଗଣ, ଓଲିଉଡ ସୁପରଷ୍ଟାର “ଅନୁଭବ” ଏବଂ “ବର୍ଷା ପ୍ରିୟଦର୍ଶନୀ” ଙ୍କ ବି-ବା-ଦ ବର୍ତ୍ତମାନ ବହୁତ ଚ-ର୍ଚ୍ଚା-ରେ । ବର୍ତ୍ତମାନ ଫ୍ୟାମିଲି କୋ-ର୍ଟ ରେ ଉଭୟ ଥିଲେ ଆମ୍ନା-ସାମ୍ନାରେ । ଆସିଥିଲା କାହାଣୀ ରେ ଟ୍ଵିଷ୍ଟ । ଅନୁଭବ ଚାହିଁଥିଲେ ବିବାହ ବିଛେଦ ମାତ୍ର ବର୍ଷା ଅନୁଭବ ଙ୍କ ସହିତ ରହିବାକୁ ଚାହୁଁଛନ୍ତି ।

ଓଡିଶାର ଚ-ର୍ଚ୍ଚି-ତ ଓଲିଉଡ ଯୋଡି ଏବଂ ବର୍ତ୍ତମାନ ବି-ବା-ଦୀ-ୟ ଯୋଡି ମଧ୍ୟ ପାଲଟି ଯାଇଛନ୍ତି । କଟକ ଫ୍ୟାମିଲି କୋ-ର୍ଟ ରେ ହା-ଜ-ର ହୋଇଛନ୍ତି ଅନୁଭବ ଏବଂ ତାଙ୍କର ଧର୍ମ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ଗୋଟିଏ ଓଡିଆ ଘରର ବୋହୂ ପରି ମଥାରେ ସିନ୍ଦୁର ଏବଂ ଶାଢୀ ପିନ୍ଧି ଫ୍ୟାମିଲି କୋ-ର୍ଟ କୁ ଆସିଥିଲେ ବର୍ଷା । ଅନ୍ୟପଟେ ସବୁଦିନ ଭଳି ଦ-ବ-ଙ୍ଗ ଷ୍ଟାଇଲ ରେ ଅନୁଭବ ହାଜର ହୋଇଥିଲେ କୋ-ର୍ଟ ରେ । ବି-ବା-ଦ ବିଛେଦ ମାମଲାକୁ ନେଇ ଆଜି ଉଭୟ କୋ-ର୍ଟ ରେ ହାଜର ହୋଇ ଉଭୟଙ୍କୁ ଆଉ ଗୋଟିଏ ଚା-ନ୍ସ ଦେବା ପାଇଁ ଚେ-ଷ୍ଟା ମଧ୍ୟ କରିଥିଲେ ।

ପ୍ରାଏ ୧୫ ମିନିଟ ଧରି କୋ-ର୍ଟ ପ-ରି-ସ-ର ମଧ୍ୟରେ ରହିଥିଲେ । ନିଜ ନିଜ ମଧ୍ୟରେ ଆପସ ବୁଝାମଣା ନିମନ୍ତେ ଫ୍ୟାମିଲି କୋ-ର୍ଟ ଉଭୟଙ୍କୁ କୋ-ର୍ଟ କୁ ଡକାଇଥିଲେ । ପ୍ରଥମ ଥର ପାଇଁ ବର୍ଷା ଆଜି କୋ-ର୍ଟ ରେ ହାଜର ହୋଇଥିଲେ । ଗତଥର ବର୍ଷା କୋ-ର୍ଟ ରେ ହା-ଜ-ର ହୋଇନଥିବାରୁ ଅନୁଭବ ଅ-ଭି-ଯୋ-ଗ ମଧ୍ୟ କରିଥିଲେ । ମାତ୍ର ଏହା ପୂର୍ବରୁ ୩ ଥର ପ୍ୟାମିଲି କୋ-ର୍ଟ ରେ ହା-ଜ-ର ହୋଇଛନ୍ତି ଏହି ଷ୍ଟାର ଯୋଡି ।

ମାତ୍ର ଗତଥର କୌଣସି ଅ-ସୁ-ବି-ଧା କାରଣରୁ ବର୍ଷା ଆସିପାରି ନଥିଲେ । ଏହାପରେ ପ୍ରଥମ ଥର ନିମନ୍ତେ ଉଭୟ ଫ୍ୟାମିଲି କୋ-ର୍ଟ ରେ ଉଭା ହୋଇଥିଲେ । ବିବାହ ବିଛେଦ ମାମଲାରେ ଫ୍ୟାମିଲି କୋ-ର୍ଟ ପ୍ରଥମେ ନିଜ ନିଜ ମଧ୍ୟରେ ବୁଝାମଣା ନିମନ୍ତେ ପରାମର୍ଶ ଦେଇଥିଲା । ପରାମର୍ଶ ମୁତାବକ ଉଭୟଙ୍କୁ ଆଜି ଫ୍ୟାମିଲି କୋ-ର୍ଟ ଡକାଯାଇଥିଲା । ଉଭୟ ଆମ୍ନା ସାମ୍ନା ରେ ବସି ନିଜ ମନ ମଧ୍ୟରେ ଥିବା ସମସ୍ତ ଦ୍ୱୋନ୍ଦ କୁ ସଂପୂର୍ଣ୍ଣ ଭାବେ ଦୂର କରିବାକୁ ଚେଷ୍ଟା ମଧ୍ୟ କରିଥିଲେ ।

ମାତ୍ର ଆଶ୍ଚର୍ଯ୍ୟ ର କଥା ଅନୁଭବ କହିଥିଲେ ଯେ, ସେ ବିଛେଦ ଚାହୁଞ୍ଚନ୍ତି । କିନ୍ତୁ ବର୍ଷା ଅଲଗା ହେବାକୁ ଚାହୁଁ ନାହାନ୍ତି । ମାତ୍ର ସମସ୍ତ ପରିସ୍ଥିତି କୁ ଆଖି ଆଗରେ ରଖି ଏହି ବି-ବା-ଦ ବର୍ତ୍ତମାନ ସ-ମା-ଧା-ନ ହେବାର କୌଣସି ପ୍ରକାରର ସୂଚନା ମିଳୁନାହିଁ ।

ଅନୁଭବ କଟକ ପୁରୀଘାଟ ଥା-ନା-ରେ ଅ-ଭି-ଯୋ-ଗ କରି କହିଥିଲେ ଯେ, ବର୍ଷା ତାଙ୍କ ବି-ରୁ-ଦ୍ଧ-ରେ ଷ-ଡ-ଯ-ନ୍ତ୍ର କରୁଛନ୍ତି । ଉଭୟଙ୍କ ଫ୍ୟାନ୍ସ ମାନେ ବର୍ଷା ଏବଂ ଅନୁଭବ ଙ୍କୁ ଏକତ୍ରିତ ଦେଖିବାକୁ ଚାହୁଁଛନ୍ତି । ଦର୍ଶକେ ଉଭୟଙ୍କ ଯୋଡି କୁ ବହୁତ ପସନ୍ଦ କରୁଥିବା ବେଳେ ବର୍ତ୍ତମାନ ଏଭଳି ବି-ବା-ଦ ଲାଗିଥିବାରୁ ତାଙ୍କ ଫ୍ୟାନ୍ସ ମାନେ ଦୁଖ ପ୍ରକାଶ କରିଛନ୍ତି ।

ସେହିଭଳି ରାଜନେତା ସୁର ବାବୁ ମଧ୍ୟ ଉଭୟଙ୍କୁ ଏକତ୍ରିତ ହେବା ପାଇଁ କହିଛନ୍ତି । ସେ କହିଛନ୍ତି ଯେ ଉଭୟଙ୍କ ଫ୍ୟାମିଲି ଭଲ ଫ୍ୟାମିଲି ଏଣୁ ରାସ୍ତାଘାଟ ରେ ଏ ସବୁ ବିବ୍ରାଟ କରନାହିଁ । ଆପଶ ରେ ବୁଝାମଣା କରି ଏକାଠି ରୁହ । ବନ୍ଧୁଗଣ ଏହି ପ୍ରସଙ୍ଗରେ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *