ସ୍ଵାମୀ ପୂର୍ବରୁ ଶୋଊଥିବା ସ୍ତ୍ରୀ ଏହାକୁ ଠାରେ ନିଶ୍ଚୟ ଦେଖନ୍ତୁ, ମା ଅନ୍ନପୂର୍ଣ୍ଣାଙ୍କ ବର୍ଷିବ କୃପା

ଆଜିକାଲିର ମହିଳା ଶାସ୍ତ୍ରରେ କୁହାଯାଇଥିବା ନିୟମର ପାଳନ କରୁନଥିବାରୁ ଏହି କାରଣରୁ ଘରେ ବସ କରୁଥିବା ଦେବୀ ଦେବତା ରୁଷ୍ଟ ହୋଇ ପଲାନ୍ତି । ଆଉ ଘରେ ନକରାତ୍ମକତାର ବାସ ହୋଇଥାଏ । ଯେଉଁ କାରଣରୁ ପରିବାରରେ କଳହ ଉତପନ ହୋଇଥାଏ । ଶାସ୍ତ୍ରରେ ସ୍ତ୍ରୀ ଲୋକଙ୍କ ପାଇଁ ବହୁତ ମହତ୍ଵ ପୂର୍ଣ ଉପଦେଶ ଦିଆଯାଇଛି । ଯଦି କୌଣସି ସ୍ତ୍ରୀ ନିତ୍ୟ ଏହି ନିୟମର ପାଳନ କରିଥାଏ ତେବେ ସେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତ କରିଥାଏ ।


ଏମିତି ମହିଳା ଘରୁ ଦୁଃଖ କ୍ଲେଶ ଓ ଦରିଦ୍ରତା, ରୋଗ ପାପ , ମାନସିକ ବିକାର ଦୂରରେ ରହିଥାଏ । ଆସନ୍ତୁ ଜାଣିବା ଏହି ମହତ୍ଵ ପୂର୍ଣ ଉପଦେଶ ବିଷୟରେ ଯାହାର ପାଳନ ମହିଳା ମାନଙ୍କୁ ଅବଶ୍ୟ କରିବା ଦରକାର । ସର୍ବ ପ୍ରଥମେ ସ୍ଵାମିଠୁ ଆଗରୁ ଉଠିବା । ଏହା ପରେ ନିତ୍ୟ କର୍ମ ସାରି ନିଜ ସ୍ଵାମୀକୁ ବିଛଣାରୁ ଉଠାଇବା ଆବଶ୍ୟକ । ସ୍ବାମୀଠୁ ଆଗରୁ ଉଠିବା ସ୍ତ୍ରୀ ସ୍ଵାମୀର ଭାଗ୍ୟ ମଧ୍ୟ ଜଗାଇ ଦେଇଥାଏ । ତାଙ୍କ ଜୀବନରେ ଆସୁଥିବା ସବୁ ସଙ୍କଟ ଦୂର ହୋଇଯାଇଥାଏ । ଆଉ ସେ ଅଭୁତ ଉନ୍ନତି କରିଥାଏ ।


ତାପରେ ଘରର ସଫା ସୁତୁରା ବେଡ ସହଡିବା ଓ ଘର ସଫା ରଖିବା ଓ ଘର ଅଗଣା ପାଣିରେ ଧୋଇବା । ଆଉ ରୋଷେଇ ଘର ମଧ୍ୟ ବହୁତ ଭଲ ଭାବରେ ସଫା କରିବା ଦରକାର ତାପରେ ଯାଇ ଖାଇବା ବନାଇବା ଆବଶ୍ୟକ ହୋଇଥାଏ । ଆଉ ବାସନ ଅଇଁଠା ନା ପକାଇ ରାତିରେ ସବୁ ସଫା କରି ରଖିଦେବା ଦରକାର । ଯଦି ସମ୍ଭବ ହେବ ମାଟିରେ ବାସନକୁ ସଫା କରିବା ଦରକାଏ ଏଥିରେ ମା ଲକ୍ଷ୍ମୀ ବହୁତ କୃପା କରିଥାନ୍ତି ।


ଆଉ ଶାଶୁ ଶ୍ବଶୁରଙ୍କୁ ପ୍ରଣାମ କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ଦରକାର । ତାପରେ ସଜବାଜ ହେବା ଦରକାର । ଏହା କରିବା ଦ୍ଵାରା ଘରେ ସୁଖ ଶାନ୍ତି ବନିକି ରହିଥାଏ । ଆଉ ମହିଳା ମନକୁ ଉଚ ଆବାଜରେ କଥା କହିବାକୀ ଚିଲେଇବା ଠିକ ହୋଇନଥାଏ ଏଥିରେ ମା ଲକ୍ଷ୍ମୀ ବହୁତ ରାଗିଥାନ୍ତି । କାହାକୁ ଲଗାତାର ଜୋର ଜୋର ଡାକିବା ଠିକ ନୁହେଁ ଏହା ଦ୍ଵାରା ମାଆ ଲକ୍ଷ୍ମୀ ପଳାନ୍ତି । ଆଉ ସକାଳୁ ସକାଳୁ ଝଗଡା କରିବା ଠିକ ହୋଇନଥାଏ । ଏଥିରେ ଘରେ ଦୁର୍ଭାଗ୍ୟ ବନି ରହିଥାଏ । ଆଉ ସ୍ଵାମୀର ସେବା କରିବା ସହିତ ତାଙ୍କର ଆଜ୍ଞାର ପାଳନ କରିବା ଦରକାର ।

Leave a Reply

Your email address will not be published. Required fields are marked *