ମହାଭାରତ ସମୟରେ ପାଣ୍ଡବମାନଙ୍କୁ କଳିଯୁଗ ବିଷୟରେ ଏହି 5 ଟି କାଟୁ ସତ୍ୟ କହିସାରିଛନ୍ତି ଶ୍ରୀ କୃଷ୍ଣ

ଯେମିତି କି ଆମେ ସମସ୍ତେ ଜାଣିଛୁ କି ବର୍ତ୍ତମାନ କା-ଳ-ଖ-ଣ୍ଡ-ର ଚତୁର୍ଥ ଯୁଗ ଅର୍ଥାତ କ-ଳି-ଯୁ-ଗ ଚାଲିଛି । ଯାହାକୁ ହିନ୍ଦୁ ଶାସ୍ତ୍ରରେ ସବୁଠୁ ଅ-ଭି-ଶା-ପି-ତ ଯୁଗ ବୋଲି କୁହାଯାଇଛି । କୁହାଯାଏ କି କ-ଳି-ଯୁ-ଗ ଶେଷ ସମୟରେ ଧର୍ମ ନଷ୍ଟ ହୋଇଯିବ ଓ କ-ଳି-ଯୁ-ଗ ଶେଷରେ ଭଗବାନ କଲ୍କି ଅବତାର ନେଇ ପୁନଃ ପୃଥିବୀରେ ଧର୍ମର ସ୍ଥାପନା କରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି ମହାଭାରତ ସମୟରେ ଭଗବାନ କୃଷ୍ଣ କ-ଳି-ଯୁ-ଗ ବିଷୟରେ କେଉଁ କଥା ସବୁ କହିଥିଲେ । ଯାହା ବିଷୟରେ ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି ।

ମହାଭାରତର ଏକ କଥା ଅନୁସାରେ ଥରେ ଶ୍ରୀ କୃଷ୍ଣଙ୍କୁ ପାଣ୍ଡୁ ପୁତ୍ରମାନେ କିଛି ପ୍ରଶ୍ନ କରିଲେ । ଯୁଧିଷ୍ଠିର କହିଲେ କି କୃଷ୍ଣ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଦ୍ଵାପର ଯୁଗର ଅ-ନ୍ତ ନିକତର ହୋଇଯାଇଛି । କୃପା କରି ଆମକୁ କୁହନ୍ତୁ କି ଆସୁଥିବା ଯୁଗ କ-ଳି-ଯୁ-ଗ କେମିତି ହେବ ଓ ଏହି ଯୁଗର ମନୁଷ୍ୟ କେମିତି ହେବେ ।

ଯୁଧିଷ୍ଠିରଙ୍କ ଏହି ପ୍ରଶ୍ନ ଶୁଣି ଶ୍ରୀ କୃଷ୍ଣ କହିଲେ କି ପ୍ରଥମେ ତୁମେ ପାଞ୍ଚ ଜଣ ଭାଇ ଜ-ଙ୍ଗ-ଲକୁ ଯାଅ ଓ ଯାହା ବି ଦେଖିବ ତାହା ଆସି ମୋତେ କହିବ । ପାଣ୍ଡୁ ପୁତ୍ରମାନେ ଜ-ଙ୍ଗ-ଲକୁ ଗଲେ । କିନ୍ତୁ ଜ-ଙ୍ଗ-ଲରେ ସେମାନେ ଯାହା ଦେଖିଲେ ତାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ସନ୍ଧ୍ୟା ସମୟରେ ଆସି ପାଞ୍ଚ ଜଣ ଭାଇ ଗୋଟିଏ ଗୋଟିଏ କରି ଶ୍ରୀ କୃଷ୍ଣଙ୍କୁ କହିଲେ କି ସେମାନେ କଣ ସବୁ ଦେଖିଲେ । ପ୍ରଥମେ ଯୁଧିଷ୍ଠିର କହିଲେ କି ସେ ଦୁଇ ଶୁ-ଣ୍ଢ ବାଲା ହାତୀ ଦେଖିଲେ, ଅର୍ଜୁନ କହିଲେ କି ବାସୁଦେବ ମୁଁ ଏକ ପକ୍ଷୀକୁ ଦେଖିଲି, ଯାହାର ପରରେ ବେଦର ରଚନା ଲେଖା ହୋଇଥିଲା ଓ ସେ ମୃତ୍ୟୁ ଜୀବର ମାଂସ ସେବନ କରୁଥିଲା ।

ଭୀମ କହିଲେ କି ଗୋଟିଏ ଗାଈ ବାଛୁରିକୁ ଜନ୍ମ ଦେଇଛି । କିନ୍ତୁ ଜନ୍ମ ପରେ ସେ ବା-ଛୁ-ରି-କୁ ଜିଭରେ ଏତେ ଚାଟୁଛି କି ସେ ର-କ୍ତା-କ୍ତ- ହୋଇ ଯାଇଛି । ସହଦେବ କହିଲେ କି ସେ ଗୋଟିଏ ସ୍ଥାନରେ ୬ – ୭ ଟି କୂଅ ଦେଖିଲେ ଓ ଆଖାପାଖର କୂଅରେ ପାଣି ଅଛି । କିନ୍ତୁ ମଝିରେ ଥିବା କୂଅ ଖାଲି ଅଛି । କିନ୍ତୁ ମଝି କୂଅ ଗଭୀର ଅଛି । ତଥାପି ସେଥିରେ ପାଣି ନାହିଁ । ଏହାକୁ ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି । ନକୁଲ କହିଲେ କି ଗୋଟିଏ ବଡ ପଥର ପାହାଡରୁ ଖସି ପଡୁଛି । କୌଣସି ବି ବିଶାଳ କାୟ ଗଛ ସେହି ପଥରକୁ ଅଟକାଇ ପାରିଲା ନାହିଁ ।

କିନ୍ତୁ ଶେଷରେ ଗୋଟିଏ ଛୋଟ ଗଛ କାରଣରୁ ସେହି ବଡ ପଥରୁ ଟି ସ୍ଥିର ହୋଇଗଲା । ଶ୍ରୀ କୃଷ୍ଣ ଯୁଧିଷ୍ଠିରଙ୍କ ଦେଖିଥିବା ଦୃଶ୍ୟର ଉତ୍ତର ଦେଇ କହିଲେ କି କ-ଳି-ଯୁ-ଗରେ ଏହିଭଳି ଲୋକମାନଙ୍କ ରାଜ ହେବ ଯେଉଁମାନେ କହିବେ କିଛି ଓ କରିବେ କିଛି । ସେହିଭଳି ଅର୍ଜୁନଙ୍କ ପ୍ରଶ୍ନର ଜବାବ ଦେଇ କହିଲେ କି କ-ଳି-ଯୁ-ଗରେ ଏହିଭଳି କିଛି ବ୍ୟକ୍ତି ଥିବେ ଯେଉଁମାନେ ବହୁତ ବଡ ଜ୍ଞାନୀ ଓ ଧନୀ ହୋଇଥିବେ କିନ୍ତୁ ଆଚାରଣ ରା-କ୍ଷ-ସ ହୋଇଥିବେ । କ-ଳି-ଯୁ-ଗରେ ପଣ୍ଡିତ ଓ ବିଦ୍ଵାନ କୁହାଯିବେ କିନ୍ତୁ ତାଙ୍କ ମନରେ ଏହା ବିଚାର ବି ଚାଲୁଥିବ କି କେହି ଜଣେ ମ-ରି-ବେ ଓ ତାହାର ସବୁ ସମ୍ପତ୍ତି ତାଙ୍କ ନାଁ ରେ ହୋଇଯିବ ।

ଅର୍ଥାତ କ-ଳି-ଯୁ-ଗର ମନୁଷ୍ୟ ଧନ ଓ ସମ୍ପତ୍ତିର ଲୋଭୀ ହେବେ । ଭୀମଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ କୃଷ୍ଣ କହିଲେ କି କ-ଳି-ଯୁ-ଗରେ ମାତା ନିଜର ସନ୍ତାନଙ୍କୁ ଏତେ ଭଲ ପାଇବେ କି ପିଲାମାନଙ୍କୁ ନିଜର ବିକାଶ କରିବାର ଚା-ନ୍ସ ହିଁ ମିଳିବ ନାହିଁ । ଯେଉଁ କାରଣରୁ ସେମାନେ ମୋ-ହ-ମା-ୟା-ରେ- ପଡି ବ-ର୍ବା-ଦ ହୋଇଯିବେ । ଶ୍ରୀ କୃଷ୍ଣ ସହଦେବଙ୍କୁ କହିଲ କି କ-ଳି-ଯୁ-ଗରେ ଧନୀ ଲୋକମାନେ ନିଜର ପୁତ୍ର ଏବଂ ପୁତ୍ରୀ ବିବାହରେ ଓ ଘର ପଛରେ କୋଟି କୋଟି ଟଙ୍କା ଖର୍ଚ କରିଦେବେ ।

କିନ୍ତୁ ଯଦି ତାଙ୍କର ପଡୋଶୀରେ କେହି ବି ଭୋକିଲା ଥିବ ତେବେ ସେ ତାଙ୍କର କୌଣସି ବି ପ୍ରକାରର ସାହାର୍ଯ୍ୟ କରିବେ ନାହିଁ । ଅର୍ଥାତ କ-ଳି-ଯୁ-ଗରେ ଅନ୍ନର ଭ-ଣ୍ଡା-ର ଥିବ କିନ୍ତୁ ଲୋକମାନେ ଭୋକରେ ମୃ-ତ୍ୟୁ ବରଣ କରିବେ । ନକୁଲଙ୍କ ଦୃଶ୍ୟର ଅର୍ଥ କ-ଳି-ଯୁ-ଗରେ ମନୁଷ୍ୟର ମନ ନିଚ୍ଛ ହୋଇଯିବ । ଏମିତିରେ ମନୁଷ୍ୟର ମନ ଧ-ନ-ଶି–ଳା-ରେ ଅଟକିବ ନାହିଁ ଓ ନା ହିଁ ରାଜନୀତି ଗଛରେ ଅଟକିବ । କିନ୍ତୁ ଛୋଟ ହରି ନାମ ଦ୍ଵାରା ମନୁଷ୍ୟ ଜୀବନର ପତନ ହେବା ଅ-ଟ-କି-ଯି-ବ । ଏହିଭଳି ଭାବରେ ଶ୍ରୀ କୃଷ୍ଣ କ-ଳି-ଯୁ-ଗର ବର୍ଣନା ମହାଭାରତର ଗ୍ରନ୍ଥରେ କରିଛନ୍ତି ।

Leave a Reply

Your email address will not be published. Required fields are marked *