Bollywood ଅଭିନେତ୍ରୀ ଯିଏ ନିଜ Dress ପାଇଁ ପବ୍ଲିକ ଆଗରେ ହେଲେ ଲଜ୍ଜିତ !

ବଲୀଉଡ ଜଗତ ଏମିତି ଗୋଟେ ଜଗତ ଅଟେ ଯେଉଁଠାରେ ଯାହାକୁ ଯେମିତିକା ଡ୍ରେସ ପସନ୍ଦ ଆସିଥାଏ ତାହା ଷ୍ଟାଇଲ ହୋଇଯାଇଥାଏ । ଆପଣ ମାନଙ୍କୁ ଏହା ଜାଣି କିଛି ଆଶ୍ଚର୍ଯ୍ୟ ଲାଗିବ ନାହିଁ ଯେ ବେଳେ ବେଳେ ତାଙ୍କୁ ନିଜ ଡ୍ରେସ ପାଇଁ ମିଡିଆ ଦ୍ଵାରା ଟ୍ରୋଲ କରା ଯାଏ ଓ ତାଙ୍କ ଦର୍ଶକ ମାନଙ୍କୁ ମଧ୍ୟ ତାଙ୍କ ଏହି ଭଳି ଡ୍ରେସିଙ୍ଗ ଭଲ ଲାଗି ନଥାଏ ।

ଅଭିନେତ୍ରୀ ମାନେ ମଡନ ହବା ନାରେ ବେଳେ ବେଳେ ଏମିତିକା ବୋଲ୍ଡ ଡ୍ରେସ ପିନ୍ଧନ୍ତି ଯାହା ପରେ ତାଙ୍କ ପାଇଁ ଅସୁବିଧାପୂର୍ଣ୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହା ସହ ଏମିତି କିଛି ହେଲା ଯେ ତାଙ୍କୁ ଲଜ୍ୟା ଲାଗିଲା ।

Image Courtesy: Google

୧. ନୋରା ଫତେ :

ବର୍ତମାନ ସମସ୍ୟରେ ନୋରା ଫତେ ପୁରା ବଲୀଉଡ ସହ ହାଲିଉଡରେ ମଧ୍ୟ ବହୁତ ପ୍ରସିଦ୍ଧ ହୋଇଛନ୍ତି ତାନ ନାଚ ପାଇଁ ସେ ଦର୍ଶକ ମାନଙ୍କ ମନ ବହୁତ କିଣିଛନ୍ତି ତେବେ ନୋରା ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ଓ ବଡା ପଛତାଓଗେ ଗୀତର ପ୍ରୋମୋଶନ ପାଇଁ ବିକି କୋସଲ ଓ ନୋରା ମିଡିଆ ଆଗରେ ଯାଇଥିଲେ ହଟାତ ବିକି କୋସଲ ଡ୍ୟାନ୍ସ ସ୍ଟେପ ଦେଖିଲା ବେଳେ ନୋରା ନିଜ ଡ୍ରେସ ଧରିଲେ ଯାହା ଦେଖି ଏହା ଅନୁଭବ କରା ଗଲା ଯେ ସେ ଏତେ ଛୋଟ ଡ୍ରେସ ପିନ୍ଧିଥିଲେ ଯାହା କାରଣରୁ ତାଙ୍କୁ ଲାଜ ଲାଗିଲା ।

Image Courtesy: Google

୨. ଶିଲ୍ପା ଶେଠୀ :

ଶିଲ୍ପା ସେଠୀଙ୍କୁ କିଏ ଅବା ଜାଣି ନାହିଁ । ଶିଲ୍ପା ନିଜ ବୟସ ଅନୁଯାଇ ଦେଖା ଯାନ୍ତି ନାହିଁ ସେ ଏବେ ବି ୨୫ ୩୦ ଭଳି ଝିଅ ଦେଖା ଦିଅନ୍ତି କିନ୍ତୁ ତାଙ୍କୁ ବର୍ତମାନ ୪୪ ବର୍ଷ ହୋଇଛି ଓ ସେ ପ୍ରତିଦିନ ଯୋଗ କରନ୍ତି । ଶିଲ୍ପା ନିଜ ପରିବାର ସହ ୟୁରୋପ ବୁଲିବାକୁ ଯାଇଥିଲେ ଏହି ସମୟରେ ସେ ଶିପରେ ପୋଜ ଦଉଥିଲେ ହଟାତ ତାଙ୍କ ଡ୍ରେସ ଉଡିଲା ଓ ସେ ନିଜ ଡ୍ରେସ ଧରି ପକାଇଲେ ଯାହା ପରେ ତାଙ୍କୁ ବହୁତ ଲାଜ ମଧ୍ୟ ଲାଗିଥିଲା ।

Image Courtesy: Google

୩. ପ୍ରିୟଙ୍କା ଚୋପଡା :

ବଲୀଉଡରୁ ହାଲିଉଡ ପର୍ଯ୍ୟନ୍ତ ସମସ୍ତେ ପ୍ରିୟଙ୍କାଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି । ତାଙ୍କ ଭଳି ବହୁତ କମ ଅଭିନେତ୍ରୀ ଅଛନ୍ତି ଯିଏ ଏତେ ଶୀଘ୍ର ଏତେ ଉଚ୍ଚ ସ୍ଥାନ ପାଇ ପାରିଛନ୍ତି । ତେବେ ଗ୍ରୋମୀ ଏୱାର୍ଡରେ ପ୍ରିୟଙ୍କା ନିଜ ସ୍ଵାମୀ ନିକ ସହ ଆସିଥିଲେ ସେ ଧଳା କଲର ଗାଉନ ପିନ୍ଧିଥିଲେ ଯାହା ନେକ ଲାଇନ ତାଙ୍କ ନାଭି ତଳକୁ ରହିଥିଲା ଯାହା ପାଇଁ ତାଙ୍କୁ ମିଡିଆରେ ବହୁତ ଟ୍ରୋଲ କରା ଗଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *