Tapu Mishraଙ୍କୁ ମନେ ପକାଇ ତାଙ୍କ ଭାଇ କାନ୍ଦି କାନ୍ଦି କହିଲେ କିଛି ଏଭଳି, ଶୁଣିଲେ ଆଖିରୁ ଲୁହ ଝରି ପଡିବ- ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି ର ଗାୟିକା ତପୁ ମିଶ୍ର ଙ୍କୁ କିଏବା ନଜାଣେ । ଦର୍ଶକ ବନ୍ଧୁ କଣ୍ଠଶିଳ୍ପୀ ଭାବରେ ସେ ବହୁତ ଖ୍ୟାତି ଅର୍ଜନ କରି ଆସିଥିଲେ । ବନ୍ଧୁଗଣ ସେ ଜଣେ ଓଡିଆ ଗାୟିକା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଭଲ ଭାବରେ ଅବଗତ ଯେ, ଗତ ବର୍ଷ ଠାରୁ କୋରୋନା ମ-ହା-ମା-ରୀ କିଭଳି ସାରା ବିଶ୍ଵ ରେ ତୁମୁଳ କା-ଣ୍ଡ ରଚାଇଛି ।

ମାତ୍ର ଚଳିତ ବର୍ଷ ମଧ୍ୟ ଏହାର ପ୍ରଭାବ ବହୁଳ ଭାବରେ ରହିଅଛି । ଗତବର୍ଷ ଏହା ସର୍ବାଧିକ ବୃଦ୍ଧ ଲୋକଙ୍କ ଉପରେ ପ୍ରଭାବ ପକାଉଥିବା ବେଳେ ଚଳିତ ବର୍ଷ ଏହା ଛୋଟ ଛୋଟ ପିଲାଙ୍କୁ ମଧ୍ୟ ସଂ-କ୍ର-ମ-ଣ କରୁଅଛି । ବନ୍ଧୁଗଣ ଆମ୍ଭେ ବହୁତ ଦୁଖ ପ୍ରକାଶ କରି କହୁଅଛୁ ଯେ, ଏହି ସଂ-କ୍ର-ମ-ଣ ରେ ସଂ-କ୍ର-ମି-ତ ହୋଇ ଓଡିଆ ଇଣ୍ଡଷ୍ଟ୍ରି ର ନମ୍ବର ୧ ଗାୟିକା ତପୁ ମିଶ୍ର ବର୍ତ୍ତମାନ ଆମ୍ଭ ମାନଙ୍କୁ ଛାଡି ଚାଲି ଯାଇଛନ୍ତି ।

ତାଙ୍କ ବିୟୋଗ କୁ ସାଧାରଣ ଓଡିଆ ଇଣ୍ଡଷ୍ଟ୍ରି ର ଅନ୍ୟ କଳାକାର ତଥା ଓଡିଶା ବାସୀ ସ୍ଵୀକାର କରିପାରୁ ନାହାଁନ୍ତି । ବନ୍ଧୁଗଣ ତପୁ ମିଶ୍ର ଙ୍କ ଏକ ଭାଇ ମଧ୍ୟ ଅପାର ଦୁ-ଖ ପ୍ରକାଶ କରି କହିଛନ୍ତି ଯେ,-” ତପୁ ଦିଦି ଙ୍କ ଭଳି ଜଣେ ଏତେ ଭଲ ମଣିଷ, ଯାହାଙ୍କୁ ମୁଁ ଓଡିଶାର ଲତା ବୋଲି ମନେକରେ ଦ୍ୱିତୀୟରେ ଓଡିଶାର ଆଲ୍କାୟାଗ୍ନି ବୋଲି ତପୁ ମିଶ୍ରଙ୍କୁ କୁହାଯାଏ, ସେ ବର୍ତ୍ତମାନ ଆମ ଗହଣରେ ନାହାନ୍ତି ।

ମୁଁ ବର୍ତ୍ତମାନ ବିଶ୍ଵାସ ମଧ୍ୟ କରିପାରୁନାହିଁ । ତପୁ ଦି ଙ୍କ ସହିତ ମୁଁ ବହୁତ କାମ କରି ଆସିଛି । ସେ ବହୁତ ସଙ୍ଗୀତ କୁ ହି-ଟ ମଧ୍ୟ କରାଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରି ନିମନ୍ତେ ଏହା ଗୋଟିଏ ବହୁତ ବଡ କ୍ଷତି ଅଟେ । ସେ କହିଥିଲେ ତପୁଦିଦି ଙ୍କ ଜାଗା କେହି ମଧ୍ୟ ନେଇ ପାରିବେ ନାହିଁ ।

ଏହା ଓଡିଆ ମ୍ୟୁସିକ ଇଣ୍ଡଷ୍ଟ୍ରି ନିମନ୍ତେ ବହୁତ ବଡ କ୍ଷ-ତି ଅଟେ । ବନ୍ଧୁଗଣ ତାଙ୍କ ସହିତ କାମ କରିଥିବା ତାଙ୍କ ଭାଇ କହିଛନ୍ତି ଯେ, ତାଙ୍କ ସହିତ ବିତାଇଥିବା ଏଭଳି ମୂହୁର୍ତ୍ତ ମାନ ରହିଅଛି ଯାହାକୁ କେବେ ମଧ୍ୟ ଭୁଲି ହେବ ନାହିଁ ।

ସେ ଜଣେ ବହୁତ ପ୍ରତିଭାଶାଳୀ ମନୁଷ୍ୟ ଥିଲେ । ତପୁ ଦିଦି ବର୍ତ୍ତମାନ ଆମ୍ଭ ମାନଙ୍କୁ ଛାଡି ଚାଲି ଯାଇଛନ୍ତି ଏହି କଥାଟି ସତ ହେଲେ ମଧ୍ୟ ଏହାକୁ ମୁଁ ଗ୍ରହଣ କରିପାରୁ ନାହିଁ । ମୁଁ ତପୁ ଦିଦି ଙ୍କୁ ଗେଲ୍ହି ତଥା ସୁ-ଇ-ଟ ନାନୀ ବୋଲି ଡାକୁଥିଲେ । ବନ୍ଧୁଗଣ ମୁଁ ଏହି ସତ୍ୟତାକୁ ସହଜରେ ଗ୍ରହଣ କରିପାରୁ ନାହିଁ ଯେ ମୋ ପ୍ରିୟ ନାନୀ ମତେ ଛାଡି ଆର ପାରିକୁ ଚାଲିଯାଇଛି ।

ବନ୍ଧୁଗଣ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଅଛି ଯେ, ତାଙ୍କ ଆତ୍ମା ଙ୍କୁ ଶାନ୍ତି ଦିଅନ୍ତୁ । ବନ୍ଧୁଗଣ ଏହା ଥିଲା ତପୁ ମିଶ୍ର ଭାଇ ଙ୍କର ଦୁ-ଖ-ଭ-ରା ହୃଦୟାଙ୍ଗମ କିଛିକଥା ଯାହା ସେ ସୋ-ସି-ଆ-ଲ ମି-ଡି-ଆ-ରେ ସେ-ୟା-ର କରିଥିଲେ ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *