ହଠାତ Live ଆସି Tapu Mishra ଙ୍କୁ ମନେ ପକାଇ କାନ୍ଦି କାନ୍ଦି କଣ କହୁଛନ୍ତି ସାନ ଭଉଣୀ ଅଙ୍କିତା, ଦେଖନ୍ତୁ Video

ବର୍ତ୍ତମାନ ଚାରିଆଡେ ତପୁ ମିଶ୍ରଙ୍କ ବିଷୟରେ ହିଁ ଚର୍ଚା ଚାଲିଛି । ସମସ୍ତେ କହୁଛନ୍ତି କି ସେ ଯେତେ ସୁନ୍ଦର କଣ୍ଠଶିଳ୍ପୀ ଥିଲେ ଏହା ଠାରୁ ଅଧିକ ସେ ଜଣେ ଭଲ ମଣିଷ ଥିଲେ । କିନ୍ତୁ ଭଗବାନଙ୍କ ତାଙ୍କୁ ବହୁତ ଜଲ୍ଦି ଏହି ଦୁନିଆରୁ ନେଇଗଲେ । ତାଙ୍କର ମୃ-ତ୍ୟୁରେ ଓଡିଆ ଇଣ୍ଡଷ୍ଟ୍ରିକୁ ବହୁତ ବଡ ଆ-ଘା-ତ ଲାଗିଛି । ସେ ଜଣେ ଏମିତି କଣ୍ଠଶିଳ୍ପୀ ଥିଲେ ଯାହାଙ୍କର ସ୍ଥାନ ଆଉ କେହି ବି ନେଇ ପାରିବେ ନାହିଁ ।

ତାଙ୍କର ମୃ-ତ୍ୟୁ ଖବର ଚାରିଆଡେ ବ୍ୟାପିବା ପରେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି । ତାଙ୍କର ଫ୍ୟାନମାନେ ବି ତାଙ୍କ ବର୍ତ୍ତମାନ ବହୁତ ଝୁରୁଛନ୍ତି । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ପରିବାରର ସବୁ ସଦସ୍ୟ ଦୁଃଖରେ ଭାଙ୍ଗି ଯାଇଛନ୍ତି । ବର୍ତ୍ତମାନ ତପୁ ମିଶ୍ରଙ୍କ ଭଉଣୀ ଅଙ୍କିତାଙ୍କ ଏକ ଭି-ଡି-ଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସେ ତପୁ ମିଶ୍ରଙ୍କୁ ମନେ ପକାଇ କାନ୍ଦୁ ଥିବାର ନଜର ଆସୁଛନ୍ତି ।

ତପୁ ମିଶ୍ରଙ୍କ ଭଉଣୀ ଅଙ୍କିତା ଭି-ଡି-ଓରେ କହିଲି କି ବହୁତ ମନେ ପଡୁଛି ଭଉଣୀ କଥା । ଅଗରୁ ବି ବହୁତ ମନେ ପଡୁଥିଲେ । ଆମେ ସମସ୍ତେ ପ୍ରାର୍ଥନା ମଧ୍ୟ କରୁଥିଲୁ । ଆମେ ବହୁତ ଚେଷ୍ଟା କରିଲୁ ତାଙ୍କୁ ବଞ୍ଚାଇବା ପାଇଁ । କିନ୍ତୁ ଭଗବାନ କିଛି ଅଲଗା ହିଁ ଚାହୁଁ ଥିଲେ ।

ଅଙ୍କିତା ଆଗକୁ କହିଲେ କି ସେ ମୋ ପାଇଁ ସବୁଠୁ ମହତ୍ଵ ରଖୁଥିଲେ କାରଣ ସେ ଜେଣ ଏମିତି ବ୍ୟକ୍ତିତ୍ବ ଥିଲେ ଯାହାଙ୍କ ଭଳି ଆଉ କେହି ବି ନ ଥିଲେ । ମୁଁ ତାଙ୍କର ବହୁତ ନିକଟତର ମଣିଷ ଥିଲି । ମୁଁ ଯଦି କୌଣସି ସିଙ୍ଗର ଗୀତା ଗାଏ କିମ୍ବା ଭଲ ପାଏ ତେବେ ସେ ହେଉଛନ୍ତି ତପୁ ମିଶ୍ର ।

କାରଣ ଆଉ କାହାର ଗୀତ ମୋର ମନେ ରୁହେ ନାହିଁ । ମୁଁ ତାଙ୍କୁ ବହୁତ ମନେ ପକାଉଛି । ଅଙ୍କିତା କାନ୍ଦି କାନ୍ଦି ଆଗକୁ କହିଲେ କି ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । କିଛି ଦିନ ତଳେ ହିଁ ମୋର ତାଙ୍କ ସହିତ ଦେଖା ହୋଇଥିଲା ।

ଏମିତିରେ ମୋତେ ବିଶ୍ଵାସ ବି ହେଉ ନାହିଁ କି ଏହିଭଳି ବି ହୋଇ ପାରିବ । ମାସେ ଓ ଦେଢ ମାସ ମଧ୍ୟରେ ସବୁକିଛି ଚେଞ୍ଜ ହୋଇ ଯାଇଛି । ଏହା ପରେ ସେ ସମସ୍ତଙ୍କୁ ଅନୁରୋଧ କରି କହିଲେ କି ଜୀବନ ବହୁତ ଛୋଟ, ସେଥିପାଇଁ ନିଜର ଧ୍ୟାନ ସହ ନିଜର ପରିବାରର ଧ୍ୟାନ ରଖନ୍ତୁ ଓ ପରିବାର ସହ ରହିବାକୁ ଚେଷ୍ଟା କରନ୍ତୁ ।

ଅଙ୍କିତା ଆଗକୁ କହିଲେ କି ଆପଣ ସମସ୍ତେ ପ୍ରାର୍ଥନା କରନ୍ତୁ କି ତାଙ୍କର ଆତ୍ମର ସତଗତି ହେଉ । ତାଙ୍କର ପରିବାର ବହୁତ କଷ୍ଟରେ ଅଛନ୍ତି । ତାଙ୍କର ଘର ଓ ବିଶେଷ କରି ତାଙ୍କର ସ୍ଵାମୀଙ୍କ ପାଇଁ ପ୍ରାର୍ଥନା କରନ୍ତୁ । କହିଦେଉଛୁ କି ଏହି ପୁରା ଭି-ଡି-ଓରେ ଅଙ୍କିତା କାନ୍ଦି କାନ୍ଦି ସମସ୍ତ କଥା କହୁଛନ୍ତି ।

Leave a Reply

Your email address will not be published. Required fields are marked *