ଟେନସନ ଫ୍ରି କେମିତି ହେବେ- Ajira Anuchinta

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ପୂର୍ବ ପୁରୁଷ ମାନେ ବହୁତ ପ୍ରକାର ପ୍ରତିକାର କହିଥାନ୍ତି ଯାହା ଆମ ଜୀବନରେ ବହୁତ ମୂଲ୍ଯବାନ ହୋଇଥାଏ କିନ୍ତୁ ବର୍ତମାନ କିଛି କଥା ଏମିତି ଅଛି ଯାହା ଆମେ ଜାଣି ନାହୁଁ ତେବେ ଆସନ୍ତା ପିଢୀ ଏହାକୁ କେମିତି ଜାଣିବ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରତିକାର କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ପରିବାର ଓ ଆପଣଙ୍କ ମଙ୍ଗଳ ହବ ।

୧. ବହୁତ ଏମିତି ମା ମାନେ ହୋଇଥାନ୍ତି ଯାହାଙ୍କର କ୍ଷୀର ହୁଏ ନାହିଁ ଓ କ୍ଷୀର ହବା ପାଇଁ ସେ ବହୁତ ଡକ୍ଟର ପାଖକୁ ଯାଇଥାନ୍ତି ଓ ମେଡିସିନ ମଧ୍ୟ ସେବନ କରିଥାନ୍ତି ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ପରେ ହାନିକାରକ ହୋଇଥାଏ ।

Image Courtesy: Google

ତେବେ ଆମ ପୁରୁଷ କହିଛନ୍ତି ଏମିତି ମହିଳାଙ୍କୁ କପା ପତ୍ର ବାଟି ତା ରସ ପ୍ରତିଦିନ ଦୁଇ ଚାମଚ ୭ ଦିନ ପର୍ଯ୍ୟନ୍ତ ସେବନ କରିବା ଉଚିତ । ଏମିତି କରିବା ଦ୍ଵାରା ଆପଣଙ୍କ ପ୍ରଚୁର କ୍ଷୀର ମଧ୍ୟ ହୋଇଥାଏ ଓ ସନ୍ତାନ ଏହି କ୍ଷୀର ସେବନ କଲେ ବହୁତ ମଜବୁତ ମଧ୍ୟ ହୋଇଥାଏ ।

Image Courtesy: Google

୨.  ରୋଷେଇ ଘର ବା ଯାହାକୁ ପାକଶାଳା କୁହା ଯାଏ ସେହି ଘର କେବେ କଳା ବା ନୀଳ ରଙ୍ଗର କରନ୍ତୁ ନାହିଁ । ଆପଣ ମାନଙ୍କୁ ଆମେ ଏହା କହିବାକୁ ଚାହୁଁଛୁ ଯେ ଏହି ରଙ୍ଗ କରିବା ଦ୍ଵାରା ଆପଣଙ୍କ ରୋଷେଇ ଘରେ ଭଗବାନ ବାସ କରନ୍ତି ନାହିଁ ତେବେ ଯଦି ଏହି ରଙ୍ଗ ର ରୋଷେଇ ଘର ଆପଣ କରିଛନ୍ତି ତେବେ ଆପଣ ରଙ୍ଗ ବଦଳି ଦିଅନ୍ତୁ ନଚେତ ଗୋଟେ ଜିରୋ ପାୱାର ବଲ୍ବ ସବୁବେଳେ ରୋଷେଇ ଘରେ ଜଳେଇ ରଖନ୍ତୁ । ତେବେ ରୋଷେଇ ଘରେ ଭଗବାନ ଆସିଲେ ଖାଦ୍ଯ ଅମୃତ ହୋଇଥାଏ ସେଥିପାଇଁ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

Image Courtesy: Google

୩.ବହୁତ ଲୋକ ଅଛନ୍ତି ବହୁତ ପରିଶ୍ରମ କରୁଛନ୍ତି ଓ ଧନ ମଧ୍ୟ ପ୍ରାପ୍ତ କରୁଛନ୍ତି କିନ୍ତୁ ଧନ ରହୁ ନାହିଁ ସମାପ୍ତ ହେଇଯାଉଛି । ଯଦି ଆପଣଙ୍କ ଘରେ ମଧ୍ୟ ଏହି ଭଳି ଦାରିଦ୍ରତା ସବୁବେଳେ ଲାଗି ରହୁଛି ତେବେ ଆପଣ ଗୋଟେ ପିତଳ ଢାଳରେ ଟଙ୍କିକିଆ ଦିଟଙ୍କା କଏନ ପୁରେଇ ତାକୁ ଭର୍ତି କରି ଦିଅନ୍ତୁ ଏହା ପରେ ସେହି ଢାଳ ନେଇ ନିଜ ଘର ପଶ୍ଚିମ ଦିଗରେ ଘର ପାଖରେ ଢାଳ ପୋତି ଦିଅନ୍ତୁ ଓ ସବୁଦିନ ଆସି ସେହି ଜାଗାରେ ମୁଣ୍ଡିଆ ମାରନ୍ତୁ ଦେଖିବେ ମାସେ ଦିମାସ ପରୀକ୍ଷା କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ସଫଳତା ପ୍ରାପ୍ତ ହବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *