ଆପଣ ମାନେ ସମସ୍ତେ ସବୁଦିନ ଓଡିଆ ଚଳଚିତ୍ର ବା ଓଡିଆ ସିରିଏଲ ନିହାତି ଦେଖିବାକୁ ବହୁତ ପସନ୍ଦ କରୁଥିବେ । ତେବେ ସମସ୍ତଙ୍କୁ କେହି ନା କେହି ଅଭିନେତ୍ରୀ ବହୁତ ପସନ୍ଦ ହୋଇଥାନ୍ତି, ତାଙ୍କ ଅଭିନୟ ତାଙ୍କ ସୁନ୍ଦରତା ଦର୍ଶକ ମାନଙ୍କ ମନ କିଣିଥାଏ । ବର୍ତମାନ ସମୟରେ ଅଭିନେତ୍ରୀ ମାନଙ୍କୁ ଲୋକେ ଅଧିକ ଜାଣିବାକୁ ପାଉଛନ୍ତି କାହିଁକିନା ଏବେ ଘରେ ଘରେ ଟିଭି ହୋଇଯାଇଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାହାଙ୍କ ମା ମଧ୍ୟ ଜଣେ ଅଭିନେତ୍ରୀଥିଲେ ଓ ଲୋକେ ଆଜିବି ସେମାନଙ୍କୁ ପସନ୍ଦ କରନ୍ତି ।

୧. ବର୍ଷା :
ତେବେ ଏହି ଲିଷ୍ଟରେ ପ୍ରଥମ ନଂରେ ଆସୁଛନ୍ତି ଅଲିଉଡ କ୍ଵିନ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ଓ ତାଙ୍କର ବହୁତ ସୁପର ହିଟ ଫିଲ୍ମ ମଧ୍ୟ ଆପଣ ଦେଖିଥିବେ । ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ମା ବି ଦିନେ ବହୁତ ବଡ ଅଭିନେତ୍ରୀଥିଲେ କିନ୍ତୁ ବର୍ତମାନ ଘରେ ରହୁଛନ୍ତି ।

୨. ଶୀତଲ ଓ ସୀମରନ :
ଶୀତଳ ଓ ସୀମରନଙ୍କ ଯୋଡି ଆପଣ ମାନେ ରାଣୀ ସିରିଏଲରେ ଦେଖିବାକୁ ପାଇଥିବେ ତେବେ କଣ ଆପଣ ଜାଣିଛନ୍ତି ଯେ ଶୀତଳ ଓ ସୀମରନ ଦୁହେଁ ଭଉଣୀ ଅଟନ୍ତି ଓ ତାଙ୍କ ମା ମଧ୍ୟ ଅଭିନେତ୍ରୀଥିଲେ । ତେବେ ତାଙ୍କ ମାଙ୍କ ଅଭିନୟ ଲୋକେ ଆଜିବି ଭୁଲି ନାହାନ୍ତି । ଶୀତଳ ଓ ସୀମରନ ଅଭିନୟ ଆପଣ ମାନେ ରାଣୀ ସିରିଏଲରେ ଦେଖିବାକୁ ପାଇଥିବେ ।

୩. ଲିପି ମହାପାତ୍ର :
ଆପଣ ମାନେ ଲିପିଙ୍କୁ ବେସ ଭଲ ଭାବରେ ଜାଣିଥିବେ କାହିଁକିନା ତାଙ୍କ ସିରିଏଲ ତାରା ତାରିଣୀ ବର୍ତମାନରେ ଟପରେ ଚାଲିଛି ଓ ତାଙ୍କ ଅଭିନୟ ଓ ସୁନ୍ଦରତା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି । ତେବେ କଣ ଆପଣ ଜାଣିଛନ୍ତି ଲିପିଙ୍କ ମା ମଧ୍ୟ ବହୁତ ଭଲ ଅଭିନେତ୍ରୀ ଅଟନ୍ତି ତାଙ୍କ ନାମ ବନ୍ଦନା ମହାପାତ୍ର ଅଟେ ।

୪. ଦେବିକା ଅରୁନ୍ଧତୀ :
ଆପଣ ମାନେ ମୋ ଜେଜେ ମା ସିରିଏଲରେ ଏନିଙ୍କୁ ଦେଖିଥିବେ ତାଙ୍କ ଅସଲ ନାମ ଦେବିକା ଅଟେ । ତାଙ୍କ ଅଭିନୟ ଓ ଛୁଆଳିଆ ମଜା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ତାଙ୍କ ମା ଜଣେ ଅଭିନେତ୍ରୀଥିଲେ । ଆପଣ ମାନେ ସମସ୍ତେ ଆଜିକା ସମାୟ ଅଭିନେତ୍ରୀ ମାନଙ୍କୁ ବେସ ଭଲରେ ଜାଣିଛନ୍ତି କାହିଁକିନା ଘରେ ଘରେ ଟିଭି ଆସିବାରୁ ଆପଣ ମାନେ ସମସ୍ତଙ୍କୁ ଜାଣି ପାରୁଛନ୍ତି କିନ୍ତୁ ତାଙ୍କ ମା ମାନେ ମଧ୍ୟ ବହୁତ ପ୍ରସିଦ୍ଧ ଅଭିନେତ୍ରୀଥିଲେ କେବଳ ବୟସ୍ବାଧିବାରୁ ଏବେ କାମ କରୁ ନାହାନ୍ତି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।